Genesis 26
1 ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।
2 ସେତବେେଳେ ସଦାପ୍ରଭୁ ଇସ୍ହାକକୁ କହିଲେ, ତୁମ୍ଭେ ମିଶର ଦେଶକୁ ୟାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସଠାେରେ ବାସ କର।
3 ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।
4 ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧିକରି ସମାନଙ୍କେୁ ଏହିସବୁ ଦେଶ ଦବୋ ଓ ତୁମ୍ଭ ବଂଶଧର, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରପ୍ତ ହବେେ।
5 ମୁଁ ଏହା କରିବି, କାରଣ ତୁମ୍ଭର ପିତା ଅବ୍ରହାମ ମାରେ କଥା ମାନିଥିଲେ ଓ ମୁଁ ଯାହା କହିଥିଲି ତାହା କରିଥିଲେ। ଅବ୍ରହାମ ମାରେ ଆଦେଶ, ନିଯମ ଓ ବିଧିସବୁ ମାନିଲେ।
6 ତହିଁରେ ଇସ୍ହାକ ଗରାରଠା ରେ ବାସକଲେ।
7 ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।
8 ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।
9 ଅବିମଲକେ ଇସ୍ହାକକୁ ଡ଼ାକି କହିଲେ, ସହେି ସ୍ତ୍ରୀଲୋକ ଜଣଙ୍କ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?
10 ଅବିମଲକେ କହିଲା, ତୁମ୍ଭେ ଆମ୍ଭକୁ ଖରାପ ବ୍ଯବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଂଗ ରେ ଅନ୍ଯାଯାସ ରେ ଶଯନ କରି ଥାଆନ୍ତା। ତାହାହେଲେ ସେ ପାପରେ ଭାଗିଦାର ହାଇେଥାନ୍ତା।
11 ତେଣୁ ଅବିମଲକେ ସମସ୍ତ ଲୋକଙ୍କୁ ଚତାବେନି ଦଇେ କହିଲେ, ସେ କହିଲେ, କୌଣସି ଲୋକ ସହେି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତବେେ ତାକୁ ମୃତ୍ଯୁ ଦଣ୍ଡ ଦିଆୟବ।
12 ଏହାପରେ ଇସ୍ହାକ ସହେି ଦେଶ ରେ କୃଷି କର୍ମ କରି ସହେି ବର୍ଷ ଯାହା ଲଗାଇଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।
13 ଇସ୍ହାକ ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ୟୋ ପର୍ୟ୍ଯନ୍ତ ସେ ଅଧିକ ଧନଶାଳୀ ହେଲେ।
14 ତାଙ୍କର ପଲପଲ ମଷେ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଇର୍ଷା କରିବାକୁ ଲାଗିଲେ।
15 ଏଣୁ ଇସ୍ହାକଙ୍କର ପିତା ଅବ୍ରହାମ ଇସ୍ହାକଙ୍କର ପିତାଙ୍କର ଦାସମାନେ ସେସମୟରେ ଯେଉଁ ସବୁ କୂପ ଖାେଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ବାରା ସେସବୁ ପୋତି ପକାଇଲେ।
16 ଏହାପରେ ଅବିମଲକେ ଇସ୍ହାକଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେ ହତେୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହାଇେଅଛ।
17 ତେଣୁ ସହେି ସ୍ଥାନ ପିରତ୍ଯାଗ କରି ଗରାର େଛାଟ ନଦୀ ନିକଟରେ ଛାଉଣୀ ପକାଇଲେ। ଇସ୍ହାକ ସହେିଠା ରେ ରହି ବାସ କଲେ।
18 ଇସ୍ହାକ ପୂନର୍ବାର ସହେି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ବାରା ପୋତା ୟାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ୟାଇଥିଲା। ସେ ସହେି ନାମ ବ୍ଯବହାର କଲେ, ଯାହା ତାଙ୍କ ପିତା ବ୍ଯବହାର କରିଥିଲେ।
19 ଆଉ ଇସ୍ହାକଙ୍କର ଦାସମାନେ ସହେି ଉପତ୍ୟକା ଖାେଳି ସୋର୍ତାବାହି କୂପ ପାଇଲେ।
20 ତହିଁରେ ଗରାର ଦେଶୀଯ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର ଏଣୁ ସମାନେେ ସହେି କୂପର ନାମ ଏଷକ ରଖିଲେ। ଯେ ହତେୁ ତାଙ୍କ ସହିତ ସମାନେେ ବିବାଦ କଲେ।
21 ଏହାପରେ ଇସ୍ହାକର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସଠାେକାର ଲୋକମାନେ ତା' ପାଇଁ ମଧ୍ଯ ବିବାଦ କଲେ। ତହିଁରେ ଇସ୍ହାକ ତହିଁର ନାମ ସିଟନା ରଖିଲେ।
22 ପୁଣି ସେ ସଠାରୁେ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖାେଳିଲେ। ତହିଁ ନିମିତ୍ତ ସମାନେେ ବିବାଦ ନକରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ୟଥେଷ୍ଟ ସ୍ଥାନ ଦଇେଛନ୍ତି। ଆମ୍ଭେ ଏହି ଦେଶ ରେ ବୃଦ୍ଧି ପାଇବା।
23 ସହେି ସ୍ଥାନରୁ ଇସ୍ହାକ ବରେଶବୋକୁ ଗଲେ।
24 ସହେି ରାତ୍ରି ରେ ସଦାପ୍ରଭୁ ଇସ୍ହାକକୁ କହିଲେ, ମୁଁ ତୁମ୍ଭର ପିତା ଅବ୍ରହାମର ପରମେଶ୍ବର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।
25 ତେଣୁ ଇସ୍ହାକ ଏକ ୟଜ୍ଞବଦେୀ ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇସ୍ହାକ ସଠାେରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସଠାେରେ ଏକ କୂପ ଖନନ କଲେ।
26 ଅବିମଲକେ ଇସ୍ହାକକୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମଲକେ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ଯଗଣର ଅଧ୍ଯକ୍ଷ।
