Genesis 41:1 ଦୁଇବର୍ଷ ପରେ ଫାରୋ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ, ସେ ନୀଳ ନଦୀ କୂଳ ରେ ଛିଡ଼ା ହାଇେଛନ୍ତି।
Genesis 41:1 in Other Translations
King James Version (KJV) And it came to pass at the end of two full years, that Pharaoh dreamed: and, behold, he stood by the river.
American Standard Version (ASV) And it came to pass at the end of two full years, that Pharaoh dreamed: and, behold, he stood by the river.
Bible in Basic English (BBE) Now after two years had gone by, Pharaoh had a dream; and in his dream he was by the side of the Nile;
Darby English Bible (DBY) And it came to pass at the end of two full years, that Pharaoh dreamed, and behold, he stood by the river.
Webster's Bible (WBT) And it came to pass at the end of two full years, that Pharaoh dreamed: and behold, he stood by the river.
World English Bible (WEB) It happened at the end of two full years, that Pharaoh dreamed: and, behold, he stood by the river.
Young's Literal Translation (YLT) And it cometh to pass, at the end of two years of days that Pharaoh is dreaming, and lo, he is standing by the River,
Read Full Chapter :
Genesis 41
Cross Reference
ଆଦି ପୁସ୍ତକ 20:3
କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।
ଆଦି ପୁସ୍ତକ 31:21
ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶିଘ୍ର ସେ ସ୍ଥାନ ଛାଡ଼ିଲା। ସେ ଫରାତ୍ ନଦୀ ପାର ହାଇେ ଗିଲଯଦ ପର୍ବତ ଅଞ୍ଚଳ ଆଡ଼େ ଚାଲିଲା।
ଆଦି ପୁସ୍ତକ 37:5
ଥରେ ଯୋଷଫେ ଏକ ସ୍ବପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥି ରେ ସମାନେେ ଯୋଷଫେକୁ ଅଧିକ ଘୃଣା କଲେ।
ଆଦି ପୁସ୍ତକ 40:5
ଏକ ରାତି ରେ ଉଭୟ ବନ୍ଦୀ ଦୁଇଜଣ ସ୍ବପ୍ନ ଦେଖିଲେ। ସହେି ଦୁଇଜଣ ବନ୍ଦୀ ମିଶର ରେ ରାଜାଙ୍କର ପାନପାତ୍ର ବାହକ ଓ ସ୍ବପକାର। ପ୍ରେତ୍ୟକକ ଏକ ସ୍ବପ୍ନ ଦେଖିଲେ ଓ ପ୍ରେତ୍ୟକକ ସ୍ବପ୍ନର ଅର୍ଥ ଭିନ୍ନଥିଲା।
ଯାତ୍ରା ପୁସ୍ତକ 1:22
ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।
ଯାତ୍ରା ପୁସ୍ତକ 4:9
ଯଦି ସମାନେେ ଏହି ଦୁଇଟି ପ୍ରମାଣ ଦେଖିବାପରେ ତୁମ୍ଭକୁ ବିଶ୍ବାସ ନ କରନ୍ତି, ଏବଂ ତଥାପି ଯଦି ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ନିଳନଦୀରୁ କିଛି ଜଳ ନଇେ ଭୂମିରେ ଢାଳିବ ତାହା ଭୂମିରେ ପଡିଲା ମାତ୍ ରେ ରକ୍ତ ହାଇଯେିବ।
