Ezekiel 7:14 in Oriya

Oriya Oriya Bible Ezekiel Ezekiel 7 Ezekiel 7:14

Ezekiel 7:14
ସମାନେେ ତୂରୀଗୁଡ଼ିକ ବଜାଇ ସମସ୍ତଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ୟୁଦ୍ଧକୁ କହେି ଯିବେ ନାହିଁ କାରଣ ଆମ୍ଭର କୋର୍ଧ ସମସ୍ତ ଜନଗହଳି ଉପ ରେ ଅଛି।

Ezekiel 7:13Ezekiel 7Ezekiel 7:15

Ezekiel 7:14 in Other Translations

King James Version (KJV)
They have blown the trumpet, even to make all ready; but none goeth to the battle: for my wrath is upon all the multitude thereof.

American Standard Version (ASV)
They have blown the trumpet, and have made all ready; but none goeth to the battle; for my wrath is upon all the multitude thereof.

Bible in Basic English (BBE)
And he who has given a price for goods will not get them, for my wrath is on all of them.

Darby English Bible (DBY)
They have blown the trumpet and made all ready, but none goeth to the battle; for my fierce anger is upon all the multitude thereof.

World English Bible (WEB)
They have blown the trumpet, and have made all ready; but none goes to the battle; for my wrath is on all the multitude of it.

Young's Literal Translation (YLT)
They have blown with a trumpet to prepare the whole, And none is going to battle, For My wrath `is' unto all its multitude.

is
They
blown
תָּקְע֤וּtoqʿûtoke-OO
have
the
בַתָּק֙וֹעַ֙battāqôʿava-ta-KOH-AH
trumpet,
ready;
all
to
even
וְהָכִ֣יןwĕhākînveh-ha-HEEN
make
הַכֹּ֔לhakkōlha-KOLE

but
וְאֵ֥יןwĕʾênveh-ANE
none
הֹלֵ֖ךְhōlēkhoh-LAKE
goeth
to
battle:
לַמִּלְחָמָ֑הlammilḥāmâla-meel-ha-MA
the
כִּ֥יkee
for
my
חֲרוֹנִ֖יḥărônîhuh-roh-NEE
wrath
upon
אֶלʾelel
all
כָּלkālkahl
the
multitude
הֲמוֹנָֽהּ׃hămônāhhuh-moh-NA

Cross Reference

Jeremiah 4:5
ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ୟିରୁଶାଲମ ରେ ଏହିକଥା ପ୍ରଚାର କର। 'ସମଗ୍ର ଦେଶ ରେ ତୂରୀ ବଜାଅ' ଓ ଉଚ୍ଚସ୍ବର ରେ ଚିତ୍କାର କର, 'ତୁମ୍ଭମାନେେ ଏକତ୍ରୀତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।'

Isaiah 24:1
ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

Jeremiah 6:1
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

Jeremiah 6:11
ଏଣୁ ମୁଁ ସଦାପ୍ରଭୁଙ୍କ କୋରଧ ରେ ପରିପୂର୍ଣ୍ଣ ହାଇେଅଛି ଓ ମୁଁ ତାହା ଧରି ରଖିବା ରେ କ୍ଲାନ୍ତ ହାଇେଅଛି। ସଦାପ୍ରଭୁଙ୍କ କୋର୍ଧକୁ ରାସ୍ତା ରେ କ୍ରୀଡ଼ାରତ ପିଲାମାନଙ୍କ ଉପ ରେ ଢ଼ାଳି ପକାଅ ଓ ସଭା ରେ ଏକତ୍ରୀତ ହାଇେଥିବା ୟୁବକମାନଙ୍କ ଉପ ରେ ଢ଼ାଳିଦିଅ, କାରଣ ସ୍ବାମୀ, ସ୍ତ୍ରୀ, ବୃଦ୍ଧ ଓ ବଯସ୍କ ସମସ୍ତେ ଧରାଯିବେ।

Jeremiah 7:20
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏକ ସ୍ଥାନ ଉପ ରେ, ମନୁଷ୍ଯ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପ ରେ ଆମ୍ଭର କୋପ ଓ କୋର୍ଧ ଢ଼ଳାୟିବ। ତାହା ଅଗ୍ନି ସଦୃଶ ସବୁ ଦଗ୍ଧ କରିବ, ତାକୁ କହେି ଲିଭାଇ ପାରିବେ ନାହିଁ।

Jeremiah 12:12
ଧ୍ବଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ଖଡ୍ନ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ।

Jeremiah 51:27
ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।

Ezekiel 7:11
ଜଣେ ଉଗ୍ର ବ୍ଯକ୍ତି ଏକ ଦୁଷ୍ଟ ଆଶାବାଡ଼ି ରେ ପରିଣତ ହାଇେଅଛି, ସେ ସମାନଙ୍କେ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ଜନଗହଳି ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ବଂଶଧରମାନଙ୍କ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ନେତାମାନଙ୍କ ମଧ୍ଯରୁ ଜଣେ ନୁହେଁ।