Exodus 6:9 in Oriya

Oriya Oriya Bible Exodus Exodus 6 Exodus 6:9

Exodus 6:9
ତେଣୁ ମାଶାେ ଏହିସବୁ ଘଟଣା ଇଶ୍ରାୟେଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସମାନଙ୍କେର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସମାନେେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମାଶାଙ୍କେର କଥା ଶୁଣିବା ପାଇଁ ତାଙ୍କର ଆଉ ଧର୍ୟ୍ଯ ନଥିଲା।

Exodus 6:8Exodus 6Exodus 6:10

Exodus 6:9 in Other Translations

King James Version (KJV)
And Moses spake so unto the children of Israel: but they hearkened not unto Moses for anguish of spirit, and for cruel bondage.

American Standard Version (ASV)
And Moses spake so unto the children of Israel: but they hearkened not unto Moses for anguish of spirit, and for cruel bondage.

Bible in Basic English (BBE)
And Moses said these words to the children of Israel, but they gave no attention to him, because of the grief of their spirit and the cruel weight of their work.

Darby English Bible (DBY)
And Moses spoke thus to the children of Israel; but they did not listen to Moses from anguish of spirit, and from hard service.

Webster's Bible (WBT)
And Moses spoke so to the children of Israel: but they hearkened not to Moses, by reason of anguish of spirit, and cruel bondage.

World English Bible (WEB)
Moses spoke so to the children of Israel, but they didn't listen to Moses for anguish of spirit, and for cruel bondage.

Young's Literal Translation (YLT)
And Moses speaketh so unto the sons of Israel, and they hearkened not unto Moses, for anguish of spirit, and for harsh service.

And
Moses
וַיְדַבֵּ֥רwaydabbērvai-da-BARE
spake
מֹשֶׁ֛הmōšemoh-SHEH
so
כֵּ֖ןkēnkane
unto
אֶלʾelel
children
the
בְּנֵ֣יbĕnêbeh-NAY
of
Israel:
יִשְׂרָאֵ֑לyiśrāʾēlyees-ra-ALE
hearkened
they
but
וְלֹ֤אwĕlōʾveh-LOH
not
שָֽׁמְעוּ֙šāmĕʿûsha-meh-OO
unto
אֶלʾelel
Moses
מֹשֶׁ֔הmōšemoh-SHEH
for
anguish
מִקֹּ֣צֶרmiqqōṣermee-KOH-tser
spirit,
of
ר֔וּחַrûaḥROO-ak
and
for
cruel
וּמֵֽעֲבֹדָ֖הûmēʿăbōdâoo-may-uh-voh-DA
bondage.
קָשָֽׁה׃qāšâka-SHA

Cross Reference

Exodus 5:21
ତେଣୁ ସମାନେେ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସମାନଙ୍କେ ହସ୍ତ ରେ ଆମ୍ଭମାନଙ୍କୁ ହତ୍ଯା କରିବା ପାଇଁ ଅସ୍ତ୍ର ରେ ସଜ୍ଜିତ କରିଛ।

Exodus 14:12
ଆମ୍ଭମାନେେ କ'ଣ ମିଶର ରେ କହିନଥିଲୁ ଏହିପରି ଘଟିବ ବୋଲି? ମିଶର ରେ ଆମ୍ଭମାନେେ ତୁମ୍ଭକୁ କହିଲୁ, 'ଆମ୍ଭକୁ ବିବ୍ରତ କରନାହିଁ। ଆମ୍ଭକୁ ଏହିଠା ରେ ରହି ମିଶରୀଯମାନଙ୍କର ଦାସ ହବୋକୁ ଦିଅ।' ମରୁଭୂମିରେ ମୃତ୍ଯୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହବେ।

Numbers 21:4
ତା'ପରେ ସମାନେେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହାରେ ପର୍ବତରୁ ଲୋହିତ ସାଗର ପଥ ଦଇେ ୟାତ୍ରା କଲେ। ପୁଣି ଦୀର୍ଘପଥ ୟୋଗୁଁ ସମାନେେ ର୍ଧୈୟ୍ଯହରା ହାଇଗେଲେ।

Job 21:4
ମୁଁ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରୁ ନାହିଁ। ଏହାର ମଧ୍ଯ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ର୍ଧୈୟ୍ଯ ଧରିପାରୁ ନାହିଁ।

Proverbs 14:19
ମନ୍ଦ ଲୋକମାନେ ଉତ୍ତମ ଲୋକମାନଙ୍କ ଆଗ ରେ ପରାସ୍ତ ହାଇେ ମଥାନତ କରିବେ ଏବଂ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କ ଆଗ ରେ ମଥାନତ କରିବେ।