Ezra 7

1 ଏହିସବୁ ଘଟଣାପରେ ପାରସ୍ଯ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାଯର ପୁତ୍ର ଏଜ୍ରା ବାବିଲରୁ ୟାତ୍ରା କଲେ। ଉକ୍ତ ସରାଯ ଅସରିଯର ପୁତ୍ର, ଅସରିଯ ହିଲ୍କିଯର ପୁତ୍ର ଥିଲେ।

2 ହିଲ୍କିଯ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂବ୍ର ପୁତ୍ର ଥିଲା।

3 ଅହୀଟୂବ୍ ଅମରିଯର ପୁତ୍ର ଥିଲା। ଅମରିଯ ଅସରିଯର ପୁତ୍ର ଥିଲା। ଅସରିଯ ମରାଯୋତର ପୁତ୍ର ଥିଲା।

4 ମରାଯୋତ୍ ସରହିଯର ପୁତ୍ର ଥିଲା। ସରହିଯ ଉଷିର ପୁତ୍ର ଥିଲା। ଉଷି ବୁକ୍କିର ପୁତ୍ର ଥିଲା।

5 ବୁକ୍କି ଅବୀଶୂଯର ପୁତ୍ର ଥିଲା। ଅବୀଶୂଯ ପୀନହସର ପୁତ୍ର ଥିଲା। ପୀନହସ୍ ଇଲିଯାସର ପୁତ୍ର ଥିଲା। ଇଲିଯାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲୋରୁ ୟିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମାଶାଙ୍କେର ବ୍ଯବସ୍ଥା ଖୁବ୍ ଭଲ ରୁପେ ଜାଣିଥିଲେ। ମାଶାଙ୍କେର ବ୍ଯବସ୍ଥା ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବରଙ୍କ ଦ୍ବାରା ଦିଆୟାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।

6 ଏହି ଏଜ୍ରା ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ପ୍ରଦତ୍ତ ମାଶାେ ବ୍ଯବସ୍ଥା ରେ ନିପୂଣ ଅଧ୍ଯାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା'ର ପରମେଶ୍ବରଙ୍କ ହସ୍ତ ତା ଉପରେ ଥିଲା।

7 ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।

8 ଆଉ ଏଜ୍ରା ପଞ୍ଚମ ମାସ ରେ ଅର୍ଥାତ୍ ରାଜାର ସଇେ ସପ୍ତମ ବର୍ଷ ରେ ୟିରୁଶାଲମ ରେ ଉପସ୍ଥିତ ହେଲେ।

9 କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ୟାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ବରଙ୍କ ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନ ରେ ୟିରୁଶାଲମ ରେ ଉପସ୍ଥିତ ହେଲେ।

10 ଏଜ୍ରା ସଦାପ୍ରଭୁଙ୍କ ବ୍ଯବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇଶ୍ରାୟେଲ ମଧିଅରେ ବ୍ଯବସ୍ଥା ଓ ଆଜ୍ଞା ଶିକ୍ଷା ଦବୋକୁ ଆପଣାକୁ ବିନିୟୋଗ କରିଥିଲେ।

11 ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦଇେଥିଲେ। ଇଶ୍ରାୟେଲ ସମ୍ବନ୍ଧ ରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସହେି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦଇେଥିଲେ।

12 ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ, ସ୍ବର୍ଗସ୍ଥ ପରମେଶ୍ବରଙ୍କର ବ୍ଯବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।

13 ମୁଁ ଆଜ୍ଞା କରୁଅଛି, ଯେ ମାେ ରାଜ୍ଯସ୍ଥିତ ଇଶ୍ରାୟେଲ ମଧ୍ଯରୁ ଯେତେ ଲୋକ, ସମାନଙ୍କେର ଯାଜକ ଓ ଲବେୀୟମାନେ ୟିରୁଶାଲମକୁ ସ୍ବଇଚ୍ଛା ରେ ୟିବାକୁ ମନ କରନ୍ତି। ସମାନେେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ୟାନ୍ତୁ।

