Genesis 32

1 ଏଣୁ ଯାକୁବ ସହେିସ୍ଥାନ ଛାଡ଼ିଲେ। ସେ ୟିବା ବାଟରେ ପରମେଶ୍ବରଙ୍କ ଦୂତମାନେ ତାଙ୍କୁ ଭଟେିଲେ।

2 ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।

3 ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।

4 ଯାକୁବ ଦୂତମାନଙ୍କୁ କହିଲେ, ଏହି କଥା ମାରେ ଜେଷ୍ଠ ଭ୍ରାତା ଏଷୌଙ୍କୁ କୁହ, 'ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି।

5 ମାରେ ଗାଈଗୁଡ଼ିକ, ଗର୍ଦ୍ଧଭଗୁଡ଼ିକ, ପଶୁଗଣ, ମନୁଷ୍ଯଗଣ, ସବେକ ଓ ସବେୀକାଗଣ ଅଛନ୍ତି। ମୁନିବ ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସମାନଙ୍କେୁ ଗ୍ରହଣ କର।'

6 ଦୂତଗଣ ଯାକୁବ ପାଖକୁ ୟାଇ କହିଲେ, ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭଟେିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।

7 ସହେି ବାର୍ତ୍ତା ଯାକୁବକୁ ଭୟଭିତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳ ରେ ବିଭକ୍ତ କଲେ। ଗୋମଷୋଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲା।

8 ଯାକୁବ ଚିନ୍ତା କଲା, ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।

9 ସେତବେେଳେ ଯାକୁବ କହିଲା, ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।

10 ତୁମ୍ଭେ ମାେତେ ଦୟା ଦଖାଇେ ଆସିଅଛ। ତୁମ୍ଭେ ମାରେ ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷଯ ପାଇଁ ୟୋଗ୍ଯ ନୁହେଁ। ମୁଁ ଯେତବେେଳେ ପ୍ରଥମଥର ୟର୍ଦ୍ଦନ ନଦୀ ପାରି ହଲିେ, କବଳେ ଏ ବାଡ଼ି ଛଡ଼ା ମାରେ କିଛି ନଥିଲା। କିନ୍ତୁ ବର୍ତ୍ତମାନ ମାରେପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହାଇପୋ ରେ।

11 ମୁଁ ବିନତି କରୁଅଛି କୃପାକରି ମାେତେ ମାରେ ଭାଇଠାରୁ ରକ୍ଷା କର। ମାେତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ଯା କରିବ। ଏପରିକି ମା' ଓ ତାଙ୍କ ପିଲାମାନଙ୍କୁ ମଧ୍ଯ।

12 ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ମୁଁ ତୁମ୍ଭଙ୍କୁ ସାହାୟ୍ଯ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କହେି ଗଣିପାରିବେ ନାହିଁ।'

13 ଯାକୁବ ରାତି ରେ ସହେି ସ୍ଥାନ ରେ ରହିଲା, ତା'ର ଭାଇ ଏଷୌକୁ କିଛି ଉପହାର ଦବୋପାଇଁ ଯାକୁବ ପ୍ରସ୍ତୁତ ହେଲା।

14 ଯାକୁବ ଦୁଇଶହ ମାଈଛଳେି କୋଡ଼ିଏଟି ଛଳେି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦବୋକୁ ସ୍ଥିର କଲା।

15 ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ ମାଈଓଟ, ଚାଳିଶ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶଟି ବାଛୁରୀ ପ୍ରସ୍ତୁତ କଲା।

16 ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତ ରେ ଏକ ପଲ ସମର୍ପଣ କରି ସମାନଙ୍କେୁ ଆଜ୍ଞା ଦଲୋ, ତୁମ୍ଭମାନେେ ମାରେ ଆଗେ ଆଗେ ୟାଅ। ପୁଣି ମଝି ରେ ମଝି ରେ ସ୍ଥାନ ରଖି ପ୍ରେତ୍ୟକକ ପଲକୁ ପୃଥକ କର।

17 ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, ଯେତବେେଳେ ଏଷୌ ମାରେ ଭାଇ ତୁମ୍ଭ ପାଖକୁ ଆସି ପଚା ରେ, 'ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?'

