Ezekiel 32

fullscreen17 ଦ୍ବାଦଶ ବର୍ଷର, ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

fullscreen18 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷଯ ରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ଯାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳ ରେ ପକାଇ ଦିଅ।

fullscreen19 ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।

fullscreen20 ମିଶର ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ପଡ଼ିବ। ସେ ଖଡ୍ଗ ରେ ସମର୍ପିତ ହାଇେଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନଇୟୋଅ।

fullscreen21 ବୀରଗଣ ମଧିଅରେ ବଳବାନମାନେ ଖଡ୍ଗ ରେ ନିହତ ହାଇେଛନ୍ତି, ସହେି ଅସୁନ୍ନତ ଲୋକମାନେ ପାତାଳଗାମୀ ହାଇେ ସ୍ଥିର ହାଇେ ଶଯନ କରିଛନ୍ତି। ଆଉ ସମାନେେ ସହେି ପାତାଳ ମଧ୍ଯରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।

fullscreen22 ଅଶୂର ଓ ତାହାର ସମସ୍ତ ଜନସମାଜ ସଠାେ ରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗ ରେ ଅଛି, ସମାନେେ ସମସ୍ତେ ହତ, ଖଡ୍ଗ ଦ୍ବାରା ପତିତ ହାଇେଅଛନ୍ତି। ଆଉ ଗର୍ତ୍ତର ଶଷେ ସୀମା ରେ ସମାନଙ୍କେୁ କବର ଦିଆୟାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗ ରେ ଅଛନ୍ତି।

fullscreen23 ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।

fullscreen24 ଏଲମ ଓ ତା'ର ଲୋକମାନେ ସଠାେ ରେ ଅଛନ୍ତି, ସମାନେେ ସମସ୍ତେ ୟୁଦ୍ଧ ରେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। ସମାନଙ୍କେର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗ ରେ ଅଛି। ଆଉ ସମାନଙ୍କେ କବରର ଚତୁର୍ଦ୍ଦିଗ ରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥା ରେ କବରକୁ ୟାଇଛନ୍ତି। ସମାନେେ ଅନ୍ୟମାନଙ୍କ ସହିତ ସମାନଙ୍କେର ଅପମାନ ଭୋଗ କରିଅଛନ୍ତି।

fullscreen25 ନିହତ ଲୋକମାନଙ୍କ ମଧିଅରେ ତା' ପାଇଁ ଗୋଟିଏ ଶୟ୍ଯା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା'ର କବରର ଚତୁର୍ଦ୍ଦିଗ ରେ ଅଛନ୍ତି। ସହେି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। କାରଣ ସମାନଙ୍କେ ଆତଙ୍କ ଜୀବିତମାନଙ୍କ ମଧିଅରେ ବ୍ଯାପିଗଲା। ସମାନେେ ସମାନଙ୍କେର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧିଅରେ ରହିଲେ।

fullscreen26 ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।

fullscreen27 ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।

fullscreen28 ହେ ମିଶର, ତୁମ୍ଭେ ମଧ୍ଯ ଅସୁନ୍ନତମାନଙ୍କ ମଧିଅରେ ବିନାଶ ହବେ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ସହିତ ଶଯନ କରିବ।

fullscreen29 ସେ ସ୍ଥାନ ରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସମାନେେ ୟୁଦ୍ଧ ରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସମାନେେ ଜୀବନ ରେ ସମାନଙ୍କେର ଶକ୍ତିପାଇଁ ପରିଚିତ ଥିଲେ।

fullscreen30 ଏମାନେ ଉତ୍ତର ଦେଶୀଯ ମୁଖ୍ଯ ଓ ସୀଦୋନର ସୈନ୍ଯଗଣ ଥିଲେ। ସମାନେେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ୟାଇଅଛନ୍ତି। ସମାନଙ୍କେର ଶକ୍ତି ସତ୍ତ୍ବେ, ୟୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହାଇେ ଲଜ୍ଜିତ ହାଇେଛନ୍ତି। ସମାନେେ କବର ରେ ଅନ୍ଯାନ୍ଯ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହାଇେଛନ୍ତି।

fullscreen31 ଫାରୋ ସମାନଙ୍କେୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷଯ ରେ ସାନ୍ତ୍ବନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ଯ ଖଡ୍ଗ ରେ ନିହତ ହାଇେଅଛନ୍ତି। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

17 It came to pass also in the twelfth year, in the fifteenth day of the month, that the word of the Lord came unto me, saying,

18 Son of man, wail for the multitude of Egypt, and cast them down, even her, and the daughters of the famous nations, unto the nether parts of the earth, with them that go down into the pit.

19 Whom dost thou pass in beauty? go down, and be thou laid with the uncircumcised.

20 They shall fall in the midst of them that are slain by the sword: she is delivered to the sword: draw her and all her multitudes.

