Genesis 4
16 ଏହାପରେ କଯିନ ସଦାପ୍ରଭୁଙ୍କର ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶ ରେ ବାସ କଲେ।
17 କଯିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହାପରେ ସେ ଗର୍ଭବତୀ ହାଇେ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କଯିନ ତା'ର ପୁତ୍ର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦଲୋ ହନୋକ।
18 ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁଯାଯଲେ। ମହୁଯାଯଲରେ ଏକ ପୁତ୍ର ଥିଲା ଯାହାର ନାମ ମଥୁଶାଯଲେ ଓ ମଥୁଶାଯଲରେ ଏକ ପୁତ୍ର ଥିଲା ଯାହାର ନାମ ଲମେକ।
19 ଲମେକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣଙ୍କର ନାମ ଆଦା ଓ ଅନ୍ୟ ଜଣଙ୍କର ନାମ ଥିଲା ସିଲ୍ଲା।
20 ଆଦା ଜାବଳକୁ ଜନ୍ମ ଦଲୋ, ସେ ତମ୍ବୁ ନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସମାନେେ ଗୋରୁଗାଇ ଚ଼ରାଇ ଜୀବିକା ନିର୍ବାହ କରୁଥିଲେ।
21 ଜାବଳ ଭାଇର ନାମ ଥିଲା ୟୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା।
22 ସିଲ୍ଲାର ଗର୍ଭରୁ ତୁବଲ-କଯିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କଯିନର ନଯମା ନାମ୍ନୀ ଏକ ଭଉଣୀ ଥିଲା।
23 ଲମେକ ତା'ର ସ୍ତ୍ରୀକୁ କହିଲା, ହେ ଆଦା ଓ ସିଲ୍ଲା, ମାେ କଥା ଶୁଣ! ହେ ଲମେକର ସ୍ତ୍ରୀଗଣ ତୁମ୍ଭମାନେ ମାେ କଥା ଶୁଣ ଜଣେ ଲୋକ ମାେତେ ଆଘାତ ଦଲୋ ତେଣୁ ମୁଁ ତାକୁ ମାରିଦଲେି। ଜଣେ ଶିଶୁ ମାେତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦଲେି।
24 ଯବେେ କଯିନର ହତ୍ଯାର ପ୍ରତି ଶାଧେ ବହୁତ ହବେ। ତବେେ ମାେତେ ହତ୍ଯା କରିବାର ଦଣ୍ଡ ତା'ଠାରୁ ଅନକେ ଗୁଣ ରେ କଠାେର ହବେ।
16 And Cain went out from the presence of the Lord, and dwelt in the land of Nod, on the east of Eden.
17 And Cain knew his wife; and she conceived, and bare Enoch: and he builded a city, and called the name of the city, after the name of his son, Enoch.
18 And unto Enoch was born Irad: and Irad begat Mehujael: and Mehujael begat Methusael: and Methusael begat Lamech.
19 And Lamech took unto him two wives: the name of the one was Adah, and the name of the other Zillah.
20 And Adah bare Jabal: he was the father of such as dwell in tents, and of such as have cattle.
21 And his brother’s name was Jubal: he was the father of all such as handle the harp and organ.
22 And Zillah, she also bare Tubal-cain, an instructer of every artificer in brass and iron: and the sister of Tubal-cain was Naamah.
23 And Lamech said unto his wives, Adah and Zillah, Hear my voice; ye wives of Lamech, hearken unto my speech: for I have slain a man to my wounding, and a young man to my hurt.
24 If Cain shall be avenged sevenfold, truly Lamech seventy and sevenfold.
Genesis 4 in Tamil and English
16 ଏହାପରେ କଯିନ ସଦାପ୍ରଭୁଙ୍କର ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶ ରେ ବାସ କଲେ।
And Cain went out from the presence of the Lord, and dwelt in the land of Nod, on the east of Eden.
17 କଯିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହାପରେ ସେ ଗର୍ଭବତୀ ହାଇେ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କଯିନ ତା'ର ପୁତ୍ର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦଲୋ ହନୋକ।
And Cain knew his wife; and she conceived, and bare Enoch: and he builded a city, and called the name of the city, after the name of his son, Enoch.
18 ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁଯାଯଲେ। ମହୁଯାଯଲରେ ଏକ ପୁତ୍ର ଥିଲା ଯାହାର ନାମ ମଥୁଶାଯଲେ ଓ ମଥୁଶାଯଲରେ ଏକ ପୁତ୍ର ଥିଲା ଯାହାର ନାମ ଲମେକ।
And unto Enoch was born Irad: and Irad begat Mehujael: and Mehujael begat Methusael: and Methusael begat Lamech.
19 ଲମେକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣଙ୍କର ନାମ ଆଦା ଓ ଅନ୍ୟ ଜଣଙ୍କର ନାମ ଥିଲା ସିଲ୍ଲା।
And Lamech took unto him two wives: the name of the one was Adah, and the name of the other Zillah.
20 ଆଦା ଜାବଳକୁ ଜନ୍ମ ଦଲୋ, ସେ ତମ୍ବୁ ନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସମାନେେ ଗୋରୁଗାଇ ଚ଼ରାଇ ଜୀବିକା ନିର୍ବାହ କରୁଥିଲେ।
And Adah bare Jabal: he was the father of such as dwell in tents, and of such as have cattle.
21 ଜାବଳ ଭାଇର ନାମ ଥିଲା ୟୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା।
And his brother’s name was Jubal: he was the father of all such as handle the harp and organ.
22 ସିଲ୍ଲାର ଗର୍ଭରୁ ତୁବଲ-କଯିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କଯିନର ନଯମା ନାମ୍ନୀ ଏକ ଭଉଣୀ ଥିଲା।
And Zillah, she also bare Tubal-cain, an instructer of every artificer in brass and iron: and the sister of Tubal-cain was Naamah.
23 ଲମେକ ତା'ର ସ୍ତ୍ରୀକୁ କହିଲା, ହେ ଆଦା ଓ ସିଲ୍ଲା, ମାେ କଥା ଶୁଣ! ହେ ଲମେକର ସ୍ତ୍ରୀଗଣ ତୁମ୍ଭମାନେ ମାେ କଥା ଶୁଣ ଜଣେ ଲୋକ ମାେତେ ଆଘାତ ଦଲୋ ତେଣୁ ମୁଁ ତାକୁ ମାରିଦଲେି। ଜଣେ ଶିଶୁ ମାେତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦଲେି।
And Lamech said unto his wives, Adah and Zillah, Hear my voice; ye wives of Lamech, hearken unto my speech: for I have slain a man to my wounding, and a young man to my hurt.
24 ଯବେେ କଯିନର ହତ୍ଯାର ପ୍ରତି ଶାଧେ ବହୁତ ହବେ। ତବେେ ମାେତେ ହତ୍ଯା କରିବାର ଦଣ୍ଡ ତା'ଠାରୁ ଅନକେ ଗୁଣ ରେ କଠାେର ହବେ।
If Cain shall be avenged sevenfold, truly Lamech seventy and sevenfold.