18 ତା'ପରେ ତୁମ୍ଭେ ଉତ୍ତର ଦବେ,ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମାରେମୂନିବ ଯାକୁବ ତୁମ୍ଭକୁ ଏହା ଉପହାର ଦଇେଛନ୍ତି। ଏବଂ ଯାକୁବ ମଧ୍ଯ ଆମ ପେଛ ପେଛ ଆସୁଛନ୍ତି।'

19 ଯାକୁବ ଏହିପରି କହିବାକୁ ତାଙ୍କର ଦ୍ବିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, ତୁମ୍ଭେ ସମସ୍ତେ ଏହିପରି କହିବ ଯେତବେେଳେ ଏଷୌକୁ ତୁମ୍ଭମାନେେ ଭଟେିବ।

20 ତୁମ୍ଭମାନେେ କହିବ, 'ଏହିସବୁ ତୁମ୍ଭପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛ ରେ ଆସୁଛି।'

21 ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରି ରେ ସହେି ଛାଉଣୀ ରେ ରହିଲେ।

22 ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।

23 ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ଯକୁ ନଦୀ ପାର କରାଇଲେ।

24 ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।

25 ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।

26 ଆଉ ସହେି ଲୋକଟି ଯାକୁବକୁ କହିଲା, ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।

27 ଏବଂ ସହେି ଲୋକଟି ତାଙ୍କୁ କହିଲା, ତୁମ୍ଭର ନାମ କ'ଣ?

28 ଏହାପରେ ସହେି ମନୁଷ୍ଯଟି କହିଲା, ଆଉ ତୁମ୍ଭର ନାମ ଯାକୁବ ହବେ ନାହିଁ। ତୁମ୍ଭର ନାମ ଇଶ୍ରାୟେଲ ହବେ ଏବଂ ତୁମ୍ଭେ ସହେି ନାମ ରେ ପରିଚିତ ହବେ କାରଣ ତୁମ୍ଭେ ପରମେଶ୍ବରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ୟୁଦ୍ଧ କରି ଜଯଲାଭ କଲ।

29 ଏହାପରେ ଯାକୁବ ତାଙ୍କୁ ପଚାରିଲା, ଦୟାକରି ତୁମ୍ଭର ନାମ କୁହ।

30 ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।

31 ଏହାପରେ ସୂର୍ େଯ୍ଯାଦଯ ବଳକେୁ ସେ ପନୂଯଲେ ପାର ହେଲେ।ମାତ୍ର ତା'ର ଗୋଡ଼ ୟୋଗୁ େଛାଟାଇ ଚାଲିଲା।

32 ତେଣୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରା ରେ ଯାକୁବଙ୍କୁ ଆଘାତ ଲାଗିଥିଲା।

1 And Jacob went on his way, and the angels of God met him.

2 And when Jacob saw them, he said, This is God’s host: and he called the name of that place Mahanaim.

3 And Jacob sent messengers before him to Esau his brother unto the land of Seir, the country of Edom.

4 And he commanded them, saying, Thus shall ye speak unto my lord Esau; Thy servant Jacob saith thus, I have sojourned with Laban, and stayed there until now:

5 And I have oxen, and asses, flocks, and menservants, and womenservants: and I have sent to tell my lord, that I may find grace in thy sight.

6 And the messengers returned to Jacob, saying, We came to thy brother Esau, and also he cometh to meet thee, and four hundred men with him.

7 Then Jacob was greatly afraid and distressed: and he divided the people that was with him, and the flocks, and herds, and the camels, into two bands;

8 And said, If Esau come to the one company, and smite it, then the other company which is left shall escape.

9 And Jacob said, O God of my father Abraham, and God of my father Isaac, the Lord which saidst unto me, Return unto thy country, and to thy kindred, and I will deal well with thee:

10 I am not worthy of the least of all the mercies, and of all the truth, which thou hast shewed unto thy servant; for with my staff I passed over this Jordan; and now I am become two bands.

