Genesis 20:7 in Oriya

Oriya Oriya Bible Genesis Genesis 20 Genesis 20:7

Genesis 20:7
ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।

Genesis 20:6Genesis 20Genesis 20:8

Genesis 20:7 in Other Translations

King James Version (KJV)
Now therefore restore the man his wife; for he is a prophet, and he shall pray for thee, and thou shalt live: and if thou restore her not, know thou that thou shalt surely die, thou, and all that are thine.

American Standard Version (ASV)
Now therefore restore the man's wife. For he is a prophet, and he shall pray for thee, and thou shalt live. And if thou restore her not, know thou that thou shalt surely die, thou, and all that are thine.

Bible in Basic English (BBE)
So now, give the man back his wife, for he is a prophet, and let him say a prayer for you, so your life may be safe: but if you do not give her back, be certain that death will come to you and all your house.

Darby English Bible (DBY)
And now, restore the man's wife; for he is a prophet, and will pray for thee, that thou mayest live. And if thou do not restore [her], know that thou shalt certainly die, thou and all that is thine.

Webster's Bible (WBT)
Now therefore restore to the man his wife, for he is a prophet, and he shall pray for thee, and thou shalt live: and if thou shalt not restore her, know thou that thou shalt surely die, thou and all that are thine.

World English Bible (WEB)
Now therefore, restore the man's wife. For he is a prophet, and he will pray for you, and you will live. If you don't restore her, know for sure that you will die, you, and all who are yours."

Young's Literal Translation (YLT)
and now send back the man's wife, for he `is' inspired, and he doth pray for thee, and live thou; and if thou do not send back, know that dying thou dost die, thou, and all that thou hast.'

Now
וְעַתָּ֗הwĕʿattâveh-ah-TA
therefore
restore
הָשֵׁ֤בhāšēbha-SHAVE
the
man
אֵֽשֶׁתʾēšetA-shet
wife;
his
הָאִישׁ֙hāʾîšha-EESH
for
כִּֽיkee
he
נָבִ֣יאnābîʾna-VEE
prophet,
a
is
ה֔וּאhûʾhoo
and
he
shall
pray
וְיִתְפַּלֵּ֥לwĕyitpallēlveh-yeet-pa-LALE
for
thee,
בַּֽעַדְךָ֖baʿadkāba-ad-HA
live:
shalt
thou
and
וֶֽחְיֵ֑הweḥĕyēveh-heh-YAY
and
if
וְאִםwĕʾimveh-EEM
restore
thou
אֵֽינְךָ֣ʾênĕkāay-neh-HA
her
not,
מֵשִׁ֗יבmēšîbmay-SHEEV
know
דַּ֚עdaʿda
that
thou
כִּיkee
thou
shalt
surely
מ֣וֹתmôtmote
die,
תָּמ֔וּתtāmûtta-MOOT
thou,
אַתָּ֖הʾattâah-TA
and
all
וְכָלwĕkālveh-HAHL
that
אֲשֶׁרʾăšeruh-SHER
are
thine.
לָֽךְ׃lāklahk

Cross Reference

Job 42:8
ତେଣୁ ବର୍ତ୍ତମାନ ଇଲୀଫସ୍ ସାତାଟେି ଷଣ୍ଢ ଓ ସାତାଟେି ମେଣ୍ଢା ନଇେ ମାେ ଭୃତ୍ଯ ଆୟୁବ ପାଖକୁ ୟାଅ। ତାହା ବଧକରି ନିଜ ପାଇଁ ହାମବେଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦବୋ। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦବୋ ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ ବୋଧ। ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ଯ ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

1 Samuel 7:5
ଶାମକ୍ସ୍ଟଯଲେ କହିଲେ, ଇଶ୍ରାୟେଲୀୟମାନେ ତୁମ୍ଭମାନେେ ସମସ୍ତେ ମିସପୀ ରେ ମିଳିତ ହକ୍ସ୍ଟଅ। ମୁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।

