Galatians 2:13 ଅତଏବ ପିତର ଜଲଣ କପଟାଚାରୀ ଭାବଲର ଛଳନା ପୂର୍ବକ ଆଚରଣ କଲଲ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ବାସୀମାଲନ ମଧ୍ଯ ୟୋଗସଦଲଲ।ସସଠାଲରସସମାଲନ ମଧ୍ଯ କପଟାଚାରୀ ଭାବଲର ଛଳନା ପୂର୍ବକ ଆଚରଣ କଲଲ।ସସଠାଲରସସମାଲନ ୟହା କଲଲ, ତଦ୍ଦ୍ବାରା ବର୍ଣ୍ଣବବା ମଧ୍ଯ ପ୍ରଭାବିତସହାଇଗଲଲ।
Galatians 2:13 in Other Translations
King James Version (KJV) And the other Jews dissembled likewise with him; insomuch that Barnabas also was carried away with their dissimulation.
American Standard Version (ASV) And the rest of the Jews dissembled likewise with him; insomuch that even Barnabas was carried away with their dissimulation.
Bible in Basic English (BBE) And the rest of the Jews went after him, so that even Barnabas was overcome by their false ways.
Darby English Bible (DBY) and the rest of the Jews also played the same dissembling part with him; so that even Barnabas was carried away too by their dissimulation.
World English Bible (WEB) And the rest of the Jews joined him in his hypocrisy; so that even Barnabas was carried away with their hypocrisy.
Young's Literal Translation (YLT) and dissemble with him also did the other Jews, so that also Barnabas was carried away by their dissimulation.
And
καὶ
kai
kay
dissembled
συνυπεκρίθησαν
synypokrinomai
syoon-yoo-poh-KREE-noh-may
with him;
αὐτῷ
autos
af-TOSE
likewise
καὶ
kai
kay
the
οἱ
ho
oh
other
λοιποὶ
loipoi
loo-POO
Jews
Ἰουδαῖοι
ioudaios
ee-oo-THAY-ose
insomuch that
ὥστε
hōste
OH-stay
also
καὶ
kai
kay
Barnabas
Βαρναβᾶς
barnabas
vahr-NA-vahs
was carried away with
συναπήχθη
synapagō
syoon-ah-PA-goh
their
αὐτῶν
autos
af-TOSE
τῇ
ho
oh
dissimulation.
ὑποκρίσει
hypokrisis
yoo-POH-kree-sees
Read Full Chapter :
Galatians 2
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:6
ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭମାନେେ ଏହି ଉକ୍ତି ବିଷୟ ରେ ଜାଣିଛ ଯେ, ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:33
ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:14
ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,
ଆୟୁବ ପୁସ୍ତକ 15:12
ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ ? ତୁମ୍ଭେ କାହିଁକି ସତ୍ଯକୁ ସ୍ବୀକାର କରୁ ନାହଁ ?
ଉପଦେଶକ 7:20
ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।
ଉପଦେଶକ 10:1
କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସପରେି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:36
ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ ବର୍ଣ୍ଣବ୍ବା ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, ସାହାୟ୍ଯକାରୀ ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ।
ଆଦି ପୁସ୍ତକ 12:11
ସେ ଯେତବେେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:2
ତୁମ୍ଭମାନେେ ମନେପକାଅ ଯେ ବିଶ୍ବାସୀ ହବୋ ପୂର୍ବରୁ ତୁମ୍ଭମାନେେ କିପରି ବିପଥଗାମୀ ହାଇେ ମୂର୍ତ୍ତିପୂଜା କରିବାକୁ ଯାଉଥିଲା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:1
ମୁଁ ଚଉଦ ବର୍ଷ ପଲର ପୁଣି ଥଲର ୟିରୁଶାଲମକୁ ଗଲି। ବର୍ଣ୍ଣବବା ଓ ତିତସଙ୍କୁ ମଧ୍ଯ ସାଙ୍ଗସରସନଇ ଥିଲି।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:9
ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:9
କିନ୍ତୁ ନିଜର ସ୍ବାଧୀନତା ବିଷୟ ରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ବାଧୀନତା, ଦୁର୍ବଳ ବିଶ୍ବାସୀମାନଙ୍କୁ ପାପରେ ନ ପକାଉ।
ଆଦି ପୁସ୍ତକ 26:6
ତହିଁରେ ଇସ୍ହାକ ଗରାରଠା ରେ ବାସକଲେ।
ଆଦି ପୁସ୍ତକ 27:24
ଇସ୍ହାକ କହିଲେ, ତୁମ୍ଭେ କ'ଣ ମାରେ ପୁତ୍ର ଏଷୌ?