Genesis 15:4
ତା'ପରେ ସଦାପ୍ରଭୁ ଅବ୍ରାମକୁ କହିଲେ, ଦେଖ ସହେି ଦାସଟି ତୁମ୍ଭର ଉତ୍ତରାଧିକାରୀ ହବେ ନାହିଁ। ମାତ୍ର ଯେ ତୁମ୍ଭ ଔରସ ରେ ଜାତ ହବେ, ସହେି ତୁମ୍ଭର ଉତ୍ତରାଧିକାରୀ ହବେ।
And, behold, | וְהִנֵּ֨ה | wĕhinnē | veh-hee-NAY |
the word | דְבַר | dĕbar | deh-VAHR |
of the Lord | יְהוָ֤ה | yĕhwâ | yeh-VA |
unto came | אֵלָיו֙ | ʾēlāyw | ay-lav |
him, saying, | לֵאמֹ֔ר | lēʾmōr | lay-MORE |
This | לֹ֥א | lōʾ | loh |
shall not | יִֽירָשְׁךָ֖ | yîroškā | yee-rohsh-HA |
heir; thine be | זֶ֑ה | ze | zeh |
but | כִּי | kî | kee |
אִם֙ | ʾim | eem | |
he that | אֲשֶׁ֣ר | ʾăšer | uh-SHER |
forth come shall | יֵצֵ֣א | yēṣēʾ | yay-TSAY |
bowels own thine of out | מִמֵּעֶ֔יךָ | mimmēʿêkā | mee-may-A-ha |
shall be thine heir. | ה֖וּא | hûʾ | hoo |
יִֽירָשֶֽׁךָ׃ | yîrāšekā | YEE-ra-SHEH-ha |
Cross Reference
Genesis 17:16
ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳ ରେ ଏକ ପୁତ୍ର ଦବେି। ଏବଂ ତୁମ୍ଭେ ତା'ର ପିତା ହବେ। ସେ ବହୁ ଜାତିର ଆଦିମାତା ହବେ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନବେେ।
Galatians 4:28
ଏବଂ ଅବୟହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ୟିସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ବାରା ଜାତ ହେଲା। ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନେେ ମଧ୍ଯ ୟିସ୍ହାକ ଭଳି ପ୍ରତିତୃତିର ସନ୍ତାନ ଅଟ।
Genesis 21:12
କିନ୍ତୁ ପରମେଶ୍ବର ଅବ୍ରହାମକୁ କହିଲେ, ତୁମ୍ଭର ସହେି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ଯସ୍ତ ହବୋର ନାହିଁ। ସାରା ଯେପରି ଚାହୁଁଛି ସପରେି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ।
2 Samuel 7:12
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।
2 Samuel 16:11
ଦାଉଦ ଅବିଶଯକକ୍ସ୍ଟ ଓ ନିଜର ଦାସମାନଙ୍କୁ କହିଲେ, ଦେଖ, ମାରେନିଜ ପକ୍ସ୍ଟତ୍ର ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ଯାମୀନ ଗୋଷ୍ଠୀବର୍ଗର ଏହି ଲୋକ ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକକ୍ସ୍ଟ ଏକା ଛାଡିଦିଅ। ତାକକ୍ସ୍ଟ ଅଭିଶାପ ଦବୋକକ୍ସ୍ଟ ଦିଅ। କାରଣ ସଦାପ୍ରଭୁ ତାକକ୍ସ୍ଟ ଅନକ୍ସ୍ଟମତି ଦଇେ ଅଛନ୍ତି।
2 Chronicles 32:21
ଏହାପରେ ସଦାପ୍ରଭୁ ଅଶୂର ରାଜାର ଛାଉଣୀକୁ ଜଣେ ସ୍ବର୍ଗଦୂତଙ୍କୁ ପଠାଇଲେ। ସହେି ସ୍ବର୍ଗଦୂତ ଅଶୂରର ସୈନ୍ଯଦଳର ସମସ୍ତ ସୈନ୍ଯ, ନେତାଗଣ ଓ ସନୋଧିକାରୀମାନଙ୍କୁ ହତ୍ଯା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫରେିଗଲା ଓ ତାହାର ଲୋକମାନେ ତା' ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦବେତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତଜେଣ ସହେି ସ୍ଥାନ ରେ ତାହାକୁ ଏକ ଖଡ୍ଗ ରେ ବଧ କଲେ।
Philemon 1:12
ମୁଁ ତାହାକୁ ତୁମ୍ଭ ପାଖକୁ ଫରୋଇ ଦେଉଛି। ତା ସହିତ ମାରେ ହୃଦୟ ମଧ୍ଯ ବନ୍ଧା ହାଇେଛି।