Ezra 8

fullscreen1 ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା।

fullscreen2 ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍।

fullscreen3 ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।

fullscreen4 ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ।

fullscreen5 ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ।

fullscreen6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ଯରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ ପୁରୁଷ।

fullscreen7 ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍ଗେ 70 ପୁରୁଷ।

fullscreen8 ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।

fullscreen9 ଯୋୟାବର ବଂଶଧରମାନଙ୍କ ମଧ୍ଯରୁ ୟିହିଯଲରେ ପୁତ୍ର ଓବଦିଯ ଓ ତାହାଙ୍କ ସଙ୍ଗେ 218 ପୁରୁଷ।

fullscreen10 ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ ଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।

fullscreen11 ବବଯରେ ବଂଶଧରମାନଙ୍କ ମଧ୍ଯରୁ ବବଯରେ ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍ଗେ 28 ପୁରୁଷ।

fullscreen12 ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।

fullscreen13 ଅଦୋନୀକାମର ବଂଶଧରମାନଙ୍କ ମଧ୍ଯରୁ କନିଷ୍ଠମାନେ ଓ ସମାନଙ୍କେ ନାମ ଇଲିଫଲେଟ୍, ୟିଯୂଯଲେ, ଶମଯିମ ଓ ସମାନଙ୍କେ ସଙ୍ଗେ 60 ପୁରୁଷ।

fullscreen14 ଆଉ ବିଗ୍ବଯ ବଂଶଧରମାନଙ୍କ ମଧ୍ଯରୁ ଊଥଯ ଓ ସବୂଦ୍ ଓ ସମାନଙ୍କେ ସଙ୍ଗେ 70 ପୁରୁଷ।

1 These are now the chief of their fathers, and this is the genealogy of them that went up with me from Babylon, in the reign of Artaxerxes the king.

2 Of the sons of Phinehas; Gershom: of the sons of Ithamar; Daniel: of the sons of David; Hattush.

3 Of the sons of Shechaniah, of the sons of Pharosh; Zechariah: and with him were reckoned by genealogy of the males an hundred and fifty.

4 Of the sons of Pahath-moab; Elihoenai the son of Zerahiah, and with him two hundred males.

5 Of the sons of Shechaniah; the son of Jahaziel, and with him three hundred males.

6 Of the sons also of Adin; Ebed the son of Jonathan, and with him fifty males.

7 And of the sons of Elam; Jeshaiah the son of Athaliah, and with him seventy males.

8 And of the sons of Shephatiah; Zebadiah the son of Michael, and with him fourscore males.

9 Of the sons of Joab; Obadiah the son of Jehiel, and with him two hundred and eighteen males.

10 And of the sons of Shelomith; the son of Josiphiah, and with him an hundred and threescore males.

11 And of the sons of Bebai; Zechariah the son of Bebai, and with him twenty and eight males.

12 And of the sons of Azgad; Johanan the son of Hakkatan, and with him an hundred and ten males.

13 And of the last sons of Adonikam, whose names are these, Eliphelet, Jeiel, and Shemaiah, and with them threescore males.

14 Of the sons also of Bigvai; Uthai, and Zabbud, and with them seventy males.

Ezra 8 in Tamil and English

1 ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା।
These are now the chief of their fathers, and this is the genealogy of them that went up with me from Babylon, in the reign of Artaxerxes the king.

2 ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍।
Of the sons of Phinehas; Gershom: of the sons of Ithamar; Daniel: of the sons of David; Hattush.

3 ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।
Of the sons of Shechaniah, of the sons of Pharosh; Zechariah: and with him were reckoned by genealogy of the males an hundred and fifty.

4 ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ।
Of the sons of Pahath-moab; Elihoenai the son of Zerahiah, and with him two hundred males.

5 ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ।
Of the sons of Shechaniah; the son of Jahaziel, and with him three hundred males.

6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ଯରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ ପୁରୁଷ।
Of the sons also of Adin; Ebed the son of Jonathan, and with him fifty males.

7 ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍ଗେ 70 ପୁରୁଷ।
And of the sons of Elam; Jeshaiah the son of Athaliah, and with him seventy males.

8 ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।
And of the sons of Shephatiah; Zebadiah the son of Michael, and with him fourscore males.

9 ଯୋୟାବର ବଂଶଧରମାନଙ୍କ ମଧ୍ଯରୁ ୟିହିଯଲରେ ପୁତ୍ର ଓବଦିଯ ଓ ତାହାଙ୍କ ସଙ୍ଗେ 218 ପୁରୁଷ।
Of the sons of Joab; Obadiah the son of Jehiel, and with him two hundred and eighteen males.

10 ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ ଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।
And of the sons of Shelomith; the son of Josiphiah, and with him an hundred and threescore males.

11 ବବଯରେ ବଂଶଧରମାନଙ୍କ ମଧ୍ଯରୁ ବବଯରେ ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍ଗେ 28 ପୁରୁଷ।
And of the sons of Bebai; Zechariah the son of Bebai, and with him twenty and eight males.

12 ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।
And of the sons of Azgad; Johanan the son of Hakkatan, and with him an hundred and ten males.

13 ଅଦୋନୀକାମର ବଂଶଧରମାନଙ୍କ ମଧ୍ଯରୁ କନିଷ୍ଠମାନେ ଓ ସମାନଙ୍କେ ନାମ ଇଲିଫଲେଟ୍, ୟିଯୂଯଲେ, ଶମଯିମ ଓ ସମାନଙ୍କେ ସଙ୍ଗେ 60 ପୁରୁଷ।
And of the last sons of Adonikam, whose names are these, Eliphelet, Jeiel, and Shemaiah, and with them threescore males.

14 ଆଉ ବିଗ୍ବଯ ବଂଶଧରମାନଙ୍କ ମଧ୍ଯରୁ ଊଥଯ ଓ ସବୂଦ୍ ଓ ସମାନଙ୍କେ ସଙ୍ଗେ 70 ପୁରୁଷ।
Of the sons also of Bigvai; Uthai, and Zabbud, and with them seventy males.