Genesis 37

1 ଯାକୁବ କିଣାନ ଦେଶ ରେ ବାସ କଲେ। ଯେଉଁ ସ୍ଥାନ ରେ ତାଙ୍କର ପିତା ବାସ କରିଥିଲେ।

2 ଏହା ହେଉଛି ଯାକୁବ ପରିବାରର ଇତିହାସ।

3 ଯୋଷଫେ ତାଙ୍କ ପିତା ଯାକୁବଙ୍କର ବାର୍ଦ୍ଧକ୍ଯ ସମୟରେ ଜନ୍ମ ହାଇେଥିଲେ। ତେଣୁ ଯାକୁବ ଯୋଷଫଙ୍କେୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷଫଙ୍କେୁ ଏକ ବିଶଷେ କୋଟ୍ ବା ଅଙ୍ଗରଖା ଦଇେଥିଲେ। ଯାହା ନାନା ରଙ୍ଗ ରେ ବର୍ଣ୍ଣିତ ଥିଲା।

4 ଯୋଷଫେର ଭାଇମାନେ ଦେଖିଲେ ତାଙ୍କର ପିତା ସମାନଙ୍କେଠାରୁ ସମାନଙ୍କେର ଭାଇ ଯୋଷଫେକୁ ଅଧିକ ଭଲ ପାଉଛନ୍ତି। ତେଣୁ ସମାନେେ ଯୋଷଫେକୁ ଘୃଣା କଲେ। ତେଣୁ ତା ପ୍ରତି ସମାନେେ ଭଲ ଭାବରେ କଥାବାର୍ତ୍ତା କଲେ ନାହିଁ।

5 ଥରେ ଯୋଷଫେ ଏକ ସ୍ବପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥି ରେ ସମାନେେ ଯୋଷଫେକୁ ଅଧିକ ଘୃଣା କଲେ।

6 ଯୋଷଫେ କହିଲେ, ମୁଁ ଦେଖିଥିବା ସ୍ବପ୍ନଟି ଏହା ଏବଂ ଏ ବିଷଯ ରେ ଶୁଣ।

7 ଆମ୍ଭେ ସମସ୍ତେ କ୍ଷତେ ରେ କାର୍ୟ୍ଯ କରୁଥିଲୁ। ଆମ୍ଭେ କ୍ଷତେ ରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମାରେ ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମାେ ବିଡ଼ାକୁ ଚାରିଆଡ଼େ ଘରେି ପ୍ରଣାମ କଲେ।

8 ତା'ର ଭାଇମାନେ ତାଙ୍କୁ କହିଲେ, ତୁ କ'ଣ ଭାବୁଛୁ, ରାଜା ହାଇେ ଆମ୍ଭମାନଙ୍କୁ ଶାସନ କରିବୁ? ତା'ର ଭାଇମାନେ ଏହି ସ୍ବପ୍ନର କଥା ଶୁଣି ତାକୁ ଅଧିକ ଘୃଣା କଲେ।

9 ଏହାପରେ ଯୋଷଫେ ଅନ୍ୟ ଏକ ସ୍ବପ୍ନ ଦେଖିଲା ଏବଂ ସେ ତା'ର ଭାଇମାନଙ୍କୁ ଏହି ସ୍ବପ୍ନ ବିଷଯ ରେ କହିଲା। ଯୋଷଫେ କହିଲେ, ସୂର୍ୟ୍ଯ, ଚନ୍ଦ୍ର ଏବଂ ଏଗାରଟି ତାରା ମାେ ସମ୍ମୁଖ ରେ ନତ ହେଲେ।

10 ଯୋଷଫେ ତାଙ୍କର ସହେି ସ୍ବପ୍ନର କଥା ତାଙ୍କ ପିତାଙ୍କୁ ମଧ୍ଯ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, ଏ କି ପ୍ରକାର ସ୍ବପ୍ନ? ତୁ କ'ଣ ଭାବୁଛି ମୁଁ ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?