2 Samuel 24:17
ପକ୍ସ୍ଟଣି ଦାଉଦ ସହେି ଲୋକ ସଂହାରକ ଦୂତକକ୍ସ୍ଟ ଦେଖି ସଦାପ୍ରଭୁଙ୍କୁ କହିଲେ, ଦେଖ, ମୁ ପାପ କଲି ଓ ମୁ ହିଁ ଅପରାଧି ହଲିେ। ମାତ୍ର ଏହି ମଷଗେଣ କ'ଣ କଲେ? ବିନଯ କରୁଅଛି ତକ୍ସ୍ଟମ୍ଭ ହସ୍ତ ମାେ' ପ୍ରତିକୂଳ ରେ ଓ ମାେ' ପିତୃଗୃହର ପ୍ରତିକୂଳ ରେ ହେଉ।

2 Kings 5:11
ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।

Numbers 16:32
ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସମାନଙ୍କେର ସକଳ ସମ୍ପତ୍ତି ଗ୍ରାସ କଲା।

Ezekiel 33:8
ମୁଁ ଯେତବେେଳେ କୌଣସି ଦୁଷ୍ଟ ଲୋକକୁ କହିବି, ' ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚଯ ମରିବ।' ସେତବେେଳେ ତୁମ୍ଭେ ଯଦି ତାକୁ ସଚତନେ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତବେେ ସହେି ଦୁଷ୍ଟଲୋକ ନିଜ ପାପ ରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପ ରେ ନବେି।

Ezekiel 3:18
ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

Jeremiah 27:18
ଆଉ ଯଦି ସମାନେେ ଭବିଷ୍ଯଦବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ଯ ସମାନଙ୍କେଠା ରେ ଥାଏ, ତବେେ ସମାନେେ ସଦାପ୍ରଭୁଙ୍କ ଗୃହ ରେ, ଯିହୁଦାର ରାଜଗୃହ ରେ ଓ ୟିରୁଶାଲମ ରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ୟାଏ, ଏଥିପାଇଁ ସୈନ୍ଯାଧିପତି ସଦାପ୍ରଭୁଙ୍କୁ ବୀନତି କରନ୍ତୁ।

Jeremiah 15:1
ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।

Jeremiah 14:11
ଆହୁରି ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ।

Ezekiel 33:14
ଏବଂ ଯେତବେେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁ ହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ,

1 Corinthians 14:4
ଯେଉଁଲୋକକୁ ବିଭିନ୍ନ ଭାଷା ରେ କହିବା ଶକ୍ତି ପ୍ରାପ୍ତ ହାଇେଛି, ସେ ନିଜକୁ ନିଷ୍ଠା ଜନ୍ମାଏ ; କିନ୍ତୁ ଯେଉଁଲୋକ ଭାବବାଣୀ କ ହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।

Hebrews 1:1
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।

Hebrews 13:4
ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।

James 5:14
ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।

1 John 5:16
ଯଦି କହେି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସହେି ପାପ ମୃତ୍ଯୁଜନକ, ତବେେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ତହିଁରେ ପରମେଶ୍ବର ସମାନଙ୍କେୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସମାନଙ୍କେୁ ଅନନ୍ତ ମୃତ୍ଯୁ ପାଖକୁ ନଇେ ଯାଇପାରିବ ନାହିଁ। ଏପରି ପାପ ମଧ୍ଯ ଅଛି, ଯାହାର ପରିଣାମ ମୃତ୍ଯୁ ଅଟେ। ମୁଁ ତୁମ୍ଭମାନଙ୍କୁ ସପରେି ପାପ ବିଷୟ ରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।

Revelation 11:5
ଯଦି କହେି ସମାନଙ୍କେର କ୍ଷତି କରିବାକୁ ଚା ହେଁ, ତା' ହେଲ ସମାନଙ୍କେର ମୁହଁରୁ ବାହାରୁଥିବା ଅଗ୍ନି ସମାନଙ୍କେୁ ଧ୍ବଂସ କରିବ। ଯଦି କୌଣସି ଲୋକ ସମାନଙ୍କେର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ଯୁ ଭୋଗ କରିବ।

Psalm 105:9
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ବର ଇସହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।

Psalm 25:14
ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।

Job 34:19
ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।

Genesis 12:15
ଏହାପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁ ରେ ତାଙ୍କର ପ୍ରଶଂସା କଲେ। ଏହାପରେ ସହେି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା।

Genesis 12:17
ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ବାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ।