21 The strong among the mighty shall speak to him out of the midst of hell with them that help him: they are gone down, they lie uncircumcised, slain by the sword.

22 Asshur is there and all her company: his graves are about him: all of them slain, fallen by the sword:

23 Whose graves are set in the sides of the pit, and her company is round about her grave: all of them slain, fallen by the sword, which caused terror in the land of the living.

24 There is Elam and all her multitude round about her grave, all of them slain, fallen by the sword, which are gone down uncircumcised into the nether parts of the earth, which caused their terror in the land of the living; yet have they borne their shame with them that go down to the pit.

25 They have set her a bed in the midst of the slain with all her multitude: her graves are round about him: all of them uncircumcised, slain by the sword: though their terror was caused in the land of the living, yet have they borne their shame with them that go down to the pit: he is put in the midst of them that be slain.

26 There is Meshech, Tubal, and all her multitude: her graves are round about him: all of them uncircumcised, slain by the sword, though they caused their terror in the land of the living.

27 And they shall not lie with the mighty that are fallen of the uncircumcised, which are gone down to hell with their weapons of war: and they have laid their swords under their heads, but their iniquities shall be upon their bones, though they were the terror of the mighty in the land of the living.

28 Yea, thou shalt be broken in the midst of the uncircumcised, and shalt lie with them that are slain with the sword.

29 There is Edom, her kings, and all her princes, which with their might are laid by them that were slain by the sword: they shall lie with the uncircumcised, and with them that go down to the pit.

30 There be the princes of the north, all of them, and all the Zidonians, which are gone down with the slain; with their terror they are ashamed of their might; and they lie uncircumcised with them that be slain by the sword, and bear their shame with them that go down to the pit.

31 Pharaoh shall see them, and shall be comforted over all his multitude, even Pharaoh and all his army slain by the sword, saith the Lord God.

Ezekiel 32 in Tamil and English

17 ଦ୍ବାଦଶ ବର୍ଷର, ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
It came to pass also in the twelfth year, in the fifteenth day of the month, that the word of the Lord came unto me, saying,

18 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ଜନସମାଜ ବିଷଯ ରେ ଶୋକ କର ଏବଂ ତାକୁ ଓ ତାହାର ଜାତିମାନଙ୍କର କନ୍ଯାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଭୂତଳ ରେ ପକାଇ ଦିଅ।
Son of man, wail for the multitude of Egypt, and cast them down, even her, and the daughters of the famous nations, unto the nether parts of the earth, with them that go down into the pit.

19 ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
Whom dost thou pass in beauty? go down, and be thou laid with the uncircumcised.

20 ମିଶର ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ପଡ଼ିବ। ସେ ଖଡ୍ଗ ରେ ସମର୍ପିତ ହାଇେଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନଇୟୋଅ।
They shall fall in the midst of them that are slain by the sword: she is delivered to the sword: draw her and all her multitudes.

21 ବୀରଗଣ ମଧିଅରେ ବଳବାନମାନେ ଖଡ୍ଗ ରେ ନିହତ ହାଇେଛନ୍ତି, ସହେି ଅସୁନ୍ନତ ଲୋକମାନେ ପାତାଳଗାମୀ ହାଇେ ସ୍ଥିର ହାଇେ ଶଯନ କରିଛନ୍ତି। ଆଉ ସମାନେେ ସହେି ପାତାଳ ମଧ୍ଯରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ।
The strong among the mighty shall speak to him out of the midst of hell with them that help him: they are gone down, they lie uncircumcised, slain by the sword.

22 ଅଶୂର ଓ ତାହାର ସମସ୍ତ ଜନସମାଜ ସଠାେ ରେ ଅଛନ୍ତି, ତାହାର କବର ସକଳ ତାହାର ଚତୁର୍ଦ୍ଦିଗ ରେ ଅଛି, ସମାନେେ ସମସ୍ତେ ହତ, ଖଡ୍ଗ ଦ୍ବାରା ପତିତ ହାଇେଅଛନ୍ତି। ଆଉ ଗର୍ତ୍ତର ଶଷେ ସୀମା ରେ ସମାନଙ୍କେୁ କବର ଦିଆୟାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗ ରେ ଅଛନ୍ତି।
Asshur is there and all her company: his graves are about him: all of them slain, fallen by the sword:

23 ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।
Whose graves are set in the sides of the pit, and her company is round about her grave: all of them slain, fallen by the sword, which caused terror in the land of the living.

24 ଏଲମ ଓ ତା'ର ଲୋକମାନେ ସଠାେ ରେ ଅଛନ୍ତି, ସମାନେେ ସମସ୍ତେ ୟୁଦ୍ଧ ରେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। ସମାନଙ୍କେର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗ ରେ ଅଛି। ଆଉ ସମାନଙ୍କେ କବରର ଚତୁର୍ଦ୍ଦିଗ ରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥା ରେ କବରକୁ ୟାଇଛନ୍ତି। ସମାନେେ ଅନ୍ୟମାନଙ୍କ ସହିତ ସମାନଙ୍କେର ଅପମାନ ଭୋଗ କରିଅଛନ୍ତି।
There is Elam and all her multitude round about her grave, all of them slain, fallen by the sword, which are gone down uncircumcised into the nether parts of the earth, which caused their terror in the land of the living; yet have they borne their shame with them that go down to the pit.