27 ଇସ୍ହାକ ପଚାରିଲେ, ମାେତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମାେ ସହିତ ବନ୍ଧୁତା ରଖି ନଥିଲେ। ଏପରିକି ତୁମ୍ଭେ ମାେତେ ତୁମ୍ଭ ଦେଶରୁ ଜାରେ କରି ବିଦା କରିଥିଲ।
28 ସମାନେେ ଉତ୍ତର ଦେଲେ, ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଚାହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର।
29 ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ,ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭମାନଙ୍କେୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତି ରେ ଆମ୍ଭେ ବିଦା କରିଅଛୁ। ସହେିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାତର ପାତ୍ର।
30 ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସମାନେେ ସମସ୍ତେ ଖାଇଲେ ଓ ପିଇଲେ।
31 ପରଦିନ ପ୍ରତ୍ଯୁଷରୁ ପ୍ରେତ୍ୟକକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହାପରେ ସମାନେେ ଶାନ୍ତି ରେ ଫରେିଲେ।
32 ସହେିଦିନ ଇସ୍ହାକର ଦାସମାନେ ଆସି କହିଲେ ଯେ ସମାନେେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।
33 ତେଣୁ ଇସ୍ହାକ ସହେି କୂପର ନାମ ଦେଲେ, ଶବୋ। ପୁଣି ଆଜିୟାଏ ସହେି ସ୍ଥାନର ନାମ ବରେଶବୋ ନାମ ରେ ଖ୍ଯାତ ଅଟେ।
34 ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।
35 ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା।
1 And there was a famine in the land, beside the first famine that was in the days of Abraham. And Isaac went unto Abimelech king of the Philistines unto Gerar.
2 And the Lord appeared unto him, and said, Go not down into Egypt; dwell in the land which I shall tell thee of:
3 Sojourn in this land, and I will be with thee, and will bless thee; for unto thee, and unto thy seed, I will give all these countries, and I will perform the oath which I sware unto Abraham thy father;
4 And I will make thy seed to multiply as the stars of heaven, and will give unto thy seed all these countries; and in thy seed shall all the nations of the earth be blessed;
5 Because that Abraham obeyed my voice, and kept my charge, my commandments, my statutes, and my laws.
6 And Isaac dwelt in Gerar:
7 And the men of the place asked him of his wife; and he said, She is my sister: for he feared to say, She is my wife; lest, said he, the men of the place should kill me for Rebekah; because she was fair to look upon.
8 And it came to pass, when he had been there a long time, that Abimelech king of the Philistines looked out at a window, and saw, and, behold, Isaac was sporting with Rebekah his wife.
9 And Abimelech called Isaac, and said, Behold, of a surety she is thy wife: and how saidst thou, She is my sister? And Isaac said unto him, Because I said, Lest I die for her.
10 And Abimelech said, What is this thou hast done unto us? one of the people might lightly have lien with thy wife, and thou shouldest have brought guiltiness upon us.
11 And Abimelech charged all his people, saying, He that toucheth this man or his wife shall surely be put to death.
12 Then Isaac sowed in that land, and received in the same year an hundredfold: and the Lord blessed him.
13 And the man waxed great, and went forward, and grew until he became very great:
14 For he had possession of flocks, and possession of herds, and great store of servants: and the Philistines envied him.
15 For all the wells which his father’s servants had digged in the days of Abraham his father, the Philistines had stopped them, and filled them with earth.
