Genesis 23:3
ଏହାପରେ ଅବ୍ରହାମ ସହେି ମୃତ ଦହକେୁ ଛାଡ଼ି ହତରେମାନଙ୍କୁ କହିଲେ। ସେ ସମାନଙ୍କେୁ କହିଲେ,
Genesis 23:3 in Other Translations
King James Version (KJV)
And Abraham stood up from before his dead, and spake unto the sons of Heth, saying,
American Standard Version (ASV)
And Abraham rose up from before his dead, and spake unto the children of Heth, saying,
Bible in Basic English (BBE)
And Abraham came from his dead and said to the children of Heth,
Darby English Bible (DBY)
And Abraham rose up from before his dead, and spoke to the sons of Heth, saying,
Webster's Bible (WBT)
And Abraham stood up from before his dead, and spoke to the sons of Heth, saying,
World English Bible (WEB)
Abraham rose up from before his dead, and spoke to the children of Heth, saying,
Young's Literal Translation (YLT)
And Abraham riseth up from the presence of his dead, and speaketh unto the sons of Heth, saying,
| And Abraham | וַיָּ֙קָם֙ | wayyāqām | va-YA-KAHM |
| stood up | אַבְרָהָ֔ם | ʾabrāhām | av-ra-HAHM |
| from before | מֵעַ֖ל | mēʿal | may-AL |
| פְּנֵ֣י | pĕnê | peh-NAY | |
| dead, his | מֵת֑וֹ | mētô | may-TOH |
| and spake | וַיְדַבֵּ֥ר | waydabbēr | vai-da-BARE |
| unto | אֶל | ʾel | el |
| the sons | בְּנֵי | bĕnê | beh-NAY |
| of Heth, | חֵ֖ת | ḥēt | hate |
| saying, | לֵאמֹֽר׃ | lēʾmōr | lay-MORE |
Cross Reference
Genesis 10:15
ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା।
Genesis 23:5
ହତରେ ଲୋକମାନେ ଅବ୍ରହାମକୁ ଉତ୍ତର ଦେଲେ,
Genesis 23:7
ଅବ୍ରହାମ ଉଠି ସହେି ଲୋକମାନଙ୍କୁ ପ୍ରଣାମ କଲେ।
Genesis 27:46
ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।
Genesis 49:30
ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।
1 Samuel 26:6
ଦାଉଦ ହିତ୍ତୀଯ ଅହୀମଲକେକକ୍ସ୍ଟ ଓ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଭ୍ରାତା, ଅବୀଶଯକକ୍ସ୍ଟ ପଚାରିଲେ, ମାେ ସଙ୍ଗ ରେ ଶାଉଲଙ୍କ ଛାଉଣୀକି ନିକଟକକ୍ସ୍ଟ କିଏ ୟିବ।
2 Samuel 23:39
ହିତ୍ତୀଯ ଊରିଯ, ସର୍ବସକ୍ସ୍ଟଦ୍ଧା ସଇଁତିରିଶ ଜଣ।
Genesis 25:10
ଯେ ହତେୁ ଅବ୍ରହାମ ହତେୀଯ ସନ୍ତାନମାନଙ୍କ ନିକଟରୁ ସହେି କ୍ଷେତ୍ର କ୍ରଯ କରିଥିଲେ। ସହେି ସ୍ଥାନ ରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା।