Genesis 31:49
ଏହାପରେ ଲାବନ କହିଲେ, ସଦାପ୍ରଭୁ ଆମ୍ଭର ପର୍ୟ୍ଯବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ଯସ୍ଥ ହୁଅନ୍ତୁ। ଯେତବେେଳେ ଆମ୍ଭମାନେେ ପରସ୍ପରଠାରୁ ଦୂର ରେ ରହିବୁ। ତା'ପରେ ସେ ଏହାକୁ ମଧ୍ଯ ଡାକିଲେ: ମିସ୍ପା।
Genesis 31:49 in Other Translations
King James Version (KJV)
And Mizpah; for he said, The LORD watch between me and thee, when we are absent one from another.
American Standard Version (ASV)
and Mizpah, for he said, Jehovah watch between me and thee, when we are absent one from another.
Bible in Basic English (BBE)
And Mizpah, for he said, May the Lord keep watch on us when we are unable to see one another's doings.
Darby English Bible (DBY)
-- and Mizpah; for he said, Let Jehovah watch between me and thee, when we shall be hidden one from another:
Webster's Bible (WBT)
And Mizpah; for he said, The LORD watch between me and thee, when we are absent one from another.
World English Bible (WEB)
and Mizpah, for he said, "Yahweh watch between me and you, when we are absent one from another.
Young's Literal Translation (YLT)
Mizpah also, for he said, `Jehovah doth watch between me and thee, for we are hidden one from another;
| And Mizpah; | וְהַמִּצְפָּה֙ | wĕhammiṣpāh | veh-ha-meets-PA |
| for | אֲשֶׁ֣ר | ʾăšer | uh-SHER |
| he said, | אָמַ֔ר | ʾāmar | ah-MAHR |
| Lord The | יִ֥צֶף | yiṣep | YEE-tsef |
| watch | יְהוָ֖ה | yĕhwâ | yeh-VA |
| between | בֵּינִ֣י | bênî | bay-NEE |
| when thee, and me | וּבֵינֶ֑ךָ | ûbênekā | oo-vay-NEH-ha |
| we are absent | כִּ֥י | kî | kee |
| one | נִסָּתֵ֖ר | nissātēr | nee-sa-TARE |
| from another. | אִ֥ישׁ | ʾîš | eesh |
| מֵֽרֵעֵֽהוּ׃ | mērēʿēhû | MAY-ray-A-hoo |
Cross Reference
Judges 11:29
ଏହାପରେ ସଦାପ୍ରଭୁଙ୍କ ଆତ୍ମା ୟିଲ୍ଗହ ଉପରେ ଅଧିଷ୍ଠାନ କଲା। ସେ ଗିଲିଯଦ ଓ ମନଃଶି ଦଇେ ଗଲା। ସେ ଗିଲିଯଦ ଦଇେ ମିସ୍ପୀକକ୍ସ୍ଟ ଗଲେ ଓ ଏବଂ ଅେମ୍ମାନୀୟଙ୍କ ଦଇେ ଅତିକ୍ରମ କଲେ।
Judges 10:17
ଅେମ୍ମାନୀୟମାନେ ଗିଲିଯଦ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ ଏବଂ ଇଶ୍ରାୟେଲ ଲୋକମାନେ, ଏକତ୍ରୀତ ହେଲେ ଓ ମୀସ୍ପୀ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
Judges 11:11
ତେଣୁ ଗିଲିଯଦର ପ୍ରାଚୀନ ନତେୃବର୍ଗମାନଙ୍କ ସହିତ ୟିଲ୍ଗହ ଗଲେ। ଲୋକମାନେ ତାଙ୍କୁ ସମାନଙ୍କେର ମକ୍ସ୍ଟଖ୍ଯ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମିସ୍ପୀ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆପଣାର ସମସ୍ତ କଥା ପକ୍ସ୍ଟନରାବୃତ୍ତି କଲେ।
1 Samuel 7:5
ଶାମକ୍ସ୍ଟଯଲେ କହିଲେ, ଇଶ୍ରାୟେଲୀୟମାନେ ତୁମ୍ଭମାନେେ ସମସ୍ତେ ମିସପୀ ରେ ମିଳିତ ହକ୍ସ୍ଟଅ। ମୁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।
1 Kings 15:22
ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିନଲୋ। ସେଥି ରେ ଆସା ରାଜା ବିନ୍ଯାମୀନର ଗବୋ ଓ ମିସ୍ପା ନଗର ଦୃଢ କଲେ।
Hosea 5:1
ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।