Ezekiel 18:21 ଏବଂ ଦୁଷ୍ଟ ଲୋକ ଯବେେ ପାପ ପଥରୁ ବିରତ ହୁଏ, ମାରେ ବିଧି ସକଳ ପାଳନ କରେ ଓ ନ୍ଯାଯ ଏବଂ ଧର୍ମାଚରଣ କରେ ତବେେ ସେ ନିଶ୍ଚଯ ବଞ୍ଚିବ, ସେ ମରିବ ନାହିଁ।
Ezekiel 18:21 in Other Translations
King James Version (KJV) But if the wicked will turn from all his sins that he hath committed, and keep all my statutes, and do that which is lawful and right, he shall surely live, he shall not die.
American Standard Version (ASV) But if the wicked turn from all his sins that he hath committed, and keep all my statutes, and do that which is lawful and right, he shall surely live, he shall not die.
Bible in Basic English (BBE) But if the evil-doer, turning away from all the sins which he has done, keeps my rules and does what is ordered and right, life will certainly be his; death will not be his fate.
Darby English Bible (DBY) And the wicked, if he turn from all his sins which he hath committed, and keep all my statutes, and do judgment and justice, he shall certainly live, he shall not die.
World English Bible (WEB) But if the wicked turn from all his sins that he has committed, and keep all my statutes, and do that which is lawful and right, he shall surely live, he shall not die.
Young's Literal Translation (YLT) And the wicked -- when he turneth back From all his sins that he hath done, And he hath kept all My statutes, And hath done judgment and righteousness, He doth surely live, he doth not die.
Read Full Chapter :
Ezekiel 18
Cross Reference
ଯିହିଜିକଲ 18:27
ଦୁଷ୍ଟଲୋକ ଯେତବେେଳେ ନିଜ ଦୁଷ୍ଟତାରୁ ବିରତ ହାଇେ ନ୍ଯାଯ ଓ ଧର୍ମାଚରଣ କରେ ସେତବେେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ।
ଯିହିଜିକଲ 33:19
ଯଦି ଜଣେ ଦୁଷ୍ଟ ଆପଣା ଦୁଷ୍ଟତାରୁ ଫରେି ନ୍ଯାଯ ଓ ଧର୍ମାଚରଣ କରେ ସେ ବଞ୍ଚିବ।
ଯିହିଜିକଲ 18:9
ସେ ମାେ ନିଯମାନୁସା ରେ ଜୀବନ ଧାରଣ କରେ ଏବଂ ମାେ ନିଯମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ। ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସହେି ମନୁଷ୍ଯ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।
ଯିହିଜିକଲ 18:19
କିନ୍ତୁ ତୁମ୍ଭେ ପଚାରୁଛ, 'ପିତାର ପାପର ଦଣ୍ଡ ତା'ର ପୁତ୍ର କାହିଁକି ବହନ ନ କରିବ ?' କାରଣ ଯାହା ନ୍ଯାଯ ଓ ଯଥାର୍ଥ ସେ କରେ ଏବଂ ମାେ ନିଯମ ମାନେ ଓ ପ୍ରଯୋଗ କରେ। ସେ ନିଶ୍ଚଯ ଭାବରେ ବଞ୍ଚିବ।
ହିତୋପଦେଶ 28:13
ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
ଲୂକଲିଖିତ ସୁସମାଚାର 24:47
ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ।
ଯିହିଜିକଲ 18:30
ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।
ଯିହିଜିକଲ 18:5
ଯଦି ଜଣେ ମନୁଷ୍ଯ ଧାର୍ମିକ ହୁଏ, ତବେେ ନ୍ଯାଯ ଓ ଯଥାର୍ଥ କରେ।
ଯିହିଜିକଲ 18:17
ସେ ଦୀନଦରିଦ୍ରକୁ ସାହାୟ୍ଯ କରେ, ସୁଧ ନ ନଇେ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମାରେନୀତି ନିଯମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାେଶ ମରିବ ନାହିଁ, ସେ ନିଶ୍ଚଯ ବଞ୍ଚିବ।
ଯିହିଜିକଲ 33:11
ତବେେ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣ ରେ ଆମ୍ଭର ସନ୍ତାଷେ ନାହିଁା କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହାଇେ ବଞ୍ଚେ, ସେଥି ରେ ଆମ୍ଭେ ସନ୍ତାଷେ ଲାଭ କରୁ। ତେଣୁ ତୁମ୍ଭମାନେେ ନିଜ ନିଜ କୁପଥରୁ ଫରେ ଓ ମାରେ ନିକଟବର୍ତ୍ତୀ ହୁଅ। ହେ ଇଶ୍ରାୟେଲ ବଂଶ ତୁମ୍ଭେ କାହିଁକି ମରିବ ?'
