Ezekiel 31:9 in Oriya

Oriya Oriya Bible Ezekiel Ezekiel 31 Ezekiel 31:9

Ezekiel 31:9
ମୁଁ ତାହାକୁ ବହୁ ଶାଖାବିଶିଷ୍ଟ କରି ତାକୁ ରମଣୀଯ କଲି। ଏଣୁ ପରମେଶ୍ବରଙ୍କ ଉଦ୍ୟାନ ଏଦୋନ ରେ ସକଳବୃକ୍ଷ ତାହାକୁ ଇର୍ଷା କଲେ।'

Ezekiel 31:8Ezekiel 31Ezekiel 31:10

Ezekiel 31:9 in Other Translations

King James Version (KJV)
I have made him fair by the multitude of his branches: so that all the trees of Eden, that were in the garden of God, envied him.

American Standard Version (ASV)
I made it fair by the multitude of its branches, so that all the trees of Eden, that were in the garden of God, envied it.

Bible in Basic English (BBE)
I made it beautiful with its mass of branches: so that all the trees in the garden of God were full of envy of it.

Darby English Bible (DBY)
I had made him fair by the multitude of his branches; and all the trees of Eden, that were in the garden of God, envied him.

World English Bible (WEB)
I made it beautiful by the multitude of its branches, so that all the trees of Eden, that were in the garden of God, envied it.

Young's Literal Translation (YLT)
Fair I have made him in the multitude of his thin shoots, And envy him do all trees of Eden that `are' in the garden of God.

I
have
made
יָפֶ֣הyāpeya-FEH
him
fair
עֲשִׂיתִ֔יוʿăśîtîwuh-see-TEEOO
multitude
the
by
בְּרֹ֖בbĕrōbbeh-ROVE
of
his
branches:
דָּֽלִיּוֹתָ֑יוdāliyyôtāywda-lee-yoh-TAV
all
that
so
וַיְקַנְאֻ֙הוּ֙wayqanʾuhûvai-kahn-OO-HOO
the
trees
כָּלkālkahl
of
Eden,
עֲצֵיʿăṣêuh-TSAY
that
עֵ֔דֶןʿēdenA-den
garden
the
in
were
אֲשֶׁ֖רʾăšeruh-SHER
of
God,
בְּגַ֥ןbĕganbeh-ɡAHN
envied
הָאֱלֹהִֽים׃hāʾĕlōhîmha-ay-loh-HEEM

Cross Reference

Ezekiel 28:13
ତୁମ୍ଭେ ପରମେଶ୍ବର ଉଦ୍ୟାନ ଏଦନ ରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ୟ୍ଯମଣି, ଗୋମଦେକମଣି, ସୂର୍ୟ୍ଯକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ୟାବତୀଯ ବହୁମୂଲ୍ଯ ପ୍ରସ୍ତର ସୁବର୍ଣ୍ଣ ରେ ଖଚିତ ହାଇେଥିଲା। ତୁମ୍ଭେ ସୃଷ୍ଟି ହବୋ ଦିନରୁ ସମସ୍ତ ସୌନ୍ଦର୍ୟ୍ଯ ଶିଳ୍ପ ଚାଚୁରୀ ରେ ପରିପୂର୍ଣ୍ଣ ଥିଲା।

Isaiah 51:3
ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।

Genesis 13:10
ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

Ezekiel 31:16
ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।

Ezekiel 31:18
ମିଶର, ୟିଏକି ମହାନତା ରେ ଗୌରବ ରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି ? ଏହା ବ୍ଯତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାୟିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧିଅରେ ଖଡ୍ଗହତ ଲୋକମାନଙ୍କ ସହିତ ଶଯନ କରିବ। ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ। ସଦାପ୍ରଭୁ, ମାରେ ପ୍ରଭୁ ତାହା କରିଛନ୍ତି।

Daniel 2:21
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।

Daniel 2:37
ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।

Daniel 4:22
ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।

Daniel 5:20
କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ଯ ତାଙ୍କଠାରୁ ନିଆଗଲା। ତା'ପ ରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡି ନିଆଗଲା।

Zechariah 11:2
ତୁମ୍ଭେ ଦବଦୋରୁ ଜୀତୀଯ ବୃକ୍ଷ ଶୋକ କର କାରଣ ଦବଦୋରୁ ପଡିୟାଇଛି। ଶକ୍ତିଶାଳୀମାନେ ଧ୍ବଂସ ହାଇେଛନ୍ତି। ଶୋକ କର, ହେ ବାଶନର ଆଲୋନ୍ ବୃକ୍ଷ ସହେି ଦୁର୍ଗମ ବନ କଟାଗଲା।

James 4:5
ତୁମ୍ଭେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ ହେ : ପରମେଶ୍ବର ଆମ୍ଭ ମଧିଅରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦଇେଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିବା ନିମନ୍ତେ ଚାହାଁନ୍ତି।334

Ezekiel 17:24
ତାହା ହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପା ରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପା ରେ। ପୁଣି ସତଜେ ବୃକ୍ଷକୁ ଶୁଷ୍କ କରିପା ରେ ଓ ଶୁଷ୍କ ବୃକ୍ଷକୁ ସତଜେ କରିପା ରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।

Ezekiel 17:22
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନଇୟିବେି ଓ ତା'ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷ ରେ ରୋପଣ କରିବି।

Ezekiel 16:14
ମୁଁ ତୁମ୍ଭକୁ ଏପରି ସୌନ୍ଦର୍ୟ୍ଯ ରେ ମାରେ ଐଶ୍ବର୍ୟ୍ଯ ଦ୍ବାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ୟ୍ଯର ସୁଖ୍ଯାତି ନାନା ଦେଶ ରେ ବ୍ଯାପିଗଲା।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Genesis 26:14
ତାଙ୍କର ପଲପଲ ମଷେ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଇର୍ଷା କରିବାକୁ ଲାଗିଲେ।

Genesis 37:11
ଯୋଷଫେର ଭାଇମାନେ ତାଙ୍କ ପ୍ରତି ବହୁତ ଇର୍ଷାପରାଯଣ ହେଲେ। କିନ୍ତୁ ଯୋଷଫେର ପିତା ଏକଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ'ଣ ହାଇପୋ ରେ।

Exodus 9:16
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।

Judges 9:8
ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷକେ କରିବାକୁ ଗଲେ। ସମାନେେ ଜିତ ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ବ କର।

1 Samuel 18:15
ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ର ରେ ବିଜଯୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଭୟ କରିବାକୁ ଲାଗିଲେ।

Psalm 75:6
କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ।

Psalm 96:12
ବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ।

Proverbs 27:4
କଠାେର ହୃଦଯ ଓ କୋର୍ଧ ପ୍ରଳଯଙ୍କାରୀ, କହେି ଅନ୍ତଜ୍ଜ୍ବାଳା ଆଗ ରେ ଠିଆ ହାଇେ ପାରିବ ନାହିଁ।

Ecclesiastes 4:4
ଏହାପ ରେ ମୁଁ ଭାବିଲି, କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି। ମୁଁ ଦେଖିଲି ଲୋକମାନେ ଜୀବନ ରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସମାନେେ କବେେ ଚାହାଁନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ଯ ଅଟେ।

Isaiah 55:12
ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।

Genesis 2:8
ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।