11 ଯୋଷଫେର ଭାଇମାନେ ତାଙ୍କ ପ୍ରତି ବହୁତ ଇର୍ଷାପରାଯଣ ହେଲେ। କିନ୍ତୁ ଯୋଷଫେର ପିତା ଏକଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ'ଣ ହାଇପୋ ରେ।

12 ଦିନେ ଯୋଷଫେର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ।

13 ଇଶ୍ରାୟେଲ ଯୋଷଫେକୁ କହିଲେ, ଶିଖିମକୁ ୟାଅ। ତୁମ୍ଭର ଭାଇମାନେ ସଠାେରେ ମେଣ୍ଢା ରଖୁଛନ୍ତି।

14 ଯୋଷଫେର ପିତା କହିଲେ, ୟାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲସବୁ କିପରି ଅଛନ୍ତି। ତା' ହେଲେ ଫରେିଆସ ଏବଂ ମାେତେ କୁହ। ତେଣୁ ଯୋଷଫେର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

15 ଶିଖିମଠା ରେ ଯୋଷଫେ ଏଣେ ତଣେେ କ୍ଷେତ୍ର ମଧିଅରେ ବୁଲୁ ଥିବାର ଜଣେ ବ୍ଯକ୍ତି ଦେଖିଲେ। ସହେି ଲୋକଟି ପଚାରିଲା, ତୁମ୍ଭେ ଏଠା ରେ କଣ ଖୋଜୁଛ?

16 ଯୋଷଫେ ଉତ୍ତର ଦଲୋ, ମୁଁ ମାରେ ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସମାନେେ ପଶୁପଲଙ୍କ ସହିତ କେଉଁଠା ରେ ଅଛନ୍ତି।

17 ଏହାପରେ ସହେି ଲୋକଟି କହିଲା. ସମାନେେ ଏଠାରୁ ଚାଲି ଗଲଣେି। ସମାନେେ କହୁଥିବାର ମୁଁ ଶୁଣିଛି, ଆସ ଦୋଥାନକୁ ୟିବା। ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନ ରେ ୟାଇ ସମାନଙ୍କେୁ ସାକ୍ଷାତ କଲେ।

18 ଯୋଷଫେର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିଲା ପୂର୍ବରୁ ସମାନେେ ତାକୁ ହତ୍ଯା କରିବାକୁ ଯୋଜନା କଲେ।

19 ଭାଇମାନେ ପରସ୍ପର କୁହା କୁହି ହେଲେ, ହଇେ ଦେଖ, ସ୍ବପ୍ନ ଦର୍ଶକ ଯୋଷଫେ ଆସୁଛି।

20 ଆସ ତାକୁ ହତ୍ଯାକରିବା ଏବଂ ଶୁଷ୍କ କୂଅ ରେ ପକାଇ ଦବୋ। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ବପ୍ନର କ'ଣ ହବେ।

21 କିନ୍ତୁ ରୂବନେ ଏହା ଶୁଣିଲେ ସେ ଯୋଷଫେକୁ ସମାନଙ୍କେଠାରୁ ରକ୍ଷା କରିବାକୁ ଚାହିଁଲେ। ରୁବନେ କହିଲେ, ତାକୁ ମାର ନାହିଁ।

22 କୌଣସି ରକ୍ତପାତ କର ନାହିଁ! ତାକୁ ଏକ ଜଙ୍ଗଲର ଶୁଷ୍କ କୂଅ ରେ ଫିଙ୍ଗି ଦିଅ, କିନ୍ତୁ, ତୁମ୍ଭମାନେେ ନିଜେ ତାକୁ ଆଘାତ କରନାହିଁ। କାରଣ ତାକୁ ନମାରି ପିତାଙ୍କ ନିକଟକୁ ପଠାଇ ଦବୋ ପାଇଁ ରୂବନରେ ଏହି ଯୋଜନା ଥିଲା।

23 ଯୋଷଫେ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହାପରେ ତା'ର ଭାଇମାନେ ତାଙ୍କୁ ଆକ୍ରମଣ କରି ତା'ର ସହେି ଲମ୍ବା ସୁନ୍ଦର ରଙ୍ଗ ବରେଙ୍ଗର ପୋଷାକକୁ ଚିରି ପକାଇଲେ।

