Genesis 32:22 in Oriya

Oriya Oriya Bible Genesis Genesis 32 Genesis 32:22

Genesis 32:22
ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।

Genesis 32:21Genesis 32Genesis 32:23

Genesis 32:22 in Other Translations

King James Version (KJV)
And he rose up that night, and took his two wives, and his two womenservants, and his eleven sons, and passed over the ford Jabbok.

American Standard Version (ASV)
And he rose up that night, and took his two wives, and his two handmaids, and his eleven children, and passed over the ford of the Jabbok.

Bible in Basic English (BBE)
And in the night he got up, and taking with him his two wives and the two servant-women and his eleven children, he went over the river Jabbok.

Darby English Bible (DBY)
And he rose up that night, and took his two wives, and his two maidservants, and his eleven sons, and passed over the ford of the Jabbok;

Webster's Bible (WBT)
And he arose that night, and took his two wives, and his two women-servants, and his eleven sons, and passed over the ford Jabbok.

World English Bible (WEB)
He rose up that night, and took his two wives, and his two handmaids, and his eleven sons, and passed over the ford of the Jabbok.

Young's Literal Translation (YLT)
And he riseth in that night, and taketh his two wives, and his two maid-servants, and his eleven children, and passeth over the passage of Jabbok;

And
he
rose
up
וַיָּ֣קָם׀wayyāqomva-YA-kome
that
בַּלַּ֣יְלָהballaylâba-LA-la
night,
ה֗וּאhûʾhoo
took
and
וַיִּקַּ֞חwayyiqqaḥva-yee-KAHK

אֶתʾetet
his
two
שְׁתֵּ֤יšĕttêsheh-TAY
wives,
נָשָׁיו֙nāšāywna-shav
two
his
and
וְאֶתwĕʾetveh-ET
womenservants,
שְׁתֵּ֣יšĕttêsheh-TAY
and
his
eleven
שִׁפְחֹתָ֔יוšipḥōtāywsheef-hoh-TAV

וְאֶתwĕʾetveh-ET
sons,
אַחַ֥דʾaḥadah-HAHD
over
passed
and
עָשָׂ֖רʿāśārah-SAHR

יְלָדָ֑יוyĕlādāywyeh-la-DAV
the
ford
וַֽיַּעֲבֹ֔רwayyaʿăbōrva-ya-uh-VORE
Jabbok.
אֵ֖תʾētate
מַֽעֲבַ֥רmaʿăbarma-uh-VAHR
יַבֹּֽק׃yabbōqya-BOKE

Cross Reference

Deuteronomy 3:16
ଏବଂ ଗିଲିଯଦ ଠାରକ୍ସ୍ଟ ଅର୍ନୋନ୍-ଉପତ୍ୟକା ପର୍ୟ୍ଯନ୍ତ ସମସ୍ତ ଭୂମି ଏବଂ ଉପତ୍ୟକାର ମଧ୍ଯସ୍ଥାନ ଓ ତାହାର ସୀମା ସମସ୍ତ ଏବଂ ସଠାେରକ୍ସ୍ଟ ଅେମ୍ମାନୀୟମାନଙ୍କର ସୀମା ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ମୁ ରକ୍ସ୍ଟବନେ ଓ ଗାଦ ଗୋଷ୍ଠୀକକ୍ସ୍ଟ ଦଲେି।

Joshua 12:2
ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

Deuteronomy 2:37
କବଳେ ଅମ୍ମାନେ-ସନ୍ତାନଗଣଙ୍କ ଦେଶ ଅର୍ଥାତ ୟଦ୍ଦୋଶ ନଦୀର ପାଶର୍‌ବସ୍ଥ ପ୍ରଦେଶ ଓ ପର୍ବତମଯ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷଯ ରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ନିଷଧେ କରିଥିଲେ, ତହିଁ ନକଟକକ୍ସ୍ଟ ତୁମ୍ଭମାନେେ ୟାଅ ନାହିଁ।

1 Timothy 5:8
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନବୋ ଜଣେ ଲୋକର କର୍ତ୍ତବ୍ଯ ଅଟେ। ଏପରିକି ଆଉ ମଧ୍ଯ ସେ ନିଜ ପରିବାରର ଯତ୍ନ ନବୋ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜଣେ ଲୋକ ସପରେି କରୁ ନାହିଁ, ତା ହେଲେ ସେ ଲୋକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। ସହେି ଲୋକ ଜଣେ ଅବିଶ୍ବାସୀଠାରୁ ମଧ୍ଯ ଖରାପ।

Genesis 29:21
ସାତବର୍ଷ ପରେ ଯାକୁବ ଲାବନକୁ କହିଲେ, ମାେତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମାରେ କାମ କରିବା ସମୟ ସରିୟାଇଛି।

Genesis 35:18
ରାହେଲ ପୁତ୍ର ସନ୍ତାନ ଜନ୍ମ ଦଇେ ମଲା। ମଲା ପୂର୍ବରୁ ରାହେଲ ସହେି ସନ୍ତାନର ନାମ ଦଇେଥିଲା, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ଯାମିନ୍।

Genesis 35:22
ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।