Galatians 1:3 in Oriya

Oriya Oriya Bible Galatians Galatians 1 Galatians 1:3

Galatians 1:3
ମୁଁ ପ୍ରାର୍ଥନା କରେ ଯେ, ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।

Galatians 1:2Galatians 1Galatians 1:4

Galatians 1:3 in Other Translations

King James Version (KJV)
Grace be to you and peace from God the Father, and from our Lord Jesus Christ,

American Standard Version (ASV)
Grace to you and peace from God the Father, and our Lord Jesus Christ,

Bible in Basic English (BBE)
Grace to you and peace from God the Father and our Lord Jesus Christ,

Darby English Bible (DBY)
Grace to you, and peace, from God [the] Father, and our Lord Jesus Christ,

World English Bible (WEB)
Grace to you and peace from God the Father, and our Lord Jesus Christ,

Young's Literal Translation (YLT)
Grace to you, and peace from God the Father, and our Lord Jesus Christ,

be
χάριςcharisHA-rees
from
Grace
to
ὑμῖνhyminyoo-MEEN
you
καὶkaikay
and
εἰρήνηeirēnēee-RAY-nay
peace
ἀπὸapoah-POH
from
θεοῦtheouthay-OO
God
Father,
πατρὸςpatrospa-TROSE
the
καὶkaikay
and
Lord
κυρίουkyrioukyoo-REE-oo
our
ἡμῶνhēmōnay-MONE
Jesus
Ἰησοῦiēsouee-ay-SOO
Christ,
Χριστοῦchristouhree-STOO

Cross Reference

2 Thessalonians 1:2
ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କଠା ରେ ରହିଥାଉ।

1 Corinthians 1:3
ଆମ୍ଭର ପିତା ପରମେଶ୍ବର ଓ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବତ୍ତୁର୍। ପାଉଲ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ।

2 John 1:3
ପରମପିତା ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ଯ ଓ ପ୍ ରମେ ଦ୍ବାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।

1 Thessalonians 1:1
ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।

Colossians 1:2
କଲସୀ ରେ ରହୁଥିବା ଖ୍ରୀଷ୍ଟଙ୍କଠା ରେ ପବିତ୍ର ଓ ବିଶ୍ବସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି : ଆମର ପିତା ପରମେଶ୍ବରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।

Philippians 1:2
ଆମ୍ଭ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

Ephesians 1:2
ତୁମ୍ଭମାନଙ୍କୁ ଆମ୍ଭର ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ମିଳୁ।

2 Corinthians 13:14
ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।

2 Corinthians 1:2
ଆମ୍ଭର ପିତା ପରମେଶ୍ବର ଓ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ମିଳୁ।

Romans 1:7
ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।