Genesis 38:1 in Oriya

Oriya Oriya Bible Genesis Genesis 38 Genesis 38:1

Genesis 38:1
ସହେି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀଯ ସହିତ ରିହବାକୁ ଗଲା।

Genesis 38Genesis 38:2

Genesis 38:1 in Other Translations

King James Version (KJV)
And it came to pass at that time, that Judah went down from his brethren, and turned in to a certain Adullamite, whose name was Hirah.

American Standard Version (ASV)
And it came to pass at that time, that Judah went down from his brethren, and turned in to a certain Adullamite, whose name was Hirah.

Bible in Basic English (BBE)
Now at that time, Judah went away from his brothers and became the friend of a man of Adullam named Hirah.

Darby English Bible (DBY)
And it came to pass at that time, that Judah went down from his brethren, and turned in to a man of Adullam whose name was Hirah.

Webster's Bible (WBT)
And it came to pass at that time, that Judah went down from his brethren, and turned in to a certain Adullamite, whose name was Hirah.

World English Bible (WEB)
It happened at that time, that Judah went down from his brothers, and visited a certain Adullamite, whose name was Hirah.

Young's Literal Translation (YLT)
And it cometh to pass, at that time, that Judah goeth down from his brethren, and turneth aside unto a man, an Adullamite, whose name `is' Hirah;

And
it
came
to
pass
וַֽיְהִי֙wayhiyva-HEE
that
at
בָּעֵ֣תbāʿētba-ATE
time,
הַהִ֔ואhahiwha-HEEV
that
Judah
וַיֵּ֥רֶדwayyēredva-YAY-red
went
down
יְהוּדָ֖הyĕhûdâyeh-hoo-DA

from
מֵאֵ֣תmēʾētmay-ATE
his
brethren,
אֶחָ֑יוʾeḥāyweh-HAV
and
turned
in
וַיֵּ֛טwayyēṭva-YATE
to
עַדʿadad
certain
a
אִ֥ישׁʾîšeesh
Adullamite,
עֲדֻלָּמִ֖יʿădullāmîuh-doo-la-MEE
whose
name
וּשְׁמ֥וֹûšĕmôoo-sheh-MOH
was
Hirah.
חִירָֽה׃ḥîrâhee-RA

Cross Reference

1 Samuel 22:1
ଦାଉଦ ଗାଥ ପରିତ୍ଯାଗ କଲେ। ସେ ସଠାେରକ୍ସ୍ଟ ଅଦକ୍ସ୍ଟଲ୍ଲମ ଗକ୍ସ୍ଟମ୍ଫାକକ୍ସ୍ଟ ପଳାଇଲେ। ଦାଉଦର ଭାଇମାନେ ଓ ସଐର୍କୀଯମାନେ ମଧ୍ଯ ଜାଣିଲେ ଯେ ସେ ଅଦକ୍ସ୍ଟଲ୍ଲମ ରେ ଅଛନ୍ତି। ସମାନେେ ସଠାେକକ୍ସ୍ଟ ଦାଉଦକକ୍ସ୍ଟ ଦଖାେ କରିବାକୁ ଗଲେ।

Micah 1:15
ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।

Proverbs 13:20
ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।

2 Kings 4:8
ଏକଦା ଇଲୀଶାୟ ଶୁନମେକୁ ଗଲେ। ସଠାେରେ ଏକ ମହତ୍ବପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନି ଭୋଜନ ଦବୋକୁ ବୁଲାଇଲା। ଏହାପରେ ଇଲୀଶାୟ ଯେତେଥର ସହେି ବାଟ ଦଇେ ଗଲେ େସତେଥର ସଠାେରେ ଅନ୍ନ ଭୋଜନ କଲେ।

2 Samuel 23:13
ତା'ପରେ ରାଜାଙ୍କର ବିଶଷେ ଦଳର ତିନିଜଣ ଲୋକ ଶସ୍ଯ ଅମଳ ସମୟରେ ଗଲେ ଓ ଅଦକ୍ସ୍ଟଲ୍ଲମ ଦାଉଦଙ୍କ ନିକଟକକ୍ସ୍ଟ ଗଲେ। ସେତବେେଳେ ପଲେଷ୍ଟୀୟମାନଙ୍କ ସୈନ୍ଯ ରଫାଯୀମ ତଳ ଭୂମିରେ ଛାଉଣୀ ସ୍ଥାପନ କରିଥିଲେ।

Joshua 15:35
ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,

Proverbs 9:6
ଅ ବୋଧ ଲୋକମାନଙ୍କର ସାଙ୍ଗ ପରିତ୍ଯାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବଚେନାର ପଥରେ ଚାଲ।

Judges 4:18
ୟାଯେଲ୍ ଦେଖିଲେ ସୀଷରା ତାଙ୍କ ଆଡକକ୍ସ୍ଟ ଦୌଡି ଆସକ୍ସ୍ଟଛନ୍ତି। ତେଣୁ ସେ ବାହାରକକ୍ସ୍ଟ ଆସି ତାଙ୍କୁ ଦଖାେ କଲେ। ଯାୟେଲ ସୀଷରାକକ୍ସ୍ଟ କହିଲେ, ମହାଶୟ, ମାରେ ତମ୍ବୁକକ୍ସ୍ଟ ଆସନ୍ତକ୍ସ୍ଟ, ଭୟ କରନ୍ତକ୍ସ୍ଟ ନାହିଁ। ତେଣୁ ସେ ତମ୍ବୁ ଭିତରକକ୍ସ୍ଟ ୟିବା ମାତ୍ ରେ ତାଙ୍କୁ ୟାଯେଲ୍ ଏକ କମ୍ବଳ ଘୋଡାଇ ଦେଲେ।

Joshua 12:15
ଲି‌‌ବ୍‌‌ନାର ରାଜା 1, ଅଦୁଲ୍ଲମର ରାଜା 1

Genesis 19:2
ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।