11 Deliver me, I pray thee, from the hand of my brother, from the hand of Esau: for I fear him, lest he will come and smite me, and the mother with the children.

12 And thou saidst, I will surely do thee good, and make thy seed as the sand of the sea, which cannot be numbered for multitude.

13 And he lodged there that same night; and took of that which came to his hand a present for Esau his brother;

14 Two hundred she goats, and twenty he goats, two hundred ewes, and twenty rams,

15 Thirty milch camels with their colts, forty kine, and ten bulls, twenty she asses, and ten foals.

16 And he delivered them into the hand of his servants, every drove by themselves; and said unto his servants, Pass over before me, and put a space betwixt drove and drove.

17 And he commanded the foremost, saying, When Esau my brother meeteth thee, and asketh thee, saying, Whose art thou? and whither goest thou? and whose are these before thee?

18 Then thou shalt say, They be thy servant Jacob’s; it is a present sent unto my lord Esau: and, behold, also he is behind us.

19 And so commanded he the second, and the third, and all that followed the droves, saying, On this manner shall ye speak unto Esau, when ye find him.

20 And say ye moreover, Behold, thy servant Jacob is behind us. For he said, I will appease him with the present that goeth before me, and afterward I will see his face; peradventure he will accept of me.

21 So went the present over before him: and himself lodged that night in the company.

22 And he rose up that night, and took his two wives, and his two womenservants, and his eleven sons, and passed over the ford Jabbok.

23 And he took them, and sent them over the brook, and sent over that he had.

24 And Jacob was left alone; and there wrestled a man with him until the breaking of the day.

25 And when he saw that he prevailed not against him, he touched the hollow of his thigh; and the hollow of Jacob’s thigh was out of joint, as he wrestled with him.

26 And he said, Let me go, for the day breaketh. And he said, I will not let thee go, except thou bless me.

27 And he said unto him, What is thy name? And he said, Jacob.

28 And he said, Thy name shall be called no more Jacob, but Israel: for as a prince hast thou power with God and with men, and hast prevailed.

29 And Jacob asked him, and said, Tell me, I pray thee, thy name. And he said, Wherefore is it that thou dost ask after my name? And he blessed him there.

30 And Jacob called the name of the place Peniel: for I have seen God face to face, and my life is preserved.

31 And as he passed over Penuel the sun rose upon him, and he halted upon his thigh.

32 Therefore the children of Israel eat not of the sinew which shrank, which is upon the hollow of the thigh, unto this day: because he touched the hollow of Jacob’s thigh in the sinew that shrank.

Philemon 1 in Tamil and English

1 ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ ହାଇେଥିବା ପାଉଲ ଓ ଆମ୍ଭର ଭାଇ ତୀମଥିଙ୍କଠାରୁ
Paul, a prisoner of Jesus Christ, and Timothy our brother, unto Philemon our dearly beloved, and fellowlabourer,

2 ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମାନେ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା ରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।
And to our beloved Apphia, and Archippus our fellowsoldier, and to the church in thy house:

3 ଆମ୍ଭର ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
Grace to you, and peace, from God our Father and the Lord Jesus Christ.

4 ମାେ ପ୍ରାର୍ଥନାମାନଙ୍କ ରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ।
I thank my God, making mention of thee always in my prayers,

5 ପରମେଶ୍ବରଙ୍କ ସମସ୍ତ ପବିତ୍ ରେଲାକମାନଙ୍କ ପ୍ରତି ତୁମ୍ଭର ପ୍ ରମେ ଓ ପ୍ରଭୁ ଯୀଶୁଙ୍କଠା ରେ ତୁମ୍ଭର ବିଶ୍ବାସ ବିଷୟ ରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସହେି ପ୍ ରମେ ଓ ବିଶ୍ବାସ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି।
Hearing of thy love and faith, which thou hast toward the Lord Jesus, and toward all saints;

6 ଖ୍ରୀଷ୍ଟଙ୍କଠା ରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ବାସର ସହଭାଗିତା ତୁମ୍ଭକୁ ସାହାୟ୍ଯ କରିବ ବୋଲି ମୁଁ ପ୍ରାର୍ଥନା କରେ।
That the communication of thy faith may become effectual by the acknowledging of every good thing which is in you in Christ Jesus.