14 ଏଜ୍ରା, ମୁଁ ଏବଂ ମାରେ ସାତଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ୟିରୁଶାଲମକୁ ୟିବା ଉଚିତ୍। ପରମେଶ୍ବରଙ୍କର ବ୍ଯବସ୍ଥା ବିଷଯବସ୍ତୁଗୁଡିକରେ ଧ୍ଯାନ ଦବୋ ଉଚିତ୍, ଯେଉଁଥି ରେ ତୁମ୍ଭେ ଜଣେ ବିଜ୍ଞ ଅଟ।

15 ମୁଁ ଏବଂ ମାରେ ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇଶ୍ରାୟେଲର ପରମେଶ୍ବରଙ୍କୁ ଦଇେଅଛୁ। ପରମେଶ୍ବର ୟିରୁଶାଲମ ରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନବେ।

16 ବାବିଲର ସମୁଦାଯ ପ୍ରଦେଶ ରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସମାନଙ୍କେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ବେଚ୍ଛାପୂର୍ବକ ଯାହା ଦବେେ ସହେିସବୁ ଉପହାର ନବୋ ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତମନ୍ତୀଙ୍କ ଦ୍ବାରା ପ୍ ରରେିତ ହେଉଅଛ।

17 ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ବାରା ବୃଷ, ଅଣ୍ତିରା ମଷେ, ମଷେଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ଯ ଓ ପଯେ ନବୈେଦ୍ଯ କ୍ରଯ କରି ତୁମ୍ଭମାନଙ୍କ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିରର ୟଜ୍ଞବଦେୀ ଉପରେ ଉତ୍ସର୍ଗ କରିବ।

18 ଆଉ ଅବଶିଷ୍ଟ ରୂପା ଓ ସୁନା ରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ଇଚ୍ଛା ପ୍ରମାଣେ କରିବେ।

19 ପୁଣି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ସବୋର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହାସବୁ ୟିରୁଶାଲମର ପରମେଶ୍ବରଙ୍କ ସମ୍ମୁଖ ରେ ସମର୍ପଣ କର।

20 ପୁଣି ତୁମ୍ଭ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ପ୍ରୟୋଜନୀଯ ଯାହା ଯାହା ନବୋକୁ ପଡିବ ତାହା ରାଜାଙ୍କ ଭଣ୍ତାର ଗୃହରୁ ନିଅ।

21 ଆଉ ସ୍ବର୍ଗସ୍ଥ ପରମେଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ।

22 ତାହାସବୁ 100 ତାଳନ୍ତ ପର୍ୟ୍ଯନ୍ତ ରୂପା ଓ 100 ମହଣ ପର୍ୟ୍ଯନ୍ତ ଗହମ ଓ 100 ମହଣ ପର୍ୟ୍ଯନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ୟ୍ଯନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦବୋ ପାଇଁ ଆମ୍ଭେ ଆର୍ତ୍ତାକ୍ଷସ୍ତ ରାଜା ନଦୀ ସପୋରିସ୍ଥ ସମସ୍ତ କୋଷାଧ୍ଯକ୍ଷଙ୍କୁ ଆଜ୍ଞା କରୁଅଛୁ।

23 ସ୍ବର୍ଗସ୍ଥ ପରମେଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଠିକ୍ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ ରେ କାହିଁକି କୋପ ବର୍ତ୍ତିବ।

24 ଆହୁରି ଯାଜକମାନଙ୍କର, ଲବେୀୟମାନଙ୍କର, ଗାଯକମାଙ୍କର, ଦ୍ବାରପାଳମାନଙ୍କର ନାଥୀନୀଯମାନଙ୍କର ଓ ପରମେଶ୍ବରଙ୍କ ଏହି ମନ୍ଦିରର ସବେକମାନଙ୍କର କାହାରି ଉପରେ କର, ରାଜସ୍ବ ବା ମାସୁଲ ବସାଇବା ବ୍ଯବସ୍ଥା ବିରୁଦ୍ଧ ହବେ ବୋଲି ଆମ୍ଭମାନେେ ତୁମ୍ଭକୁ ଜଣାଉ ଅଛୁ।

25 ହେ ଏଜ୍ରା, ତୁମ୍ଭ ପରମେଶ୍ବରଙ୍କ ବିଷଯକ ଯେଉଁଜ୍ଞାନ ତୁମ୍ଭ ହସ୍ତ ରେ ଅଛି, ତଦନୁସା ରେ ନଦୀ ସପୋରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିୟୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ।

