Genesis 22 - WEB (Oriya)
1 It happened after these things, that God tested Abraham, and said to him, "Abraham!" He said, "Here I am."ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!
2 He said, "Now take your son, your only son, whom you love, even Isaac, and go into the land of Moriah. Offer him there for a burnt offering on one of the mountains which I will tell you of."ଏହାପରେ ପରମେଶ୍ବର କହିଲେ, ତୁମ୍ଭର ପୁତ୍ରକୁ ମାରେିଯାକୁ ନିଅ। ମାରେିଯା ରେ ତୁମ୍ଭର ଏକ ମାତ୍ର ସ୍ନହରେ ପୁତ୍ର ଇସ୍ହାକକୁ ମାେ ନିମନ୍ତେ ହାମେର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସହେି ପର୍ବତକୁ ନଇେ ସଠାେରେ ହାମବେଳି କର।
3 Abraham rose early in the morning, and saddled his donkey, and took two of his young men with him, and Isaac his son. He split the wood for the burnt offering, and rose up, and went to the place of which God had told him.ପ୍ରଭାତ ରେ ଅବ୍ରହାମ ଉଠିଲା ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତ ରେ ନେଲେ। ଅବ୍ରହାମ ହାମବେଳି ନିମନ୍ତେ କାଠ କାଟି ପରମେଶ୍ବର କହିଥିବା ସ୍ଥାନକୁ ନଇଗେଲେ।
4 On the third day Abraham lifted up his eyes, and saw the place far off.ତୃତୀୟ ଦିନ ରେ ୟାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲା ଓ ଦୂରସ୍ଥାନକୁ ଦେଖିଲା, ଯେଉଁଠାକୁ ସେ ଯାଉଥିଲ।
5 Abraham said to his young men, "Stay here with the donkey. The boy and I will go yonder. We will worship, and come back to you.ଏହାପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, ତୁମ୍ଭମାନେେ ଗଧ ସହ ଏହିଠା ରେ ଅପେକ୍ଷା କର। ମୁଁ ମାରେପୁତ୍ରକୁ ନଇେ ସହେି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟପରେ ଆମ୍ଭେ ତୁମ୍ଭ ନିକଟକୁ ଫରେି ଆସିବୁ।
6 Abraham took the wood of the burnt offering and laid it on Isaac his son. He took in his hand the fire and the knife. They both went together.ଅବ୍ରହାମ ତାଙ୍କ ପୁତ୍ରର କାନ୍ଧ ରେ ହାମବେଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ବତନ୍ତ୍ର ଛୁରୀ ଏବଂ ନିଆଁ ନଇେ ଗଲେ। ଏହାପରେ ଦୁଇଜଣ ଏକତ୍ର ହାଇଗେଲେ।
7 Isaac spoke to Abraham his father, and said, "My father?" He said, "Here I am, my son." He said, "Here is the fire and the wood, but where is the lamb for a burnt offering?"ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲ, ପିତା!
8 Abraham said, "God will provide himself the lamb for a burnt offering, my son." So they both went together.ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।
9 They came to the place which God had told him of. Abraham built the altar there, and laid the wood in order, bound Isaac his son, and laid him on the altar, on the wood.ପରମେଶ୍ବର କହିଥିବା ସ୍ଥାନକୁ ସମାନେେ ଆସିଲେ। ସଠାେରେ ଅବ୍ରହାମ ଏକ ୟଜ୍ଞବଦେୀ ସ୍ଥାପଲ କଲେ ଏବଂ ଏହା ଉପରେ କାଠ ସଜାଡ଼ିଲେ। ଏହାପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ୟଜ୍ଞବଦେୀର କାଠ ଉପରେ ଶୁଆଇ ଦେଲେ।
10 Abraham stretched forth his hand, and took the knife to kill his son.ଏହାପରେ ଅବ୍ରହାମ ତାଙ୍କର ଛୁରି ଆଣିଲେ ଏବଂ ଇସ୍ହାକକୁ ହତ୍ଯା କରିବା ପାଇଁ ପ୍ରସ୍ତୁତ ହେଲେ।
11 The angel of Yahweh called to him out of the sky, and said, "Abraham, Abraham!" He said, "Here I am."କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!