ଯିହିଜିକଲ 36:27
ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।
ଲୂକଲିଖିତ ସୁସମାଚାର 1:6
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:19
ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:18
ତୁମ୍ଭେ ସହେି ଲୋକମାନଙ୍କୁ ସତ୍ଯ ପଥ ଦଖାଇବେ ଓ ସମାନଙ୍କେୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସମାନଙ୍କେୁ ଶୟତାନର ଶକ୍ତି ନିକଟରୁ ଦୂ ରଇେ ନଇେ ପରମେଶ୍ବରଙ୍କ ପାଖକୁ ଆଣିବ। ତବେେ ସମାନଙ୍କେର ପାପକୁ କ୍ଷମା କରାୟିବ। ଯେଉଁମାନେ ମାେତେ ବିଶ୍ବାସ କରି ପବିତ୍ର ହାଇେଛନ୍ତି ସମାନଙ୍କେ ମଧିଅରେ ସମାନେେ ସ୍ଥାନ ପାଇବେ।'
ଆଦି ପୁସ୍ତକ 26:5
ମୁଁ ଏହା କରିବି, କାରଣ ତୁମ୍ଭର ପିତା ଅବ୍ରହାମ ମାରେ କଥା ମାନିଥିଲେ ଓ ମୁଁ ଯାହା କହିଥିଲି ତାହା କରିଥିଲେ। ଅବ୍ରହାମ ମାରେ ଆଦେଶ, ନିଯମ ଓ ବିଧିସବୁ ମାନିଲେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:11
ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
ଯାକୁବଙ୍କ ପତ୍ 2:14
ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !
ଯାକୁବଙ୍କ ପତ୍ 2:26
ଆତ୍ମା ନ ଥିଲେ ଜଣେ ମନୁଷ୍ଯର ଶରୀରଟି ମୃତ ହାଇଯୋଏ। ସହେିପରି ବିଶ୍ବାସ ବିଷୟ ରେ ମଧ୍ଯ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ବାସ ମୃତ ଅଟେ।
ଯାକୁବଙ୍କ ପତ୍ 4:8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:13
ଯଦି ତୁମ୍ଭମାନେେ ତୁମ୍ଭ ପାପପୂର୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ଯବହାର କର, ତା ହେଲେ ତୁମ୍ଭମାନେେ ଆତ୍ମିକ ରୂପରେ ମରିୟିବ। କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କୁ ଶରୀର ମାଧ୍ଯମ ରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ଯବହାର କର, ତା' ହେଲେ ତୁମ୍ଭମାନେେ ପ୍ରକୃତ ଜୀବନ ପାଇବ।
ଦିତୀୟ ବଂଶାବଳୀ 33:12
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।
ଗୀତସଂହିତା 119:1
ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନୟାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିଯମସବୁ ଅନୁସରଣ କରନ୍ତି, ସମାନେେ ଧନ୍ଯ !
ଗୀତସଂହିତା 119:80
ସଦାପ୍ରଭୁ ମୁଁ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭର ନିଯମକୁ ମାନିପାରେ, ତବେେ ମୁଁ ଲଜ୍ଜିତ ହବେି ନାହିଁ।
ଗୀତସଂହିତା 119:112
ତୁମ୍ଭର ନିଯମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମାରେ ପୁରସ୍କାର ହବେ।
ଯିଶାଇୟ 1:16
ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।
ଯିଶାଇୟ 55:6
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।
ଯିହିଜିକଲ 3:21
କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚତନୋ ନଲୋ। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।