Ezekiel 46

1 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଭିତର ପ୍ରାଙ୍ଗଣର ପୂର୍ବଦ୍ବାର କାର୍ୟ୍ଯକାରୀ ଛଅଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ଯା ଦିନ ଖାେଲା ରହିବ।

2 ପୁଣି ଅଧିପତି ବାହାର ଦ୍ବାରର ବାରଣ୍ଡା ଦଇେ ପ୍ରବେଶ କରିବେ ଓ ଦ୍ବାର ଚୌକାଠ ନିକଟରେ ଠିଆ ହବେେ। ଆଉ ଯାଜକମାନେ ତାଙ୍କର ହାମାେର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ବାର ପ୍ରବେଶ ସ୍ଥାନ ରେ ପ୍ରଣାମ କରିବେ ଓ ତା'ପ ରେ ବାହାରି ଯିବେ। କିନ୍ତୁ ସନ୍ଧ୍ଯା ପର୍ୟ୍ଯନ୍ତ ଦ୍ବାର ବନ୍ଦ କରାୟିବ ନାହିଁ।

3 ଆଉ ବିଶ୍ରାମ ବାର ରେ ଓ ଅମାବାସ୍ଯା ରେ ସହେି ଦ୍ବାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରଣାମ କରିବେ।

4 ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।

5 ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।

6 ଅମାବାସ୍ଯା ଦିନ ହାମବେଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମଷେ ଶାବକ ଓ ଏକ ମଷେ ହବେ। ଆଉ ଏଗୁଡ଼ିକ ସବୁ ନିଖୁଣ ହବେେ।

7 ଆଉ ଅଧିପତି ଭକ୍ଷ୍ଯ ନବୈେଦ୍ଯ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ, ମଷେ ସଙ୍ଗେ ଏକ ଐଫା ଶସ୍ଯ ଓ ମଷେଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦବେେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦବେେ।

8 ପୁଣି ଅଧିପତି ପ୍ରବେଶ କଲା ବେଳେ ସହେି ଦ୍ବାର ବାରଣ୍ଡା ଦଇେ ଭିତରକୁ ପ୍ରବେଶ କରିବେ ଓ ସହେି ପଥ ଦଇେ ବାହାରି ଯିବେ।

9 ମାତ୍ର ନିରୂପିତ ପର୍ବଦିନମାନଙ୍କ ରେ ଯେତବେେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତବେେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ବାର ପଥଦଇେ ଆସିବ, ସେ ଦକ୍ଷିଣ ଦ୍ବାର ପଥଦଇେ ବାହାରି ୟିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ବାର ପଥ ଦଇେ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ବାର ପଥଦଇେ ବାହାରି ୟିବ। ମାତ୍ର କହେି ଯେଉଁ ଦ୍ବାର ଦଇେ ଆସିବେ ସହେି ଦ୍ବାର ଦଇେ ଫରେିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦଇେ ବାହାରି ୟିବ।

10 ପୁଣି ଲୋକମାନେ ଯେତବେେଳେ ଭିତରକୁ ଯିବେ ସେତବେେଳେ ଅଧିପତି ସମାନଙ୍କେ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସମାନେେ ଏକତ୍ର ବାହାରିଯିବେ।

11 ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।

12 ପୁଣି ଅଧିପତି ଯେତବେେଳେ ସ୍ବେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଅବା ମଙ୍ଗଳାର୍ଥକ ବଳି ସ୍ବେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତବେେଳେ ତାଙ୍କ ପାଇଁ ପୂର୍ବଦ୍ବାର ଫିଟାୟିବ। ଏବଂ ସେ ବିଶ୍ରାମ ଦିନ ରେ ଯେପରି କରନ୍ତି ସହେିପରି ଆପଣା ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପ ରେ ସେ ବାହାରି ଯିବେ ଓ ବାହାରି ଗଲାପ ରେ ଦ୍ବାର ବନ୍ଦ କରାୟିବ।

13 ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ଏକ ମଷେ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତ ରେ ଉତ୍ସର୍ଗ କରିବ।

14 ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ଯ ନବୈେଦ୍ଯ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀଯାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ଯ ନବୈେଦ୍ଯ ବନ୍ଦ ନ କରି ସର୍ବଦା ଦବେ।

15 ଏହିରୂପେ ଲୋକମାନେ ନିତ୍ଯ ହାମବେଳି ରୂପେ ପ୍ରତି ପ୍ରଭାତ ରେ ମଷେଛୁଆ, ଭକ୍ଷ୍ଯ ନବୈେଦ୍ଯ ଓ ତୈଳ ଉତ୍ସର୍ଗ କରିବେ।