12 He said, "Don't lay your hand on the boy, neither do anything to him. For now I know that you fear God, seeing you have not withheld your son, your only son, from me."ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।
13 Abraham lifted up his eyes, and looked, and saw that behind him was a ram caught in the thicket by his horns. Abraham went and took the ram, and offered him up for a burnt offering instead of his son.ଏହାପରେ ଅବ୍ରହାମ ଏକ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମଷେ ଦେଖିଲେ, ତା'ର ଶିଙ୍ଗ ବୁଦା ରେ ବନ୍ଧା ହାଇେଥିଲା। ତେଣୁ ଅବ୍ରହାମ ସହେି ଅଣ୍ଡିରା ମଷେକୁ ଆଣି ହତ୍ଯାକଲେ ଓ ତାହାକୁ ନିଜପୁତ୍ର ବଦଳ ରେ ହାମବେଳିରେ ଉତ୍ସର୍ଗ କଲେ।
14 Abraham called the name of that place Yahweh-Jireh.{"Yahweh-Jireh" means "Yahweh is my provider."} As it is said to this day, "In Yahweh's mountain it will be provided.ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।
15 The angel of Yahweh called to Abraham a second time out of the sky,ସଦାପ୍ରଭୁଙ୍କର ଦୂତ ଦ୍ବିତୀୟଥର ଅବ୍ରହାମଙ୍କୁ ସ୍ବର୍ଗରୁ ଡାକିଲେ।
16 and said, "I have sworn by myself, says Yahweh, because you have done this thing, and have not withheld your son, your only son,ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦବୋକୁ ସମ୍ମତ ହେଲ, ତୁମ୍ଭେ ଏପରି କଲ କାରଣ ମାେ ପାଇଁ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସହେି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,
17 that in blessing I will bless you, and in multiplying I will multiply your seed as the stars of the heavens, and as the sand which is on the seashore. Your seed will possess the gate of his enemies.ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
18 In your seed will all the nations of the earth be blessed, because you have obeyed my voice."ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।
19 So Abraham returned to his young men, and they rose up and went together to Beersheba. Abraham lived at Beersheba.ଏହାପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫରେିଗଲେ। ଏହାପରେ ସମାନେେ ସମସ୍ତେ ବରେଶବୋକୁ ଫରେିଗଲେ। ଏବଂ ଅବ୍ରହାମ ସଠାେରେ ବାସକଲେ।
20 It happened after these things, that it was told Abraham, saying, "Behold, Milcah, she also has borne children to your brother Nahor:ଏହିସବୁ ଘଟଣା ଘଟିୟିବା ପରେ , ଅବ୍ରହାମକୁ ଏକ ବାର୍ତ୍ତା ପଠାଗଲା। ବର୍ତ୍ତାଟି ଏହିପରି ଥିଲା, ତୁମ୍ଭର ଭାଇ ନା ହରେ ଏବଂ ତାଙ୍କର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି।
21 Uz his firstborn, Buz his brother, Kemuel the father of Aram,ତାହାର ଜେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂଯଲେ।
22 Chesed, Hazo, Pildash, Jidlaph, and Bethuel."ଏହାପରେ, କଷେଦ୍, ହସୋ, ପିଲଦଶ୍, ୟିଦ୍ଲଫ୍ ଓ ବଥୂଯଲେ।
23 Bethuel became the father of Rebekah. These eight Milcah bore to Nahor, Abraham's brother.ସହେି ବଥୂଯଲରେ କନ୍ଯା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହାରେ ନିମନ୍ତେ ଜନ୍ମ କଲା।
24 His concubine, whose name was Reumah, also bare Tebah, Gaham, Tahash, and Maacah.ଏବଂ ନାହାରରେ ରୂମା ନାମ୍ନୀ ଦାସୀଠାରୁ ଟବହେ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।
Oriya Bible