Genesis 32:6
ଦୂତଗଣ ଯାକୁବ ପାଖକୁ ୟାଇ କହିଲେ, ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭଟେିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।
And the messengers | וַיָּשֻׁ֙בוּ֙ | wayyāšubû | va-ya-SHOO-VOO |
returned | הַמַּלְאָכִ֔ים | hammalʾākîm | ha-mahl-ah-HEEM |
to | אֶֽל | ʾel | el |
Jacob, | יַעֲקֹ֖ב | yaʿăqōb | ya-uh-KOVE |
saying, | לֵאמֹ֑ר | lēʾmōr | lay-MORE |
came We | בָּ֤אנוּ | bāʾnû | BA-noo |
to | אֶל | ʾel | el |
thy brother | אָחִ֙יךָ֙ | ʾāḥîkā | ah-HEE-HA |
Esau, | אֶל | ʾel | el |
also and | עֵשָׂ֔ו | ʿēśāw | ay-SAHV |
he cometh | וְגַם֙ | wĕgam | veh-ɡAHM |
to meet thee, | הֹלֵ֣ךְ | hōlēk | hoh-LAKE |
four and | לִקְרָֽאתְךָ֔ | liqrāʾtĕkā | leek-ra-teh-HA |
hundred | וְאַרְבַּע | wĕʾarbaʿ | veh-ar-BA |
men | מֵא֥וֹת | mēʾôt | may-OTE |
with | אִ֖ישׁ | ʾîš | eesh |
him. | עִמּֽוֹ׃ | ʿimmô | ee-moh |
Cross Reference
Genesis 33:1
ଅନନ୍ତର ଯାକୁବ ଏଲଷୗ ଆସୁଥିବାରସଦଖିଲଲ। ଏଲଷୗ ତାଙ୍କ ସହିତ ଚାରିଶହସଲାକଙ୍କୁ ଧରି ଆସୁଥିଲଲ। ଯାକୁବ ତା'ର ପରିବାରକୁ ଚାରି ଭାଗସର ବିଭକ୍ତ କଲା।ସଲୟା ଏବଂ ତା'ର ପିଲାମାଲନସଗାଟିଏ ଦଳସର ରହିଲଲ। ରାଲହଲ ଏବଂସଯାଲଷଫସଗାଟିଏ ଦଳସର ରହିଲଲ। ଦୁଇଦାସୀ ଏବଂ ତାଙ୍କର ପିଲାମାଲନ ଦୁଇସଗାଟି ଦଳସର ରହିଲଲ।
Genesis 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।
Genesis 32:8
ଯାକୁବ ଚିନ୍ତା କଲା, ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।
Genesis 32:11
ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।
Amos 5:19
ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।