16 ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତବେେ ତା'ର ଉତ୍ତରାଧିକାରୀ ସହେି ପୁତ୍ରମାନେ ହବେେ। ଏହା ସମାନଙ୍କେର ସମ୍ପତ୍ତି ହବେ।

17 ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ଯରୁ କାହାକୁ କିଛି ଦାନ କରନ୍ତି, ତବେେ ତାହା ମୁକ୍ତିବର୍ଷ ପର୍ୟ୍ଯନ୍ତ ତାହାର ହବେ। ଓ ତା'ପ ରେ ତାହା ଅଧିପତି ନିକଟକୁ ଫରେିୟିବ। ଆଉ ସେ ଉତ୍ତରାଧିକାରିତ୍ବ କବଳେ ତାଙ୍କ ପୁତ୍ରଗଣର ହବେ।

18 ଆଉ ଅଧିପତି ନିଶ୍ଚଯ ଲୋକମାନଙ୍କୁ ସମାନଙ୍କେ ଉତ୍ତରାଧିକାରୀରୁ ବଞ୍ଚିତ କରିପାରିବେ ନାହିଁ, ସମାନଙ୍କେର ସମ୍ପତ୍ତିରୁ ତଡ଼ି ଦଇପୋରିବ ନାହିଁ। ତାଙ୍କର ପୁତ୍ରଗଣ କବଳେ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକା ରେ ମାରେ କୌଣସି ଲୋକ ତା'ର ସମ୍ପତ୍ତିରୁ ଅଲଗା ହବେ ନାହିଁ।

19 ତା'ପ ରେ ସେ ଦ୍ବାର ପାଶର୍‌ବସ୍ଥ ପ୍ରବେଶ ପଥଦଇେ ମାେତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସଠାେ ରେ ପଶ୍ଚିମ ରେ ଏକ ସ୍ଥାନ ଥିବାର ଦେଖିଲି।

20 ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

21 ଏହାପ ରେ ସେ ମାେତେ ବାହାର ପ୍ରାଙ୍ଗଣକୁ ଆଣି ସହେି ପ୍ରାଙ୍ଗଣର ଚାରିକଣ ଦଇେ ଗମନ କରାଇଲେ। ଆଉ ସହେି ପ୍ରାଙ୍ଗଣର ପ୍ରେତ୍ୟକକ କଣ ରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।

22 ପ୍ରାଙ୍ଗଣର ଚାରି କଣ ରେ ଚାଳିଶ ହାତ ର୍ଦୈଘ୍ଯ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ େଛାଟ ପ୍ରାଙ୍ଗଣ ଥିଲା। କଣମାନଙ୍କର ଏହି ଚାରି ପ୍ରାଙ୍ଗଣର ମାପ ସମାନ ଥିଲା।

23 ସହେି ପ୍ରାଙ୍ଗଣର ଚାରିପାଖ ରେ ଥାକ ଥିଲା। ସହେି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହାଇେଥିଲା।

24 ଆଉ ସେ ମାେତେ କହିଲେ, ଏସବୁ ପାକ ଗୃହ ଓ ଏହି ସ୍ଥାନ ରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।

1 Thus saith the Lord God; The gate of the inner court that looketh toward the east shall be shut the six working days; but on the sabbath it shall be opened, and in the day of the new moon it shall be opened.

2 And the prince shall enter by the way of the porch of that gate without, and shall stand by the post of the gate, and the priests shall prepare his burnt offering and his peace offerings, and he shall worship at the threshold of the gate: then he shall go forth; but the gate shall not be shut until the evening.

3 Likewise the people of the land shall worship at the door of this gate before the Lord in the sabbaths and in the new moons.

4 And the burnt offering that the prince shall offer unto the Lord in the sabbath day shall be six lambs without blemish, and a ram without blemish.

5 And the meat offering shall be an ephah for a ram, and the meat offering for the lambs as he shall be able to give, and an hin of oil to an ephah.

6 And in the day of the new moon it shall be a young bullock without blemish, and six lambs, and a ram: they shall be without blemish.

7 And he shall prepare a meat offering, an ephah for a bullock, and an ephah for a ram, and for the lambs according as his hand shall attain unto, and an hin of oil to an ephah.

8 And when the prince shall enter, he shall go in by the way of the porch of that gate, and he shall go forth by the way thereof.

9 But when the people of the land shall come before the Lord in the solemn feasts, he that entereth in by the way of the north gate to worship shall go out by the way of the south gate; and he that entereth by the way of the south gate shall go forth by the way of the north gate: he shall not return by the way of the gate whereby he came in, but shall go forth over against it.

