Cross Reference
Genesis 25:3
ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।
1 Kings 10:1
ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।
1 Chronicles 1:20
ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