7 ହେ ଭାଇ ପରମେଶ୍ବରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ ରମେଭାବ ଦଖାଇେଛ, ସମାନଙ୍କେୁ ତୁମ୍ଭେ ଖୁସି କରିଛ। ଏହା ମାେତେ ବହୁତ ଆନନ୍ଦ ଓ ଆଶ୍ବାସନା ଦଲୋ।
For we have great joy and consolation in thy love, because the bowels of the saints are refreshed by thee, brother.

8 କେତଗେୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟ ରେ ଭାଇ ହିସାବ ରେ ସତ୍ କାର୍ୟ୍ଯ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦବୋର ମାରେ ଅଧିକାର ଅଛି।
Wherefore, though I might be much bold in Christ to enjoin thee that which is convenient,

9 କିନ୍ତୁ ମୁଁ ତୁମ୍ଭକୁ ପ୍ ରମେ ରେ ନିବଦନେ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହାଇେ ଗଲିଣି ଓ ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ ହାଇେଛି।
Yet for love’s sake I rather beseech thee, being such an one as Paul the aged, and now also a prisoner of Jesus Christ.

10 ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବଦନେ କରୁଛି। ମୁଁ ବନ୍ଦୀ ଗୃହ ରେ ଥିଲା ବେଳେ ସେ ମାରେ ସନ୍ତାନ ହାଇେଥିଲା।
I beseech thee for my son Onesimus, whom I have begotten in my bonds:

11 ଅତୀତ ରେ ସେ ତୁମ୍ଭ ପାଇଁ ଅଦରକାରୀ ଥିଲା। କିନ୍ତୁ ଏବେ ସେ ମାେ' ଓ ତୁମ୍ଭ ଦୁହିଁଙ୍କ ପାଇଁ ବଡ଼ ଉପଯୋଗୀ ଅଟେ।
Which in time past was to thee unprofitable, but now profitable to thee and to me:

12 ମୁଁ ତାହାକୁ ତୁମ୍ଭ ପାଖକୁ ଫରୋଇ ଦେଉଛି। ତା ସହିତ ମାରେ ହୃଦୟ ମଧ୍ଯ ବନ୍ଧା ହାଇେଛି।
Whom I have sent again: thou therefore receive him, that is, mine own bowels:

13 ମୁଁ ବନ୍ଦୀ ଗୃହ ରେ ଥିବା ସମୟରେ ମାେତେ ସୁସମାଚାର ପାଇଁ ସାହାୟ୍ଯ କରିବ ବୋଲି ତାହାକୁ ମାେ ସହିତ ରଖିବାକୁ ଚାହୁଁଥିଲି। ମାେତେ ସାହାୟ୍ଯ କରିବା ଦ୍ବାରା ସେ ତୁମ୍ଭର ସବୋ କରିଥାଆନ୍ତା।
Whom I would have retained with me, that in thy stead he might have ministered unto me in the bonds of the gospel:

14 କିନ୍ତୁ ତୁମ୍ଭମାନଙ୍କୁ ପ୍ରଥମେ ନ ପଚାରି ମୁଁ କିଛି କରିବା ପାଇଁ ଇଚ୍ଛା କଲି ନାହିଁ। ତୁମ୍ଭର କୌଣସି ଭଲ କାମ ନିଜ ଇଚ୍ଛା ରେ ହେଉ, ମାରେ ବାଧ୍ଯ ବାଧ୍ଯକତା ରେ ନ ହେଉ ବୋଲି ମୁଁ ଚା ହେଁ।
But without thy mind would I do nothing; that thy benefit should not be as it were of necessity, but willingly.