25 ନିହତ ଲୋକମାନଙ୍କ ମଧିଅରେ ତା' ପାଇଁ ଗୋଟିଏ ଶୟ୍ଯା ପ୍ରସ୍ତୁତ କରିଅଛନ୍ତି। ସମସ୍ତ ଲୋକ ତା'ର କବରର ଚତୁର୍ଦ୍ଦିଗ ରେ ଅଛନ୍ତି। ସହେି ଅସୁନ୍ନତମାନେ, ଯେଉଁମାନେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। କାରଣ ସମାନଙ୍କେ ଆତଙ୍କ ଜୀବିତମାନଙ୍କ ମଧିଅରେ ବ୍ଯାପିଗଲା। ସମାନେେ ସମାନଙ୍କେର ଲଜ୍ଜାକୁ ଅନ୍ୟମାନଙ୍କ ସହିତ ବାଣ୍ଟିଲେ, ଯେଉଁମାନେ କବରକୁ ଗଲେ, ସେ ଶବମାନଙ୍କ ମଧିଅରେ ରହିଲେ।
They have set her a bed in the midst of the slain with all her multitude: her graves are round about him: all of them uncircumcised, slain by the sword: though their terror was caused in the land of the living, yet have they borne their shame with them that go down to the pit: he is put in the midst of them that be slain.

26 ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।
There is Meshech, Tubal, and all her multitude: her graves are round about him: all of them uncircumcised, slain by the sword, though they caused their terror in the land of the living.

27 ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।
And they shall not lie with the mighty that are fallen of the uncircumcised, which are gone down to hell with their weapons of war: and they have laid their swords under their heads, but their iniquities shall be upon their bones, though they were the terror of the mighty in the land of the living.

28 ହେ ମିଶର, ତୁମ୍ଭେ ମଧ୍ଯ ଅସୁନ୍ନତମାନଙ୍କ ମଧିଅରେ ବିନାଶ ହବେ ଓ ଖଡ୍ଗ ରେ ନିହତ ଲୋକମାନଙ୍କ ସହିତ ଶଯନ କରିବ।
Yea, thou shalt be broken in the midst of the uncircumcised, and shalt lie with them that are slain with the sword.

29 ସେ ସ୍ଥାନ ରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସମାନେେ ୟୁଦ୍ଧ ରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସମାନେେ ଜୀବନ ରେ ସମାନଙ୍କେର ଶକ୍ତିପାଇଁ ପରିଚିତ ଥିଲେ।
There is Edom, her kings, and all her princes, which with their might are laid by them that were slain by the sword: they shall lie with the uncircumcised, and with them that go down to the pit.

30 ଏମାନେ ଉତ୍ତର ଦେଶୀଯ ମୁଖ୍ଯ ଓ ସୀଦୋନର ସୈନ୍ଯଗଣ ଥିଲେ। ସମାନେେ ଅନ୍ୟ ମୃତ ଲୋକମାନଙ୍କ ସହିତ ଓହ୍ଲାଇ ୟାଇଅଛନ୍ତି। ସମାନଙ୍କେର ଶକ୍ତି ସତ୍ତ୍ବେ, ୟୁଦ୍ଧ ଭୂମିରେ ନିହତ ଅସୁନ୍ନତ ଲୋକମାନଙ୍କ ସହିତ ପତିତ ହାଇେ ଲଜ୍ଜିତ ହାଇେଛନ୍ତି। ସମାନେେ କବର ରେ ଅନ୍ଯାନ୍ଯ ମୃତ ଲୋକମାନଙ୍କ ସହିତ ଲଜ୍ଜିତ ହାଇେଛନ୍ତି।
There be the princes of the north, all of them, and all the Zidonians, which are gone down with the slain; with their terror they are ashamed of their might; and they lie uncircumcised with them that be slain by the sword, and bear their shame with them that go down to the pit.

31 ଫାରୋ ସମାନଙ୍କେୁ ଦେଖିବେ ଓ ନିଜ ଲୋକମାନଙ୍କ ବିଷଯ ରେ ସାନ୍ତ୍ବନା ପାଇବେ। ଫାରୋ ଓ ତାଙ୍କର ସମସ୍ତ ସୈନ୍ଯ ଖଡ୍ଗ ରେ ନିହତ ହାଇେଅଛନ୍ତି। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Pharaoh shall see them, and shall be comforted over all his multitude, even Pharaoh and all his army slain by the sword, saith the Lord God.