26 ଯଦି କୌଣସି ଲୋକ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ନ ମାନିବ, ରାଜାଙ୍କର ବ୍ଯବସ୍ଥା ନ ମାନିବ, ସମାନେେ ନିଶ୍ଚିତ ରେ ଦଣ୍ତିତ ହବେେ। ତାହାର ଏହି ଦଣ୍ତ ତାର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ଯୁଦଣ୍ତ ହାଇପୋ ରେ, ନିର୍ବାସିତ ହାଇପୋ ରେ, ତାକୁ ଅର୍ଥଦଣ୍ତ ହାଇପୋ ରେ ବା ବନ୍ଦୀତ୍ବ ଦଣ୍ତ ଦିଆୟାଇ ପା ରେ।

27 ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ପ୍ରଶଂସା କର। ୟିରୁଶାଲମସ୍ଥ ସଦାପ୍ରଭୁ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ମନୋଭାବ ଦଇେଅଛନ୍ତି। ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣ ରେ ପରମେଶ୍ବର ଏହିପରି ପ୍ରବୃତ୍ତି ଦଇେଅଛନ୍ତି।

28 ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତ ରେ ମାେ ପ୍ରତି ଅଧିକ ଦୟା ପ୍ରକାଶ କରି ଅଛନ୍ତି। ମୁଁ ଶକ୍ତିଶାଳୀ ହଲିେ କାରଣ ସଦାପ୍ରଭୁ ପରମେଶ୍ବରଙ୍କର ହସ୍ତ ମାେ ଉପରେ ଥିଲା। ଏହି ପ୍ରକା ରେ ମୁଁ ଇଶ୍ରାୟେଲର ଲୋକମାନଙ୍କର ମୁଖ୍ଯମାନଙ୍କୁ ମାେ ସହିତ ୟିବା ପାଇଁ ଏକତ୍ରୀତ କଲି।

1 Now after these things, in the reign of Artaxerxes king of Persia, Ezra the son of Seraiah, the son of Azariah, the son of Hilkiah,

2 The son of Shallum, the son of Zadok, the son of Ahitub,

3 The son of Amariah, the son of Azariah, the son of Meraioth,

4 The son of Zerahiah, the son of Uzzi, the son of Bukki,

5 The son of Abishua, the son of Phinehas, the son of Eleazar, the son of Aaron the chief priest:

6 This Ezra went up from Babylon; and he was a ready scribe in the law of Moses, which the Lord God of Israel had given: and the king granted him all his request, according to the hand of the Lord his God upon him.

7 And there went up some of the children of Israel, and of the priests, and the Levites, and the singers, and the porters, and the Nethinims, unto Jerusalem, in the seventh year of Artaxerxes the king.

8 And he came to Jerusalem in the fifth month, which was in the seventh year of the king.

9 For upon the first day of the first month began he to go up from Babylon, and on the first day of the fifth month came he to Jerusalem, according to the good hand of his God upon him.

10 For Ezra had prepared his heart to seek the law of the Lord, and to do it, and to teach in Israel statutes and judgments.

11 Now this is the copy of the letter that the king Artaxerxes gave unto Ezra the priest, the scribe, even a scribe of the words of the commandments of the Lord, and of his statutes to Israel.

12 Artaxerxes, king of kings, unto Ezra the priest, a scribe of the law of the God of heaven, perfect peace, and at such a time.

13 I make a decree, that all they of the people of Israel, and of his priests and Levites, in my realm, which are minded of their own freewill to go up to Jerusalem, go with thee.

14 Forasmuch as thou art sent of the king, and of his seven counsellers, to inquire concerning Judah and Jerusalem, according to the law of thy God which is in thine hand;

15 And to carry the silver and gold, which the king and his counsellers have freely offered unto the God of Israel, whose habitation is in Jerusalem,

16 And all the silver and gold that thou canst find in all the province of Babylon, with the freewill offering of the people, and of the priests, offering willingly for the house of their God which is in Jerusalem:

17 That thou mayest buy speedily with this money bullocks, rams, lambs, with their meat offerings and their drink offerings, and offer them upon the altar of the house of your God which is in Jerusalem.