15 ଅନୀସିମ301 କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପା ରେ ୟଦ୍ଦ୍ବାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହାଇପୋରିବ।
For perhaps he therefore departed for a season, that thou shouldest receive him for ever;

16 ଦାସ ହବୋ ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠା ରେ ଜଣେ ଭାଇ ଭଳି ଭଲ ପାଇବ।
Not now as a servant, but above a servant, a brother beloved, specially to me, but how much more unto thee, both in the flesh, and in the Lord?

17 ଯଦି ତୁମ୍ଭେ ମାେତେ ମିତ୍ର ବୋଲି ଗ୍ରହଣ କରୁଛ, ତା' ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମାେତେ ଯେପରି ସ୍ବାଗତ କରିଥାନ୍ତ, ସପରେି ତାହାକୁ ସ୍ବାଗତ କର।
If thou count me therefore a partner, receive him as myself.

18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ କରିଛି ବା ତା'ର ତୁମକୁ କିଛି ଦବୋକୁ ଅଛି ତବେେ ତାହା ମାେ ଖାତା ରେ ପକାଇ ଦିଅ।
If he hath wronged thee, or oweth thee ought, put that on mine account;

19 ମୁଁ ପାଉଲ, ଏହି କଥା ମାେ ହାତ ରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦବୋକୁ ଅଛି, ମୁଁ ତାହା ତୁମ୍ଭକୁ ଫରୋଇ ଦବେି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମାେ'ଠା ରେ କେତେ ଋଣୀ, ସେ ସମ୍ପର୍କ ରେ ମୁଁ କିଛି କହିବି ନାହିଁ।
I Paul have written it with mine own hand, I will repay it: albeit I do not say to thee how thou owest unto me even thine own self besides.

20 ତେଣୁ ହେ ମାରେ ଭାଇ ! ପ୍ରଭୁଙ୍କଠା ରେ ତୁମ୍ଭେ ମାେ ପାଇଁ କିଛି ଆବଶ୍ଯକୀୟ ବିଷୟ କର ବୋଲି, ମୁଁ କୁ ହେ। ଖ୍ରୀଷ୍ଟଙ୍କଠା ରେ ମାେ ହୃଦୟକୁ ଆଶ୍ବାସନା ଦିଅ।
Yea, brother, let me have joy of thee in the Lord: refresh my bowels in the Lord.

21 ମୁଁ ଯାହା କହିଛି, ସଗେୁଡିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କ ହେ, ତୁମ୍ଭେ ତା'ଠାରୁ ଅଧିକ କରିବ।
Having confidence in thy obedience I wrote unto thee, knowing that thou wilt also do more than I say.

22 ମାେ ରହିବା ପାଇଁ ଗୋଟିଏ ବଖରା ମଧ୍ଯ ପ୍ରସ୍ତୁତ କର। ମୁଁ ଆଶା କରେ ଯେ ପରମେଶ୍ବର ତୁମ୍ଭ ପ୍ରାର୍ଥନା ଶୁଣିବେ ଓ ମୁଁ ତୁମ୍ଭ ପାଖକୁ ୟିବାକୁ ସମର୍ଥ ହାଇେ ପାରିବି।
But withal prepare me also a lodging: for I trust that through your prayers I shall be given unto you.

23 ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଏପାଫ୍ରା ହେଉଛନ୍ତି ମାରେ ସହବନ୍ଦୀ। ସେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।
There salute thee Epaphras, my fellowprisoner in Christ Jesus;

24 ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ଏମାନେ ମଧ୍ଯ ତୁମ୍ଭକୁ ନମସ୍କାର ଜଣାଉଛନ୍ତି।
Marcus, Aristarchus, Demas, Lucas, my fellowlabourers.

25 ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କର ଆତ୍ମା ସହିତ ରହିଥାଉ।
The grace of our Lord Jesus Christ be with your spirit. Amen.

255
Written from Rome to Philemon, by Onesimus a servant.