24 ଏହାପରେ ତାକୁ ଏକ ଶୁଖିଲା କୂଅ ମଧିଅରେ ପକାଇ ଦେଲେ।

25 ଯେତବେେଳେ ଯୋଷଫେ କୂପ ମଧିଅରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହାପରେ ସମାନେେ ଦେଖିଲେ, ଏକ ବଣିକ ଦଳ ଗିଲିଯଦରୁ ଇଶ୍ମାଯଲେୀଯ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ଯ ଓ ଗୁଗ୍ଗୁଳ ଓ ଗନ୍ଧରସ ଘନେି ମିଶର ଦେଶକୁ ଯାଉଛନ୍ତି।

26 ତେଣୁ ଯିହୁଦା ତା'ର ଭାଇମାନଙ୍କୁ କହିଲେ, ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ଯାକରି ଓ ତା'ର ମୃତ୍ଯୁକୁ ଲୁଚାଇଲେ ଆମ୍ଭର ଲାଭ କ'ଣ?

27 ଆସ ଏହିସବୁ ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦବୋ। ଯାହା ହେଉ ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ। ତା'ର ଭାଇମାନେ ଏହି ରେ ରାଜି ହାଇଗେଲେ।

28 ଯେତବେେଳେ ମିଦିଯନୀଯ ବଣିକମାନେ ସମାନଙ୍କେର ନିକଟକୁ ଆସିଲେ, ଭାଇମାନେ ଯୋଷଫେକୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରେ ୗପ୍ୟ ମୁଦ୍ରା ରେ ବିକ୍ରୀ କରି ଦେଲେ। ସହେି ବଣିକମାନେ ତାକୁ ମିଶରକୁ ନଇଗେଲେ।

29 ରୂବନ୍େ ତା'ର ଭାଇମାନଙ୍କ ସହିତ ନଥିଲା, ଯେତବେେଳେ ସମାନେେ ଯୋଷଫେକୁ ବଣିକମାନଙ୍କ ମଧିଅରେ ବିକ୍ରୀ କରିଥିଲେ। ଯେତବେେଳେ ରୂବନ୍େ ଆସିଲା ଓ ଦେଖିଲା ଯେ ତା'ର ଭାଇ ଯୋଷଫେ ସହେି କୂପ ମଧିଅରେ ନଥିଲା। ସେ ଏତେ ବ୍ଯତିବ୍ଯସ୍ତ ହାଇେ ପଡ଼ିଲା ଯେ, ତା'ର ପୋଷାକ ସବୁ ଚିରି ପକାଇଲା।

30 ରୂବନ୍େ ତା'ର ଭାଇମାନଙ୍କୁ ୟାଇ କହିଲେ, ଯୋଷଫେ ଆଉ କୂଅ ମଧିଅରେ ନାହିଁ। ମୁଁ କ'ଣ କରିବି?

31 ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।

32 ଏହାପରେ ସମାନେେ ସହେି କୋଟ୍ଟିକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, ଆମ୍ଭେ ଏହି କୋଟ୍ଟି ପାଇଲୁ। ଏହା କ'ଣ ଯୋଷଫେର କୋଟ୍?

33 ତାଙ୍କ ପିତା ସହେି କୋଟ୍ ଦେଖି ତାହା ଯୋଷଫେର ବୋଲି ଜାଣିଲେ। ସମାନଙ୍କେର ପିତା କହିଲେ, ହଁ ଏହା ଯୋଷଫେର କୋଟ୍ ଅଟେ। ପ୍ରାଯ ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ଯ ପଶୁ ମାରେ ପୁତ୍ର ଯୋଷଫେକୁ ଚିରି ପକାଇଲା।

34 ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।

35 ଯାକୁବର ପୁତ୍ର କନ୍ଯାଗଣ ତାଙ୍କୁ ଆରାମ ଦବୋକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ବନା ପାଇବାକୁ ମନାକଲେ। ଯାକୁବ କହିଲେ, ମାରେ ମୃତ୍ଯୁ ପର୍ୟ୍ଯନ୍ତ ମାରେପୁତ୍ର ପାଇଁ ମୁଁ ଦୁଃଖ କରିବି। ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

36 ମିଦିଯନୀଯ ବଣିକମାନେ ଯୋଷଫେକୁ ମିଶର ରେ ବିକ୍ରି କଲେ। ସମାନେେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସନୋପତିଙ୍କଠା ରେ ଯୋଷଫେକୁ ବିକ୍ରଯ କଲେ।

1 And Jacob dwelt in the land wherein his father was a stranger, in the land of Canaan.

2 These are the generations of Jacob. Joseph, being seventeen years old, was feeding the flock with his brethren; and the lad was with the sons of Bilhah, and with the sons of Zilpah, his father’s wives: and Joseph brought unto his father their evil report.