18 And whatsoever shall seem good to thee, and to thy brethren, to do with the rest of the silver and the gold, that do after the will of your God.

19 The vessels also that are given thee for the service of the house of thy God, those deliver thou before the God of Jerusalem.

20 And whatsoever more shall be needful for the house of thy God, which thou shalt have occasion to bestow, bestow it out of the king’s treasure house.

21 And I, even I Artaxerxes the king, do make a decree to all the treasurers which are beyond the river, that whatsoever Ezra the priest, the scribe of the law of the God of heaven, shall require of you, it be done speedily,

22 Unto an hundred talents of silver, and to an hundred measures of wheat, and to an hundred baths of wine, and to an hundred baths of oil, and salt without prescribing how much.

23 Whatsoever is commanded by the God of heaven, let it be diligently done for the house of the God of heaven: for why should there be wrath against the realm of the king and his sons?

24 Also we certify you, that touching any of the priests and Levites, singers, porters, Nethinims, or ministers of this house of God, it shall not be lawful to impose toll, tribute, or custom, upon them.

25 And thou, Ezra, after the wisdom of thy God, that is in thine hand, set magistrates and judges, which may judge all the people that are beyond the river, all such as know the laws of thy God; and teach ye them that know them not.

26 And whosoever will not do the law of thy God, and the law of the king, let judgment be executed speedily upon him, whether it be unto death, or to banishment, or to confiscation of goods, or to imprisonment.

27 Blessed be the Lord God of our fathers, which hath put such a thing as this in the king’s heart, to beautify the house of the Lord which is in Jerusalem:

28 And hath extended mercy unto me before the king, and his counsellers, and before all the king’s mighty princes. And I was strengthened as the hand of the Lord my God was upon me, and I gathered together out of Israel chief men to go up with me.

1 Then Naomi her mother in law said unto her, My daughter, shall I not seek rest for thee, that it may be well with thee?

2 And now is not Boaz of our kindred, with whose maidens thou wast? Behold, he winnoweth barley to night in the threshingfloor.

3 Wash thyself therefore, and anoint thee, and put thy raiment upon thee, and get thee down to the floor: but make not thyself known unto the man, until he shall have done eating and drinking.

4 And it shall be, when he lieth down, that thou shalt mark the place where he shall lie, and thou shalt go in, and uncover his feet, and lay thee down; and he will tell thee what thou shalt do.

5 And she said unto her, All that thou sayest unto me I will do.

6 And she went down unto the floor, and did according to all that her mother in law bade her.

7 And when Boaz had eaten and drunk, and his heart was merry, he went to lie down at the end of the heap of corn: and she came softly, and uncovered his feet, and laid her down.

8 And it came to pass at midnight, that the man was afraid, and turned himself: and, behold, a woman lay at his feet.

9 And he said, Who art thou? And she answered, I am Ruth thine handmaid: spread therefore thy skirt over thine handmaid; for thou art a near kinsman.

10 And he said, Blessed be thou of the Lord, my daughter: for thou hast shewed more kindness in the latter end than at the beginning, inasmuch as thou followedst not young men, whether poor or rich.

11 And now, my daughter, fear not; I will do to thee all that thou requirest: for all the city of my people doth know that thou art a virtuous woman.

12 And now it is true that I am thy near kinsman: howbeit there is a kinsman nearer than I.

13 Tarry this night, and it shall be in the morning, that if he will perform unto thee the part of a kinsman, well; let him do the kinsman’s part: but if he will not do the part of a kinsman to thee, then will I do the part of a kinsman to thee, as the Lord liveth: lie down until the morning.

14 And she lay at his feet until the morning: and she rose up before one could know another. And he said, Let it not be known that a woman came into the floor.

15 Also he said, Bring the vail that thou hast upon thee, and hold it. And when she held it, he measured six measures of barley, and laid it on her: and she went into the city.

16 And when she came to her mother in law, she said, Who art thou, my daughter? And she told her all that the man had done to her.

17 And she said, These six measures of barley gave he me; for he said to me, Go not empty unto thy mother in law.

18 Then said she, Sit still, my daughter, until thou know how the matter will fall: for the man will not be in rest, until he have finished the thing this day.