Genesis 35
9 ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।
10 ପରମେଶ୍ବର ଯାକୁବଙ୍କୁ କହିଲେ, ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ। ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।
11 ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।
12 ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ। ସହେି ଦେଶ ତୁମ୍ଭକୁ ଓ ତୁମ୍ଭର ଭବିଷ୍ଯତ ବଂଶଧରକୁ ଦବୋ।
13 ଏହାପରେ ପରମେଶ୍ବର ସହେି ସ୍ଥାନ ଛାଡ଼ିଲେ।
14 ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।
15 ସେ ସହେି ସ୍ଥାନର ନାମ ବୈଥଲେ ରଖିଲେ। କାରଣ ଏହି ସ୍ଥାନ ରେ ପରମେଶ୍ବର ତାଙ୍କ ସହିତ କଥା ହାଇେଥିଲେ।
9 And God appeared unto Jacob again, when he came out of Padan-aram, and blessed him.
10 And God said unto him, Thy name is Jacob: thy name shall not be called any more Jacob, but Israel shall be thy name: and he called his name Israel.
11 And God said unto him, I am God Almighty: be fruitful and multiply; a nation and a company of nations shall be of thee, and kings shall come out of thy loins;
12 And the land which I gave Abraham and Isaac, to thee I will give it, and to thy seed after thee will I give the land.
13 And God went up from him in the place where he talked with him.
14 And Jacob set up a pillar in the place where he talked with him, even a pillar of stone: and he poured a drink offering thereon, and he poured oil thereon.
15 And Jacob called the name of the place where God spake with him, Beth-el.
Genesis 35 in Tamil and English
9 ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।
And God appeared unto Jacob again, when he came out of Padan-aram, and blessed him.
10 ପରମେଶ୍ବର ଯାକୁବଙ୍କୁ କହିଲେ, ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ। ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।
And God said unto him, Thy name is Jacob: thy name shall not be called any more Jacob, but Israel shall be thy name: and he called his name Israel.
11 ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।
And God said unto him, I am God Almighty: be fruitful and multiply; a nation and a company of nations shall be of thee, and kings shall come out of thy loins;
12 ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ। ସହେି ଦେଶ ତୁମ୍ଭକୁ ଓ ତୁମ୍ଭର ଭବିଷ୍ଯତ ବଂଶଧରକୁ ଦବୋ।
And the land which I gave Abraham and Isaac, to thee I will give it, and to thy seed after thee will I give the land.
13 ଏହାପରେ ପରମେଶ୍ବର ସହେି ସ୍ଥାନ ଛାଡ଼ିଲେ।
And God went up from him in the place where he talked with him.
14 ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।
And Jacob set up a pillar in the place where he talked with him, even a pillar of stone: and he poured a drink offering thereon, and he poured oil thereon.
15 ସେ ସହେି ସ୍ଥାନର ନାମ ବୈଥଲେ ରଖିଲେ। କାରଣ ଏହି ସ୍ଥାନ ରେ ପରମେଶ୍ବର ତାଙ୍କ ସହିତ କଥା ହାଇେଥିଲେ।
And Jacob called the name of the place where God spake with him, Beth-el.