Genesis 38

1 ସହେି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀଯ ସହିତ ରିହବାକୁ ଗଲା।

2 ସଠାେରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା'ର ପିତା ଜଣେ କିଣାନୀଯ ଥିଲେ। ତାଙ୍କର ନାମ ଥିଲା ଶୂଯ।

3 ସହେି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦଲୋ। ସେ ତା'ର ନାମ ଦେଲେ ଏର।

4 ଏହାପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲେ। ଏବଂ ତା'ର ନାମ ରଖିଲେ ଓନନ୍।

5 ଏହାପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ ଏବଂ ତା'ର ନାମ ଦେଲେ ଶଲୋ। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବ ରେ ଥିଲା।

6 ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦବୋପାଇଁ ଏକ ସ୍ତ୍ରୀ ପାଇଲେ। ଯାହାର ନାମ ତାମର ଥିଲା।

7 କିନ୍ତୁ ସଦାପ୍ରଫୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାଙ୍କୁ ବିନାଶ କଲେ।

8 ଏହାପରେ ଯିହୁଦା ଏରର ଭାଇ ଓନନକୁ କହିଲେ, ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର । ଯଦି ସେ ପିଲା ଜନ୍ମ କରେ, ସହେି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାୟିବ।

9 ଓନନ ଜାଣିଥିଲା ଯେ ସେ ସନ୍ତାନ ତା'ର ବଂଶ ହବେ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରତେଃପାତ କଲା।

10 ଏଥି ରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ।

11 ଏହାପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲେ, ତୁମ୍ଭେ ତୁମ୍ଭର ପିତୃ ଗୃହକୁ ୟାଅ। ଏବଂ ମାରେ କନିଷ୍ଠ ପୁତ୍ରଶିଲା ୟୁବକ ନ ହବୋ ପର୍ୟ୍ଯନ୍ତ ବିବାହ କର ନାହିଁ। ଯିହୁଦା ଭୟ କଲେ ଯେ ଯଦି ତା'ର ଭାଇମାନଙ୍କ ପରି ଶଲୋ ହିଁ ମରିୟିବ। ଏଣୁ ତାମର ତା' ପିତୃ ଗୃହକୁ ୟାଇ ବାସକଲା।

12 ଅନକେ ସମୟ ପରେ ଶୂଯ ରେ କନ୍ଯା, ଯିହୁଦାର ସ୍ତ୍ରୀ ମୃତ୍ଯୁ ବରଣ କଲା। ଯେତବେେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମଷେମାନଙ୍କ ବାଳକାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲେ।

13 ତାମର ଯିହୁଦାଠାରୁ ଜାଣିଲା ଯେ, ତା'ର ଶଶୁର ମଷେମାନଙ୍କର ଲୋମ କାଟିବାକୁ ତିମ୍ନାଥା ଯାଉଛନ୍ତି।

14 ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।

15 ଯିହୁଦା ସହେି ବାଟ ଦଇେ ଗଲା ବେଳେ ତାଙ୍କୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ଯା କାରଣ ସେ ତାଙ୍କର ମୁହଁ ଲୁଚାଇ ରଖିଥିଲା।

16 ତେଣୁ ଯିହୁଦା ତାଙ୍କ ପାଖକୁ ଗଲେ ଏବଂ କହିଲେ, ତୁମ୍ଭ ସହିତ ମାେତେ ସହବାସ କରିବାକୁ ଦିଅ। ସେ ତାଙ୍କର ପୁତ୍ରବଧୁ ବୋଲି ଯିହୁଦା ଜାଣି ନଥିଲେ।

17 ଯିହୁଦା ଉତ୍ତର ଦଲୋ, ମୁଁ ମାରେ ପଲ ମଧ୍ଯରୁ ଏକ ୟୁବା ଛଳେି ପଠାଇ ଦବେି।

18 ଯିହୁଦା ପଚାରିଲା, ତୁମ୍ଭେ ମାେତେ କ'ଣ ଦବୋ ପାଇଁ ଚାହୁଁଛ?

19 ଏହାପରେ ତାମର ଗୃହକୁ ଗଲା ଓ ତା'ର ମୁହଁ ସର୍ବଦା ଲୁଚାଇ ରଖିଲାଏବଂ ଏହାପରେ ସେ ପୁନ୍ନର୍ବାର ବିଧବା ବସ୍ତ୍ର ପରିଧାନ କଲା।

20 ଏହାପରେ ଯିହୁଦା ସହେି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ଯ ନବୋ ପାଇଁ ଆପଣା ଅଦୁଲ୍ଲମୀଯ ବନ୍ଧୁ ଦ୍ବାରା ଛଳେିଛୁଆ ଦଇେ ପଠାଇଲା। ମାତ୍ର ସେ ତା'ର ଦଖାେ ପାଇଲା ନାହିଁ।

21 ତେଣୁ ସେ ସଠାେକାର ଲୋକମାନଙ୍କୁ ପଚାରିଲା, ଐନମ ପଥ ପାଶର୍ବ ରେ ଯେଉଁ ବେଶ୍ଯା ଥିଲା ସେ କାହିଁ?