10 And the prince in the midst of them, when they go in, shall go in; and when they go forth, shall go forth.

11 And in the feasts and in the solemnities the meat offering shall be an ephah to a bullock, and an ephah to a ram, and to the lambs as he is able to give, and an hin of oil to an ephah.

12 Now when the prince shall prepare a voluntary burnt offering or peace offerings voluntarily unto the Lord, one shall then open him the gate that looketh toward the east, and he shall prepare his burnt offering and his peace offerings, as he did on the sabbath day: then he shall go forth; and after his going forth one shall shut the gate.

13 Thou shalt daily prepare a burnt offering unto the Lord of a lamb of the first year without blemish: thou shalt prepare it every morning.

14 And thou shalt prepare a meat offering for it every morning, the sixth part of an ephah, and the third part of an hin of oil, to temper with the fine flour; a meat offering continually by a perpetual ordinance unto the Lord.

15 Thus shall they prepare the lamb, and the meat offering, and the oil, every morning for a continual burnt offering.

16 Thus saith the Lord God; If the prince give a gift unto any of his sons, the inheritance thereof shall be his sons’; it shall be their possession by inheritance.

17 But if he give a gift of his inheritance to one of his servants, then it shall be his to the year of liberty; after it shall return to the prince: but his inheritance shall be his sons’ for them.

18 Moreover the prince shall not take of the people’s inheritance by oppression, to thrust them out of their possession; but he shall give his sons inheritance out of his own possession: that my people be not scattered every man from his possession.

19 After he brought me through the entry, which was at the side of the gate, into the holy chambers of the priests, which looked toward the north: and, behold, there was a place on the two sides westward.

20 Then said he unto me, This is the place where the priests shall boil the trespass offering and the sin offering, where they shall bake the meat offering; that they bear them not out into the utter court, to sanctify the people.

21 Then he brought me forth into the utter court, and caused me to pass by the four corners of the court; and, behold, in every corner of the court there was a court.

22 In the four corners of the court there were courts joined of forty cubits long and thirty broad: these four corners were of one measure.

23 And there was a row of building round about in them, round about them four, and it was made with boiling places under the rows round about.

24 Then said he unto me, These are the places of them that boil, where the ministers of the house shall boil the sacrifice of the people.

1 Stand fast therefore in the liberty wherewith Christ hath made us free, and be not entangled again with the yoke of bondage.

2 Behold, I Paul say unto you, that if ye be circumcised, Christ shall profit you nothing.

3 For I testify again to every man that is circumcised, that he is a debtor to do the whole law.

4 Christ is become of no effect unto you, whosoever of you are justified by the law; ye are fallen from grace.

5 For we through the Spirit wait for the hope of righteousness by faith.

6 For in Jesus Christ neither circumcision availeth any thing, nor uncircumcision; but faith which worketh by love.

7 Ye did run well; who did hinder you that ye should not obey the truth?

8 This persuasion cometh not of him that calleth you.

9 A little leaven leaveneth the whole lump.

10 I have confidence in you through the Lord, that ye will be none otherwise minded: but he that troubleth you shall bear his judgment, whosoever he be.

11 And I, brethren, if I yet preach circumcision, why do I yet suffer persecution? then is the offence of the cross ceased.

12 I would they were even cut off which trouble you.

13 For, brethren, ye have been called unto liberty; only use not liberty for an occasion to the flesh, but by love serve one another.

14 For all the law is fulfilled in one word, even in this; Thou shalt love thy neighbour as thyself.

15 But if ye bite and devour one another, take heed that ye be not consumed one of another.

16 This I say then, Walk in the Spirit, and ye shall not fulfil the lust of the flesh.

17 For the flesh lusteth against the Spirit, and the Spirit against the flesh: and these are contrary the one to the other: so that ye cannot do the things that ye would.

18 But if ye be led of the Spirit, ye are not under the law.

19 Now the works of the flesh are manifest, which are these; Adultery, fornication, uncleanness, lasciviousness,

20 Idolatry, witchcraft, hatred, variance, emulations, wrath, strife, seditions, heresies,

21 Envyings, murders, drunkenness, revellings, and such like: of the which I tell you before, as I have also told you in time past, that they which do such things shall not inherit the kingdom of God.

22 But the fruit of the Spirit is love, joy, peace, longsuffering, gentleness, goodness, faith,

23 Meekness, temperance: against such there is no law.

24 And they that are Christ’s have crucified the flesh with the affections and lusts.

25 If we live in the Spirit, let us also walk in the Spirit.

26 Let us not be desirous of vain glory, provoking one another, envying one another.