16 And Abimelech said unto Isaac, Go from us; for thou art much mightier than we.
17 And Isaac departed thence, and pitched his tent in the valley of Gerar, and dwelt there.
18 And Isaac digged again the wells of water, which they had digged in the days of Abraham his father; for the Philistines had stopped them after the death of Abraham: and he called their names after the names by which his father had called them.
19 And Isaac’s servants digged in the valley, and found there a well of springing water.
20 And the herdmen of Gerar did strive with Isaac’s herdmen, saying, The water is ours: and he called the name of the well Esek; because they strove with him.
21 And they digged another well, and strove for that also: and he called the name of it Sitnah.
22 And he removed from thence, and digged another well; and for that they strove not: and he called the name of it Rehoboth; and he said, For now the Lord hath made room for us, and we shall be fruitful in the land.
23 And he went up from thence to Beer-sheba.
24 And the Lord appeared unto him the same night, and said, I am the God of Abraham thy father: fear not, for I am with thee, and will bless thee, and multiply thy seed for my servant Abraham’s sake.
25 And he builded an altar there, and called upon the name of the Lord, and pitched his tent there: and there Isaac’s servants digged a well.
26 Then Abimelech went to him from Gerar, and Ahuzzath one of his friends, and Phichol the chief captain of his army.
27 And Isaac said unto them, Wherefore come ye to me, seeing ye hate me, and have sent me away from you?
28 And they said, We saw certainly that the Lord was with thee: and we said, Let there be now an oath betwixt us, even betwixt us and thee, and let us make a covenant with thee;
29 That thou wilt do us no hurt, as we have not touched thee, and as we have done unto thee nothing but good, and have sent thee away in peace: thou art now the blessed of the Lord.
30 And he made them a feast, and they did eat and drink.
31 And they rose up betimes in the morning, and sware one to another: and Isaac sent them away, and they departed from him in peace.
32 And it came to pass the same day, that Isaac’s servants came, and told him concerning the well which they had digged, and said unto him, We have found water.
33 And he called it Shebah: therefore the name of the city is Beer-sheba unto this day.
34 And Esau was forty years old when he took to wife Judith the daughter of Beeri the Hittite, and Bashemath the daughter of Elon the Hittite:
35 Which were a grief of mind unto Isaac and to Rebekah.
1 My son, forget not my law; but let thine heart keep my commandments:
2 For length of days, and long life, and peace, shall they add to thee.
3 Let not mercy and truth forsake thee: bind them about thy neck; write them upon the table of thine heart:
4 So shalt thou find favour and good understanding in the sight of God and man.
5 Trust in the Lord with all thine heart; and lean not unto thine own understanding.
6 In all thy ways acknowledge him, and he shall direct thy paths.
7 Be not wise in thine own eyes: fear the Lord, and depart from evil.
8 It shall be health to thy navel, and marrow to thy bones.
9 Honour the Lord with thy substance, and with the firstfruits of all thine increase:
10 So shall thy barns be filled with plenty, and thy presses shall burst out with new wine.
11 My son, despise not the chastening of the Lord; neither be weary of his correction:
12 For whom the Lord loveth he correcteth; even as a father the son in whom he delighteth.
13 Happy is the man that findeth wisdom, and the man that getteth understanding.
14 For the merchandise of it is better than the merchandise of silver, and the gain thereof than fine gold.
15 She is more precious than rubies: and all the things thou canst desire are not to be compared unto her.
16 Length of days is in her right hand; and in her left hand riches and honour.
17 Her ways are ways of pleasantness, and all her paths are peace.
18 She is a tree of life to them that lay hold upon her: and happy is every one that retaineth her.
19 The Lord by wisdom hath founded the earth; by understanding hath he established the heavens.
20 By his knowledge the depths are broken up, and the clouds drop down the dew.
21 My son, let not them depart from thine eyes: keep sound wisdom and discretion:
22 So shall they be life unto thy soul, and grace to thy neck.
23 Then shalt thou walk in thy way safely, and thy foot shall not stumble.
24 When thou liest down, thou shalt not be afraid: yea, thou shalt lie down, and thy sleep shall be sweet.
25 Be not afraid of sudden fear, neither of the desolation of the wicked, when it cometh.
26 For the Lord shall be thy confidence, and shall keep thy foot from being taken.
27 Withhold not good from them to whom it is due, when it is in the power of thine hand to do it.
28 Say not unto thy neighbour, Go, and come again, and to morrow I will give; when thou hast it by thee.
29 Devise not evil against thy neighbour, seeing he dwelleth securely by thee.
30 Strive not with a man without cause, if he have done thee no harm.
31 Envy thou not the oppressor, and choose none of his ways.
32 For the froward is abomination to the Lord: but his secret is with the righteous.
33 The curse of the Lord is in the house of the wicked: but he blesseth the habitation of the just.
34 Surely he scorneth the scorners: but he giveth grace unto the lowly.
35 The wise shall inherit glory: but shame shall be the promotion of fools.