22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫରେିୟାଇ କହିଲା, ମୁଁ ସହେି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସଠାେକାର ଲୋକମାନଙ୍କୁ ପଚାରିବାରୁ ସେ କହିଲେ ଏଠା ରେ କୌଣସି ବେଶ୍ଯା ରହନ୍ତି ନାହିଁ।

23 ତେଣୁ ଯିହୁଦା କହିଲା, ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜ୍ଯାସ୍ପଦ ହବୋ। ଆମ୍ଭେ ଚାହିଁ ଥିଲୁ ତାକୁ ଏକ ଛଳେି ଛୁଆ ଦବୋପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ୟଥେଷ୍ଟ।

24 ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।

25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?

26 ଯିହୁଦା ସେ ସମସ୍ତ ବସ୍ତ୍ରକୁ ଦେଖିଲା ଏବଂ କହିଲା, ସେ ଠିକ ଅଛି। ମୁଁ ଭୁଲ କରିଥିଲା। ମୁଁ ପ୍ରତିଜ୍ଞା କରିଥିଲି ଶଲୋକୁ ଦବୋପାଇଁ କିନ୍ତୁ ତାହା କରି ନଥିଲି। ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ନାହିଁ।

27 ତାମରର ଜନ୍ମ କରିବା ସମୟ ଆସିଲା, ସମାନେେ ଦେଖିଲେ ସେ ୟାଆଁଳା ଜନ୍ମ କରିବ।

28 ସେ ଯେତବେେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସହେି ସିନ୍ଦୁର ବର୍ଣ୍ଣ ସୁତ୍ର ବାନ୍ଧି କହିଲା, ଏ ଜେଷ୍ଠ।

29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।

30 ଏହାପରେ ଅନ୍ୟ ପିଲାଟି ଜନ୍ମ ନଲୋ, ଏହି ପିଲାଟିର ହସ୍ତ ରେ ସିନ୍ଦୁର ବର୍ଣ୍ଣ ତା'ର ହାତ ରେ ଥିଲା, ସେ ତା'ର ନାମ ସରହେ ଦେଲେ।

1 And it came to pass at that time, that Judah went down from his brethren, and turned in to a certain Adullamite, whose name was Hirah.

2 And Judah saw there a daughter of a certain Canaanite, whose name was Shuah; and he took her, and went in unto her.

3 And she conceived, and bare a son; and he called his name Er.

4 And she conceived again, and bare a son; and she called his name Onan.

5 And she yet again conceived, and bare a son; and called his name Shelah: and he was at Chezib, when she bare him.

6 And Judah took a wife for Er his firstborn, whose name was Tamar.

7 And Er, Judah’s firstborn, was wicked in the sight of the Lord; and the Lord slew him.

8 And Judah said unto Onan, Go in unto thy brother’s wife, and marry her, and raise up seed to thy brother.

9 And Onan knew that the seed should not be his; and it came to pass, when he went in unto his brother’s wife, that he spilled it on the ground, lest that he should give seed to his brother.

10 And the thing which he did displeased the Lord: wherefore he slew him also.

11 Then said Judah to Tamar his daughter in law, Remain a widow at thy father’s house, till Shelah my son be grown: for he said, Lest peradventure he die also, as his brethren did. And Tamar went and dwelt in her father’s house.

12 And in process of time the daughter of Shuah Judah’s wife died; and Judah was comforted, and went up unto his sheepshearers to Timnath, he and his friend Hirah the Adullamite.

13 And it was told Tamar, saying, Behold thy father in law goeth up to Timnath to shear his sheep.

14 And she put her widow’s garments off from her, and covered her with a vail, and wrapped herself, and sat in an open place, which is by the way to Timnath; for she saw that Shelah was grown, and she was not given unto him to wife.

15 When Judah saw her, he thought her to be an harlot; because she had covered her face.

16 And he turned unto her by the way, and said, Go to, I pray thee, let me come in unto thee; (for he knew not that she was his daughter in law.) And she said, What wilt thou give me, that thou mayest come in unto me?

17 And he said, I will send thee a kid from the flock. And she said, Wilt thou give me a pledge, till thou send it?

18 And he said, What pledge shall I give thee? And she said, Thy signet, and thy bracelets, and thy staff that is in thine hand. And he gave it her, and came in unto her, and she conceived by him.

19 And she arose, and went away, and laid by her vail from her, and put on the garments of her widowhood.

20 And Judah sent the kid by the hand of his friend the Adullamite, to receive his pledge from the woman’s hand: but he found her not.

21 Then he asked the men of that place, saying, Where is the harlot, that was openly by the way side? And they said, There was no harlot in this place.

22 And he returned to Judah, and said, I cannot find her; and also the men of the place said, that there was no harlot in this place.

23 And Judah said, Let her take it to her, lest we be shamed: behold, I sent this kid, and thou hast not found her.

24 And it came to pass about three months after, that it was told Judah, saying, Tamar thy daughter in law hath played the harlot; and also, behold, she is with child by whoredom. And Judah said, Bring her forth, and let her be burnt.