ଦିତୀୟ ବିବରଣ 11:10
ପନିପରିବା ବଗିଗ୍ଭ ରେ ଯେପରି ବୀଜ ବପନ କର, ସହେିପରି ମିଶର ଦେଶର ଗ୍ଭରାଗଛ ରେ ତୁମ୍ଭମାନେେ ପାଣି ଦେଉଥିଲ, ଯେଉଁଠାରକ୍ସ୍ଟ ତୁମ୍ଭମାନେେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସପରେି ନକ୍ସ୍ଟ ହେଁ।
ବିଚାରକର୍ତାମାନଙ୍କ ବିବରଣ 7:13
ଗିଦ୍ଦିୟୋନ ସଠାେରେ ଉପସ୍ଥିତ ହାଇେ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକକ୍ସ୍ଟ ଏକ ସ୍ବପ୍ନ ବିଷଯ ରେ କହକ୍ସ୍ଟଥିଲା, ସେ କହିଲା, ମୁ ସ୍ବପ୍ନ ଦେଖିଲି, ଏକ ୟବରୋଟୀ ମିଦିଯନୀଯ ଛାଉଣୀ ଆଡକକ୍ସ୍ଟ ଗଡି ତୁମ୍ଭକୁ ଆସି ଆଘାତ କଲା, ତାହା ପଡିଗଲା, ତାକକ୍ସ୍ଟ ଓଲଟାଇଲା ପରେ ତମ୍ବୁମାନ ପଡିଗଲା।
ଏଷ୍ଟର ବିବରଣ 6:1
ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।
ଆଦି ପୁସ୍ତକ 29:14
ଏହାପରେ ଲାବନ କହିଲେ, ଏହା ଆଶ୍ଚର୍ୟ୍ଯ! ତୁମ୍ଭେ ମାେ ବଂଶଧର। ତେଣୁ ଯାକୁବ ଲାବନଙ୍କ ଘ ରେ ଏକ ମାସ ରହିଲେ।
ଯିଶାଇୟ 19:5
ନୀଳନଦୀ ଶୁଷ୍କ ହବେ ଏବଂ ନଦୀଗୁଡ଼ିକ ଜଳଶୂନ୍ଯ ହବେ।
ଯିହିଜିକଲ 29:3
ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,
ଯିହିଜିକଲ 29:9
ପୁଣି ମିଶର ଧ୍ବଂସପ୍ରାପ୍ତ ହାଇେ ଶୂନ୍ଯସ୍ଥାନ ହବେ। ତାହା ହେଲେ ସମାନେେ ଜାଣିବେ ଯେ ମୁଁ ସଦାପ୍ରଭୁ ଅଟେ। ସେ ପୁଣି କହିଲେ, ଏହା କାହିଁକି ଘଟିବ ? କାରଣ ସେ କହିଅଛି, 'ନଦୀ ମାରେ ଓ ମୁଁ ତାହା ସୃଷ୍ଟି କରିଅଛି।'
ଦାନିଏଲ 2:1
ଅନନ୍ତର ନବୂଖଦ୍ନିତ୍ସର ରାଜତ୍ବର ଦ୍ବିତୀୟ ବର୍ଷ ରେ କେତକେ ସ୍ବପ୍ନ ଦେଖିଲେ। ଏଥି ରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ସେ ଶାଇେ ପାରିଲେ ନାହିଁ।
ଦାନିଏଲ 4:5
ମୁଁ ଗୋଟିଏ ସ୍ବପ୍ନ ଦେଖିଲି ଓ ତାହା ମାେତେ ଭୟଭୀତ କଲା। ଆଉ ମୁଁ ଶୟ୍ଯା ଉପ ରେ ଥିଲା ବେଳେ ମାରେ ଚିନ୍ତା ଓ ମନର ଦର୍ଶନ ମାେତେ ଉଦ୍ବିଗ୍ନ କଲା।
ଦାନିଏଲ 7:1
ବାବିଲର ରାଜା ବେଲ୍ଟଶତ୍ସରଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଦାନିୟେଲ ଆପଣା ଶୟ୍ଯା ଉପ ରେ ସ୍ବପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସହେି ସ୍ବପ୍ନ ରେ ସାରକଥା ଲେଖି ରଖିଲେ।
ମାଥିଉଲିଖିତ ସୁସମାଚାର 27:19
ପୀଲାତ ବିଚାରମଞ୍ଚ ରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: ଏହି ଧର୍ମିକ ଲୋକଟିର କିଛି ହେଲେ କ୍ଷତି କରନାହିଁ। ମୁଁ ତାହାଙ୍କ ବିଷୟ ରେ କାଲି ରାତି ରେ ଗୋଟିଏ ସ୍ବପ୍ନ ଦେଖିଛି। ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହାଇପେଡ଼ିଛି।
ଆୟୁବ ପୁସ୍ତକ 33:15
ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।