3 Now Israel loved Joseph more than all his children, because he was the son of his old age: and he made him a coat of many colours.

4 And when his brethren saw that their father loved him more than all his brethren, they hated him, and could not speak peaceably unto him.

5 And Joseph dreamed a dream, and he told it his brethren: and they hated him yet the more.

6 And he said unto them, Hear, I pray you, this dream which I have dreamed:

7 For, behold, we were binding sheaves in the field, and, lo, my sheaf arose, and also stood upright; and, behold, your sheaves stood round about, and made obeisance to my sheaf.

8 And his brethren said to him, Shalt thou indeed reign over us? or shalt thou indeed have dominion over us? And they hated him yet the more for his dreams, and for his words.

9 And he dreamed yet another dream, and told it his brethren, and said, Behold, I have dreamed a dream more; and, behold, the sun and the moon and the eleven stars made obeisance to me.

10 And he told it to his father, and to his brethren: and his father rebuked him, and said unto him, What is this dream that thou hast dreamed? Shall I and thy mother and thy brethren indeed come to bow down ourselves to thee to the earth?

11 And his brethren envied him; but his father observed the saying.

12 And his brethren went to feed their father’s flock in Shechem.

13 And Israel said unto Joseph, Do not thy brethren feed the flock in Shechem? come, and I will send thee unto them. And he said to him, Here am I.

14 And he said to him, Go, I pray thee, see whether it be well with thy brethren, and well with the flocks; and bring me word again. So he sent him out of the vale of Hebron, and he came to Shechem.

15 And a certain man found him, and, behold, he was wandering in the field: and the man asked him, saying, What seekest thou?

16 And he said, I seek my brethren: tell me, I pray thee, where they feed their flocks.

17 And the man said, They are departed hence; for I heard them say, Let us go to Dothan. And Joseph went after his brethren, and found them in Dothan.

18 And when they saw him afar off, even before he came near unto them, they conspired against him to slay him.

19 And they said one to another, Behold, this dreamer cometh.

20 Come now therefore, and let us slay him, and cast him into some pit, and we will say, Some evil beast hath devoured him: and we shall see what will become of his dreams.

21 And Reuben heard it, and he delivered him out of their hands; and said, Let us not kill him.

22 And Reuben said unto them, Shed no blood, but cast him into this pit that is in the wilderness, and lay no hand upon him; that he might rid him out of their hands, to deliver him to his father again.

23 And it came to pass, when Joseph was come unto his brethren, that they stript Joseph out of his coat, his coat of many colours that was on him;

24 And they took him, and cast him into a pit: and the pit was empty, there was no water in it.

25 And they sat down to eat bread: and they lifted up their eyes and looked, and, behold, a company of Ishmeelites came from Gilead with their camels bearing spicery and balm and myrrh, going to carry it down to Egypt.

26 And Judah said unto his brethren, What profit is it if we slay our brother, and conceal his blood?

27 Come, and let us sell him to the Ishmeelites, and let not our hand be upon him; for he is our brother and our flesh. And his brethren were content.

28 Then there passed by Midianites merchantmen; and they drew and lifted up Joseph out of the pit, and sold Joseph to the Ishmeelites for twenty pieces of silver: and they brought Joseph into Egypt.

29 And Reuben returned unto the pit; and, behold, Joseph was not in the pit; and he rent his clothes.

30 And he returned unto his brethren, and said, The child is not; and I, whither shall I go?

31 And they took Joseph’s coat, and killed a kid of the goats, and dipped the coat in the blood;

32 And they sent the coat of many colours, and they brought it to their father; and said, This have we found: know now whether it be thy son’s coat or no.

33 And he knew it, and said, It is my son’s coat; an evil beast hath devoured him; Joseph is without doubt rent in pieces.

34 And Jacob rent his clothes, and put sackcloth upon his loins, and mourned for his son many days.

35 And all his sons and all his daughters rose up to comfort him; but he refused to be comforted; and he said, For I will go down into the grave unto my son mourning. Thus his father wept for him.