25 When she was brought forth, she sent to her father in law, saying, By the man, whose these are, am I with child: and she said, Discern, I pray thee, whose are these, the signet, and bracelets, and staff.

26 And Judah acknowledged them, and said, She hath been more righteous than I; because that I gave her not to Shelah my son. And he knew her again no more.

27 And it came to pass in the time of her travail, that, behold, twins were in her womb.

28 And it came to pass, when she travailed, that the one put out his hand: and the midwife took and bound upon his hand a scarlet thread, saying, This came out first.

29 And it came to pass, as he drew back his hand, that, behold, his brother came out: and she said, How hast thou broken forth? this breach be upon thee: therefore his name was called Pharez.

30 And afterward came out his brother, that had the scarlet thread upon his hand: and his name was called Zarah.

Tamil Indian Revised Version
மேலும், என் சகோதரனும், உடன்வேலைக்காரனும், கிறிஸ்துவின் படைவீரனும், உங்களுடைய தூதுவனாகவும், என்னுடைய குறைவில் உதவி செய்தவனுமான எப்பாப்பிரோதீத்துவை உங்களிடம் அனுப்பவேண்டும் என்று நினைத்தேன்.

Tamil Easy Reading Version
எப்பாப்பிரோதீத்து கிறிஸ்துவுக்குள் என் சகோதரன், கிறிஸ்துவின் சேவையில் அவன் என்னோடு பணியாற்றி வருகிறான். எனக்கு உதவி தேவைப்பட்டபோது அவனை என்னிடம் அனுப்பினீர்கள். இப்போது அவனை உங்களிடம் அனுப்பி வைக்க வேண்டும் என எண்ணுகிறேன்.

Thiru Viviliam
என் சகோதரரும் உடன் உழைப்பாளரும் உடன் போர் வீரருமான எப்பப்பிராதித்துவை என் தேவைகளில் எனக்குத் துணை செய்யும்படி நீங்கள் அனுப்பி வைத்தீர்கள். அவரை இப்பொழுது உங்களிடம் திரும்ப அனுப்புவது தேவை எனக் கருதுகிறேன்.

Other Title
எப்பப்பிராதித்துவின் துணிவு

Philippians 2:24Philippians 2Philippians 2:26

King James Version (KJV)
Yet I supposed it necessary to send to you Epaphroditus, my brother, and companion in labour, and fellowsoldier, but your messenger, and he that ministered to my wants.

American Standard Version (ASV)
But I counted it necessary to send to you Epaphroditus, my brother and fellow-worker and fellow-soldier, and your messenger and minister to my need;

Bible in Basic English (BBE)
But it seemed to me necessary to send to you Epaphroditus, my brother, who has taken part with me in the work and in the fight, and your servant, sent by you for help in my need;

Darby English Bible (DBY)
but I have thought it necessary to send to you Epaphroditus, my brother and fellow-workman and fellow-soldier, but your messenger and minister to my need,

World English Bible (WEB)
But I counted it necessary to send to you Epaphroditus, my brother, fellow worker, fellow soldier, and your apostle and minister to my need;

Young’s Literal Translation (YLT)
And I thought `it’ necessary Epaphroditus — my brother, and fellow-workman, and fellow-soldier, and your apostle and servant to my need — to send unto you,

பிலிப்பியர் Philippians 2:25
மேலும், என் சகோதரனும், உடன்வேலையாளும், உடன்சேவகனும், உங்கள் ஸ்தானாபதியும், என் குறைச்சலுக்கு உதவிசெய்தவனுமான எப்பாப்பிரோதீத்துவை உங்களிடத்தில் அனுப்பவேண்டுமென்று எண்ணினேன்.
Yet I supposed it necessary to send to you Epaphroditus, my brother, and companion in labour, and fellowsoldier, but your messenger, and he that ministered to my wants.

Yet
Ἀναγκαῖονanankaionah-nahng-KAY-one
I
supposed
it
δὲdethay
necessary
ἡγησάμηνhēgēsamēnay-gay-SA-mane
to
send
Ἐπαφρόδιτονepaphroditonape-ah-FROH-thee-tone
to
τὸνtontone
you
ἀδελφὸνadelphonah-thale-FONE
Epaphroditus,
καὶkaikay
my
συνεργὸνsynergonsyoon-are-GONE

καὶkaikay
brother,
συστρατιώτηνsystratiōtēnsyoo-stra-tee-OH-tane
and
μουmoumoo
labour,
in
companion
ὑμῶνhymōnyoo-MONE
and
δὲdethay
fellowsoldier,
ἀπόστολονapostolonah-POH-stoh-lone
but
καὶkaikay
your
λειτουργὸνleitourgonlee-toor-GONE
messenger,
τῆςtēstase
and
χρείαςchreiasHREE-as
ministered
that
he
μουmoumoo
to

πέμψαιpempsaiPAME-psay
my
πρὸςprosprose
wants.
ὑμᾶςhymasyoo-MAHS