Bible

Genesis 33 - DBY (Oriya)

1 And Jacob lifted up his eyes and looked, and behold, Esau was coming, and with him four hundred men. And he distributed the children to Leah, and to Rachel, and to the two maidservants:ଅନନ୍ତର ଯାକୁବ ଏଲଷୗ ଆସୁଥିବାରସଦଖିଲଲ। ଏଲଷୗ ତାଙ୍କ ସହିତ ଚାରିଶହସଲାକଙ୍କୁ ଧରି ଆସୁଥିଲଲ। ଯାକୁବ ତା'ର ପରିବାରକୁ ଚାରି ଭାଗସର ବିଭକ୍ତ କଲା।ସଲୟା ଏବଂ ତା'ର ପିଲାମାଲନସଗାଟିଏ ଦଳସର ରହିଲଲ। ରାଲହଲ ଏବଂସଯାଲଷଫସଗାଟିଏ ଦଳସର ରହିଲଲ। ଦୁଇଦାସୀ ଏବଂ ତାଙ୍କର ପିଲାମାଲନ ଦୁଇସଗାଟି ଦଳସର ରହିଲଲ।

2 and he put the maidservants and their children foremost, and Leah and her children after, and Rachel and Joseph hindmost.ଯାକୁବ, ଆଲଗ ଦୁଇ ଦାସୀ ଓସସମାନଙ୍କର ସନ୍ତାନଗଣଙ୍କୁ ତା' ପଲଛସଲୟା ଓ ତା'ର ସନ୍ତାନଗଣ, ସବା ଶଲଷସର ରାଲହଲ ଓସଯାଲଷଫକୁ ରଖିଲଲ।

3 And he passed on before them, and bowed to the earth seven times, until he came near to his brother.ସସମାନଙ୍କୁ ଆଗସର ଯାକୁବ ଗଲା,ସସସଯଲତଲବଲଳ ଭାଇର ନିକଟବର୍ତ୍ତୀସହଲା। ଭକ୍ତିସଦଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲା।

4 And Esau ran to meet him, and embraced him, and fell on his neck, and kissed him; and they wept.ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

5 And he lifted up his eyes and saw the women and the children, and said, Who are these with thee? And he said, The children that God has graciously given thy servant.ଏଲଷୗ ସ୍ତ୍ରୀ ଓ ପିଲାମାନଙ୍କୁସଦଖିଲଲ,ସସ ପଚାରିଲଲ, "ତୁମ୍ଭ ସହିତ ଏହିସଲାକମାଲନ କିଏ?"

6 And the maidservants drew near, they and their children, and they bowed.ଏହାପଲର ଦୁଇଦାସୀ ଓ ତାହାର ପିଲାମାଲନ ଏଲଷୗ ନିକଟକୁ ଗଲଲ।ସସମାଲନ ଏଲଷୗକୁ ଭୂମିଷ୍ଠ ପ୍ରଣାମ କଲଲ।

7 And Leah also, with her children, drew near, and they bowed. And lastly Joseph drew near, and Rachel, and they bowed.ଏହାପଲରସଲୟା ଏବଂ ତାଙ୍କର ସନ୍ତାନଗଣ ଏଲଷୗକୁ ପ୍ରଣାମ କଲଲ। ଏବଂ ଏହାପଲର ରାଲହଲ ଓସଯାଲଷଫ ଏଲଷୗ ନିକଟକୁ ୟାଇ ପ୍ରଣାମ କଲଲ।

8 And he said, What [meanest] thou by all the drove which I met? And he said, To find favour in the eyes of my lord.ଏଲଷୗ କହିଲଲ, ମୁଁ ଆସିବା ସମୟଲରସଯଉଁମାନଙ୍କୁସଦଖିଲିସସମାଲନ କିଏ?ସସ ପଶୁଗୁଡ଼ିକ କାହା ନିମନ୍ଲତ ନଲଉଛନ୍ତି।

9 And Esau said, I have enough, my brother; let what thou hast be thine.କନ୍ତୁ ଏଲଷୗ କହିଲଲ, "ତୁମ୍ଭରସମାଲତ କିଛି ଉପହାରସଦବା ଦରକାର ନାହିଁ, ଭାଇସମା ପାଇଁ ବହୁତ ଅଛି।"

10 And Jacob said, No, I pray thee; if now I have found favour in thine eyes, then receive my gift from my hand; for therefore have I seen thy face, as though I had seen the face of God, and thou hast received me with pleasure.ଯାକୁବ କହିଲଲ, ନା ଭାଇ. ମୁଁ ତୁମ୍ଭକୁ ଅନୁଲରାଧ କରୁଛି। ଯଦି ତୁମ୍ଲଭସମାଲତ ବାସ୍ତବସର ଗ୍ରହଣ କରୁଛସତଲବସମାର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁସଦଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସି।ସମାଲତ ପରଲମଶ୍ବରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାସର ତୁମ୍ଲଭସମାଲତ ଗ୍ରହଣ କରିଥିବାରୁ, ମୁଁ ଖୁସି।