36 And the Midianites sold him into Egypt unto Potiphar, an officer of Pharaoh’s, and captain of the guard.

Tamil Indian Revised Version
அது ஒரு கடுகுவிதைக்கு ஒப்பாக இருக்கிறது; அதை ஒரு மனிதன் எடுத்துத் தன் தோட்டத்திலே போட்டான்; அது வளர்ந்து, பெரிய மரமானது; ஆகாயத்துப் பறவைகள் வந்து, அதின் கிளைகளில் அடைந்தது என்றார்.

Tamil Easy Reading Version
தேவனுடைய இராஜ்யம் கடுகுச் செடியின் விதையைப் போன்றது. ஒருவன் இந்த விதையை அவனது தோட்டத்தில் ஊன்றுகிறான். விதை முளைத்து மரமாகிறது. பறவைகள் அதன் கிளைகளில் கூடுகளைக் கட்டுகின்றன” என்றார்.

Thiru Viviliam
அது ஒரு கடுகு விதைக்கு ஒப்பாகும். ஒருவர் அதை எடுத்துத் தம் தோட்டத்தில் இட்டார். அது வளர்ந்து மரமாயிற்று. வானத்துப் பறவைகள் அதன் கிளைகளில் தங்கின” என்று கூறினார்.⒫

லூக்கா 13:18லூக்கா 13லூக்கா 13:20

King James Version (KJV)
It is like a grain of mustard seed, which a man took, and cast into his garden; and it grew, and waxed a great tree; and the fowls of the air lodged in the branches of it.

American Standard Version (ASV)
It is like unto a grain of mustard seed, which a man took, and cast into his own garden; and it grew, and became a tree; and the birds of the heaven lodged in the branches thereof.

Bible in Basic English (BBE)
It is like a grain of mustard seed which a man took and put in his garden, and it became a tree, and the birds of heaven made their resting-places in its branches.

Darby English Bible (DBY)
It is like a grain of mustard [seed] which a man took and cast into his garden; and it grew and became a great tree, and the birds of heaven lodged in its branches.

World English Bible (WEB)
It is like a grain of mustard seed, which a man took, and put in his own garden. It grew, and became a large tree, and the birds of the sky lodged in its branches.”

Young’s Literal Translation (YLT)
It is like to a grain of mustard, which a man having taken, did cast into his garden, and it increased, and came to a great tree, and the fowls of the heavens did rest in its branches.’

லூக்கா Luke 13:19
அது ஒரு கடுகுவிதைக்கு ஒப்பாயிருக்கிறது; அதை ஒரு மனுஷன் எடுத்துத் தன் தோட்டத்திலே போட்டான்; அது வளர்ந்து, பெரிய மரமாயிற்று; ஆகாயத்துப் பறவைகள் வந்து, அதின் கிளைகளில் அடைந்தது என்றார்.
It is like a grain of mustard seed, which a man took, and cast into his garden; and it grew, and waxed a great tree; and the fowls of the air lodged in the branches of it.

It
is
ὁμοίαhomoiaoh-MOO-ah
like
ἐστὶνestinay-STEEN
a
grain
κόκκῳkokkōKOKE-koh
seed,
mustard
of
σινάπεωςsinapeōssee-NA-pay-ose
which
ὃνhonone
man
a
λαβὼνlabōnla-VONE
took,
ἄνθρωποςanthrōposAN-throh-pose
and
cast
ἔβαλενebalenA-va-lane
into
εἰςeisees
his
κῆπονkēponKAY-pone
garden;
ἑαυτοῦheautouay-af-TOO
and
καὶkaikay
grew,
it
ηὔξησενēuxēsenEEF-ksay-sane
and
καὶkaikay
waxed
ἐγένετοegenetoay-GAY-nay-toh
a
great
εἰςeisees

δένδρονdendronTHANE-throne
tree;
μέγα,megaMAY-ga
and
καὶkaikay
the
τὰtata
fowls
πετεινὰpeteinapay-tee-NA
of
the
τοῦtoutoo
air
οὐρανοῦouranouoo-ra-NOO
lodged
κατεσκήνωσενkateskēnōsenka-tay-SKAY-noh-sane
in
ἐνenane
the
τοῖςtoistoos
branches
κλάδοιςkladoisKLA-thoos
of
it.
αὐτοῦautouaf-TOO