Genesis 20:18
କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।

Exodus 4:16
ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା ପାଇଁ ପରମେଶ୍ବର ପରି ଏବଂ ସେ ତୁମ୍ଭର ପ୍ରବକ୍ତା।

Exodus 7:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ବର ତୁଲ୍ଯ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ଯଦବକ୍ତା ହବେ।

Exodus 12:1
ଯେଉଁ ସମୟରେ ମାଶାେ ଏବଂ ହାରୋଣ ମିଶର ରେ ଥିଲେ, ସଦାପ୍ରଭୁ ସମାନଙ୍କେୁ କହିଲେ,

Exodus 18:17
କିନ୍ତୁ ମାଶାଙ୍କେ ଶ୍ବଶୁର ତାଙ୍କୁ କହିଲେ, ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।

Leviticus 6:4
ଏହି ଦୋଷଗୁଡିକ ମଧ୍ଯରୁ ଯେ କୌଣସି ଗୋଟିଏ କରେ ସେ ପାପୀ ବୋଲି ବିବଚେିତ ହୁଏ। ସେ ନିଶ୍ଚଯ ଫରୋଇଦବେ, ଯାହା କିଛି ସେ ଚୋରି କରିଛି କିମ୍ବା ଅନ୍ଯାଯ ଭାବରେ ଗ୍ରହଣ କରିଛି କିମ୍ବା ତାକୁ କିଛି ବିଶ୍ବାସ ରେ ଦିଆୟାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ଯ ଯାହାକି ହଜି ୟାଇଛି।

Leviticus 6:7
ତା'ପରେ ଯାଜକ ସଦାପ୍ରଭୁଙ୍କ ଛାମୁ ରେ ତାହା ନିମନ୍ତେ ପ୍ରାଯଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହାଇେଥିବ ସେଥିରୁ କ୍ଷମା ପ୍ରାପ୍ତ ହବେ।

1 Samuel 7:8
ଇଶ୍ରାୟେଲୀୟମାନେ ଶାମୁୟେଲଙ୍କୁ କହିଲେ, ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରକ୍ସ୍ଟ ଆମକକ୍ସ୍ଟ ରକ୍ଷା କରିବାକୁ ପରମେଶଓରଙ୍କୁ ଗକ୍ସ୍ଟହାରି କର।

1 Samuel 12:19
ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭମାନେେ ଯେପରି ନ ମରକ୍ସ୍ଟ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅନକେ ଥର ପାପ କରିଅଛକ୍ସ୍ଟ ଏବଂ ବର୍ତ୍ତମାନ ଆମ୍ଭମାନେେ ରାଜାଙ୍କକ୍ସ୍ଟ ମାଗି ପାପକକ୍ସ୍ଟ ବଢଇେ ଦେଉଛକ୍ସ୍ଟ।

1 Samuel 12:23
ମାେ ପକ୍ଷ ରେ, ମୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରକ୍ସ୍ଟ ନିବୃତ ହବେି ନାହିଁ। ଯଦି ମୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦବେି, ତବେେ ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବି। ମୁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ ଶିକ୍ଷା ଦବୋ ଗ୍ଭଲକ୍ସ୍ଟ ରଖିବି।

1 Kings 13:6
ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।

1 Kings 18:1
ଅନାବୃଷ୍ଟିର ତୃତୀୟ ବର୍ଷ ରେ ସଦାପ୍ରଭୁ ଏଲିଯଙ୍କୁ କହିଲେ, ତୁମ୍ଭେ ୟାଇ ରାଜା ଆହାବ୍ଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।

2 Kings 19:2
ପୁଣି ରାଜଗୃହାଧ୍ଯକ୍ଷ ଇଲିଯାକୀମକୁ, ଲେଖକ ଶିବନ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡାଇ ଆମାେସର ପୁତ୍ର ଭବିଷ୍ଯଦବକ୍ତା ଯିଶାଇୟ ନିକଟକୁ ପଠାଇଲେ।

1 Chronicles 16:22
ସଦାପ୍ରଭୁ ସହେି ରାଜାମାନଙ୍କୁ କହିଲେ, ଆମ୍ଭର ମନୋନୀତ ବ୍ଯକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବଷ୍ଯଦବକ୍ତାମାନଙ୍କୁ ଆଘାତ କର ନାହିଁ।

Genesis 2:17
କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!