11 Take, I pray thee, my blessing which has been brought to thee; because God has been gracious to me, and because I have everything. And he urged him, and he took [it].ସତଣୁ ମୁଁ ବିନତୀ କରୁଛି ତୁମ୍ଲଭସମାର ଉପହାର ଗ୍ରହଣ କର। ପରଲମଶ୍ବରସମା ପ୍ରତି ସଦଯସହାଇଛନ୍ତି।ସମାର ଆବଶ୍ଯକତାଠାରୁ ଅଧିକ ପାଇଛି। ଯାକୁବ ଏଲଷୗକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲଲ।ସତଣୁସସସସଗୁଡ଼ିକୁ ଗ୍ରହଣ କଲଲ।

12 And he said, Let us take our journey, and go on, and I will go before thee.ଏହାପଲର ଏଲଷୗ କହିଲଲ, ତୁମ୍ଲଭ ତୁମ୍ଭର ୟାତ୍ରା ଚାଲୁ ରଖ। ମୁଁ ମଧ୍ଯ ତୁମ୍ଭ ସହିତ ୟିବି।

13 And he said to him, My lord knows that the children are tender, and the suckling sheep and kine are with me; and if they should overdrive them only one day, all the flock would die.କିନ୍ତୁ ଯାକୁବ ତାଙ୍କୁ କହିଲଲ, ତୁମ୍ଲଭ ଜାଣସମାର ସନ୍ତାନଗଣସଛାଟ ଏବଂ ମୁଁସମାର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ସହବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକସଗାଟିଏ ଦିନସର ବହୁତ ବାଟସନଇୟାଏସତଲବ ସମସ୍ତ ପଶୁ ମରିଯିଲବ।

14 Let my lord, I pray thee, pass on before his servant, and I will drive on at my ease according to the pace of the cattle that is before me, and according to the pace of the children, until I come to my lord, to Seir.ସତଣୁସମାର ପ୍ରଭୁ ତୁମ୍ଲଭ ଆମ୍ଭ ଆଗସର ଚାଲ, ମୁଁ ତୁମ୍ଭକୁ ଧିସର ଧିସର ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧିସର ୟିବି କାରଣସମାରପିଲାମାଲନ କ୍ଲାନ୍ତସହାଇ ପଡ଼ିଲବ। ମୁଁ ତୁମ୍ଭକୁସସଯୀରସର ସାକ୍ଷାତ କରିବି।

15 And Esau said, Let me now leave with thee [some] of the people that are with me. And he said, What need? Let me find favour in the eyes of my lord.ସତଣୁ ଏଲଷୗ କହିଲଲ, ତୁମ୍ଭର ସାହାୟ୍ଯ ପାଇଁ ମୁଁସମାରକିଛିସଲାକଙ୍କୁ ଛାଡ଼ି ଯାଉଛି।

16 And Esau returned that day on his way to Seir.ସତଣୁସସହିଦିନ ଏଲଷୗସସଯୀରକୁସଫରିବା ୟାତ୍ରା ଆରମ୍ଭ କଲଲ।

17 And Jacob journeyed to Succoth, and built himself a house, and for his cattle he made booths. Therefore the name of the place was called Succoth.କିନ୍ତୁ ଯାକୁବ ସୁକ୍କୋତକୁ ଗଲଲ।ସସହି ସ୍ଥାନସରସସ ଆପଣା ପାଇଁ ଏକ ଗୃହ ତିଆରି କଲଲ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲଲ।ସତଣୁସସହି ସ୍ଥାନର ନାମ ସୁକ୍କୋତସହଲା।

18 And Jacob came safely [to the] city Shechem, which is in the land of Canaan, when he came from Padan-Aram; and he encamped before the city.ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

19 And he bought the portion of the field where he had spread his tent, of the hand of the sons of Hamor, Shechem's father, for a hundred kesitahs.ଏହାପଲର ଶିଖିମର ପିତା ହସମାରର ସନ୍ତାନମାନଙ୍କୁ ଏକଶ କସୀତା ନାମକସର ୗପ୍ୟ ମୁଦ୍ରାଲଦଇସସହି ତମ୍ବୁ ସ୍ଥାନଟିକୁ କିଣିଲଲ।

20 And there he set up an altar, and called it El-Elohe-Israel.ପୁଣି ଯାକୁବସସଠାଲର ପରଲମଶ୍ବରଙ୍କର ଉପାସନା ପାଇଁ ଏକ ୟଜ୍ଞବଲଦୀ ସ୍ଥାପନ କଲଲ। ଯାକୁବସସହି ସ୍ଥାନର ନାମସଦଲଲ, "ଏଲ ଇଶ୍ରାଲୟଲର ପରଲମଶ୍ବର।"

Oriya Bible