Genesis 19:22
କିନ୍ତୁ ଶିଘ୍ର ସଠାେକୁ ଦୌଡ଼ିୟାଅ। କାରଣ ଯେ ପର୍ୟ୍ଯନ୍ତ ତୁମ୍ଭମାନେେ ନିରାପଦ ରେ ନ ପହଁଞ୍ଚିଛ, ମୁଁ ସଦୋମକୁ ଧ୍ବଂସ କରିପାରିବି ନାହିଁ। ସହେି ସହରର ନାମ ଥିଲା ସୋଯର କାରଣ ଏହା ଅତି କ୍ଷୁଦ୍ର ଥିଲା।
Genesis 19:22 in Other Translations
King James Version (KJV)
Haste thee, escape thither; for I cannot do anything till thou be come thither. Therefore the name of the city was called Zoar.
American Standard Version (ASV)
Haste thee, escape thither; for I cannot do anything till thou be come thither. Therefore the name of the city was called Zoar.
Bible in Basic English (BBE)
Go there quickly, for I am not able to do anything till you have come there. For this reason, the town was named Zoar.
Darby English Bible (DBY)
Haste, escape thither; for I cannot do anything until thou art come there. Therefore the name of the city is called Zoar.
Webster's Bible (WBT)
Haste thee, escape thither: for I cannot do any thing till thou hast come thither: therefore the name of the city was called Zoar.
World English Bible (WEB)
Hurry, escape there, for I can't do anything until you get there." Therefore the name of the city was called Zoar.{Zoar means "little."}
Young's Literal Translation (YLT)
haste, escape thither, for I am not able to do anything till thine entering thither;' therefore hath he calleth the name of the city Zoar.
| Haste | מַהֵר֙ | mahēr | ma-HARE |
| thee, escape | הִמָּלֵ֣ט | himmālēṭ | hee-ma-LATE |
| thither; | שָׁ֔מָּה | šāmmâ | SHA-ma |
| for | כִּ֣י | kî | kee |
| cannot I | לֹ֤א | lōʾ | loh |
| אוּכַל֙ | ʾûkal | oo-HAHL | |
| do | לַֽעֲשׂ֣וֹת | laʿăśôt | la-uh-SOTE |
| any thing | דָּבָ֔ר | dābār | da-VAHR |
| till | עַד | ʿad | ad |
| come be thou | בֹּֽאֲךָ֖ | bōʾăkā | boh-uh-HA |
| thither. | שָׁ֑מָּה | šāmmâ | SHA-ma |
| Therefore | עַל | ʿal | al |
| כֵּ֛ן | kēn | kane | |
| the name | קָרָ֥א | qārāʾ | ka-RA |
| city the of | שֵׁם | šēm | shame |
| was called | הָעִ֖יר | hāʿîr | ha-EER |
| Zoar. | צֽוֹעַר׃ | ṣôʿar | TSOH-ar |
Cross Reference
Genesis 14:2
ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହ ମାରେର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋଯିମର ରାଜା ଶିମବରେ ଓ ବିଲାର, ସୋଯରର ରାଜାଙ୍କ ସହିତ ୟୁଦ୍ଧ କଲେ।
Genesis 13:10
ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।
Titus 1:2
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।
2 Timothy 2:13
ଯଦି ଆମ୍ଭେ ବିଶ୍ବସ୍ତ ନ ହେଉ, ତଥାପି ସେ ବିଶ୍ବସ୍ତ ହାଇେ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହାଇପୋରିବେ ନାହିଁ।
Mark 6:5
ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।
Jeremiah 48:34
ହିଶବୋନ ଓ ଇଲିଯାଲୀର କ୍ରନ୍ଦନ ୟାହସ ପର୍ୟ୍ଯନ୍ତ ଶୁଣା ୟାଇଅଛି। ଆଉ ମଧ୍ଯ ସହେି କ୍ରନ୍ଦନ ସୋଯରଠାରୁ ହୋରୋନଯିମ ଓ ଇଗ୍ଲଥ୍ ଗଲୀଶୀଯା ପର୍ୟ୍ଯନ୍ତ ଶ୍ରୁତିଗୋଚର ହାଇେଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହାଇେଅଛି।
Isaiah 65:8
ସଦାପ୍ରଭୁ ଏହିକଥା କୁହନ୍ତି, ଯେତବେେଳେ ଦ୍ରାକ୍ଷାଫଳ ରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥି ରେ ଆଶୀର୍ବାଦ ଅଛି, ସହେିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
Isaiah 15:5
ମାରହେୃଦଯ ମାୟୋବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ନତ୍-ଶଲୀଶୀଯା ଓ ଦୂରସ୍ଥ ସୋଯରକୁ ନିରାପତ୍ତା ପାଇଁ ପଳାଯନ କରୁଛନ୍ତି। ସମାନେେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନଯିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ବର ରେ ବିଳାପ କରୁଛନ୍ତି।
Psalm 91:1
ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
Deuteronomy 9:14
ଆମ୍ଭକକ୍ସ୍ଟ ଛାଡି ଦିଅ, ତହିଁରେ ଆମ୍ଭେ ସମାନଙ୍କେୁ ସଐୂର୍ଣ୍ଣ ଭାବେ ଧ୍ବଂସ କରିବା ଓ ଆକାଶ ମଣ୍ତଳ ତଳକ୍ସ୍ଟ ସମାନଙ୍କେ ନାମ ଲୋପ କରିବା। ମାତ୍ର ଆମ୍ଭେ ତକ୍ସ୍ଟମ୍ଭଠାରକ୍ସ୍ଟ ସମାନଙ୍କେ ଅପେକ୍ଷା ଅଧିକା ବଳବତୀ ଓ ଏକ ମହାନ ଗୋ୍ଠି ଉତ୍ପନ୍ନ କରିବା।'
Exodus 32:10
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
Genesis 32:25
ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।