Genesis 38
24 ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।
25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?
26 ଯିହୁଦା ସେ ସମସ୍ତ ବସ୍ତ୍ରକୁ ଦେଖିଲା ଏବଂ କହିଲା, ସେ ଠିକ ଅଛି। ମୁଁ ଭୁଲ କରିଥିଲା। ମୁଁ ପ୍ରତିଜ୍ଞା କରିଥିଲି ଶଲୋକୁ ଦବୋପାଇଁ କିନ୍ତୁ ତାହା କରି ନଥିଲି। ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ନାହିଁ।
27 ତାମରର ଜନ୍ମ କରିବା ସମୟ ଆସିଲା, ସମାନେେ ଦେଖିଲେ ସେ ୟାଆଁଳା ଜନ୍ମ କରିବ।
28 ସେ ଯେତବେେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସହେି ସିନ୍ଦୁର ବର୍ଣ୍ଣ ସୁତ୍ର ବାନ୍ଧି କହିଲା, ଏ ଜେଷ୍ଠ।
29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।
24 And it came to pass about three months after, that it was told Judah, saying, Tamar thy daughter in law hath played the harlot; and also, behold, she is with child by whoredom. And Judah said, Bring her forth, and let her be burnt.
25 When she was brought forth, she sent to her father in law, saying, By the man, whose these are, am I with child: and she said, Discern, I pray thee, whose are these, the signet, and bracelets, and staff.
26 And Judah acknowledged them, and said, She hath been more righteous than I; because that I gave her not to Shelah my son. And he knew her again no more.
27 And it came to pass in the time of her travail, that, behold, twins were in her womb.
28 And it came to pass, when she travailed, that the one put out his hand: and the midwife took and bound upon his hand a scarlet thread, saying, This came out first.
29 And it came to pass, as he drew back his hand, that, behold, his brother came out: and she said, How hast thou broken forth? this breach be upon thee: therefore his name was called Pharez.
Genesis 38 in Tamil and English
24 ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।
And it came to pass about three months after, that it was told Judah, saying, Tamar thy daughter in law hath played the harlot; and also, behold, she is with child by whoredom. And Judah said, Bring her forth, and let her be burnt.
25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?
When she was brought forth, she sent to her father in law, saying, By the man, whose these are, am I with child: and she said, Discern, I pray thee, whose are these, the signet, and bracelets, and staff.
26 ଯିହୁଦା ସେ ସମସ୍ତ ବସ୍ତ୍ରକୁ ଦେଖିଲା ଏବଂ କହିଲା, ସେ ଠିକ ଅଛି। ମୁଁ ଭୁଲ କରିଥିଲା। ମୁଁ ପ୍ରତିଜ୍ଞା କରିଥିଲି ଶଲୋକୁ ଦବୋପାଇଁ କିନ୍ତୁ ତାହା କରି ନଥିଲି। ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ନାହିଁ।
And Judah acknowledged them, and said, She hath been more righteous than I; because that I gave her not to Shelah my son. And he knew her again no more.
27 ତାମରର ଜନ୍ମ କରିବା ସମୟ ଆସିଲା, ସମାନେେ ଦେଖିଲେ ସେ ୟାଆଁଳା ଜନ୍ମ କରିବ।
And it came to pass in the time of her travail, that, behold, twins were in her womb.
28 ସେ ଯେତବେେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସହେି ସିନ୍ଦୁର ବର୍ଣ୍ଣ ସୁତ୍ର ବାନ୍ଧି କହିଲା, ଏ ଜେଷ୍ଠ।
And it came to pass, when she travailed, that the one put out his hand: and the midwife took and bound upon his hand a scarlet thread, saying, This came out first.
29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।
And it came to pass, as he drew back his hand, that, behold, his brother came out: and she said, How hast thou broken forth? this breach be upon thee: therefore his name was called Pharez.