Ezekiel 38:10
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ସେ ସମୟରେ ନାନା ଭାବନା ତୁମ୍ଭ ମନ ରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।
Thus | כֹּ֥ה | kō | koh |
saith | אָמַ֖ר | ʾāmar | ah-MAHR |
the Lord | אֲדֹנָ֣י | ʾădōnāy | uh-doh-NAI |
God; | יְהוִ֑ה | yĕhwi | yeh-VEE |
pass, to come also shall It | וְהָיָ֣ה׀ | wĕhāyâ | veh-ha-YA |
same the at that | בַּיּ֣וֹם | bayyôm | BA-yome |
time | הַה֗וּא | hahûʾ | ha-HOO |
shall things | יַעֲל֤וּ | yaʿălû | ya-uh-LOO |
come | דְבָרִים֙ | dĕbārîm | deh-va-REEM |
into | עַל | ʿal | al |
mind, thy | לְבָבֶ֔ךָ | lĕbābekā | leh-va-VEH-ha |
and thou shalt think | וְחָשַׁבְתָּ֖ | wĕḥāšabtā | veh-ha-shahv-TA |
an evil | מַחֲשֶׁ֥בֶת | maḥăšebet | ma-huh-SHEH-vet |
thought: | רָעָֽה׃ | rāʿâ | ra-AH |
Cross Reference
Micah 2:1
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
Psalm 36:4
ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।
1 Corinthians 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।
Acts 8:22
ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହାଇେ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ବର ତୁମ୍ଭର ହୃଦୟ ରେ ଥିବା ପାପ ଚ଼ିନ୍ତାକୁ କ୍ଷମା କରିପାରନ୍ତି।
Acts 5:9
ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।
Acts 5:3
ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।
John 13:2
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସନ୍ଧ୍ଯା ଭୋଜନ ରେ ବସିଥିଲେ। ଶିମାନରେ ପୁତ୍ର ଈଷ୍କରିଯୋଥ ୟିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧ ରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା।
Mark 7:21
ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।
Isaiah 10:7
ମାତ୍ର ମୁଁ ଅଶୂରକୁ ବ୍ଯବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମାେ ପାଇଁ ଏକ ଅସ୍ତ୍ର। ଅଶୂର କବଳେ ଲୋକମାନଙ୍କୁ ଧ୍ବଂସ କରିବାକୁ ଇଚ୍ଛାକରେ। ସେ କବଳେ ଅନକେ ଗୋଷ୍ଠୀକୁ ଧ୍ବଂସ କରିବାକୁ ମନ୍ତ୍ରଣା କରେ।
Proverbs 19:21
ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।
Proverbs 12:2
ସତ୍ ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା'ନ୍ତି। କିନ୍ତୁ ଯେଉଁ ବ୍ଯକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହବେ।
Proverbs 6:18
ହୃଦଯ କୁକର୍ମ କରିବା ପାଇଁ ଯୋଜନା କରେ, କୁକର୍ମ କରିବାକୁ ବଗଗୋମୀ ଚରଣ।
Proverbs 6:14
ତା'ର ହୃଦଯ ରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ୟୁକ୍ତିତର୍କ ଓ କଳି ଆରମ୍ଭ କରେ।
Psalm 139:2
ତୁମ୍ଭେ ଜାଣ ଯେତବେେଳେ ମୁଁ ବସେ ଏବଂ ଯେତବେେଳେ ମୁଁ ଛିଡ଼ା ହୁଏ। ୟଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମାରେ ମନକଥା ଜାଣ।
Psalm 83:3
ସମାନେେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିଯ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।