Exodus 3:2 ସହେି ପର୍ବତ ରେ, ମାଶାେ ଦେଖିଲେ ସଦାପ୍ରଭୁଙ୍କର ଏକ ଦୂତ ଏକ ଜ୍ବଳନ୍ତା ବୁଦା ମଧିଅରେ ଥିଲା। ମାଶାେ ଦେଖିଲେ, ବୁଦା ରେ ଅଗ୍ନି ଲଗିଥିଲେ ମଧ୍ଯ ତାହା ଧ୍ବଂସ ହେଉ ନଥିଲା।
Exodus 3:2 in Other Translations
King James Version (KJV) And the angel of the LORD appeared unto him in a flame of fire out of the midst of a bush: and he looked, and, behold, the bush burned with fire, and the bush was not consumed.
American Standard Version (ASV) And the angel of Jehovah appeared unto him in a flame of fire out of the midst of a bush: and he looked, and, behold, the bush burned with fire, and the bush was not consumed.
Bible in Basic English (BBE) And the angel of the Lord was seen by him in a flame of fire coming out of a thorn-tree: and he saw that the tree was on fire, but it was not burned up.
Darby English Bible (DBY) And the Angel of Jehovah appeared to him in a flame of fire out of the midst of a thorn-bush: and he looked, and behold, the thorn-bush burned with fire, and the thorn-bush was not being consumed.
Webster's Bible (WBT) And the angel of the LORD appeared to him in a flame of fire out of the midst of a bush: and he looked, and behold, the bush burned with fire, and the bush was not consumed.
World English Bible (WEB) The angel of Yahweh appeared to him in a flame of fire out of the midst of a bush. He looked, and behold, the bush burned with fire, and the bush was not consumed.
Young's Literal Translation (YLT) and there appeareth unto him a messenger of Jehovah in a flame of fire, out of the midst of the bush, and he seeth, and lo, the bush is burning with fire, and the bush is not consumed.
Read Full Chapter :
Exodus 3
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 7:30
ଦୀର୍ଘ ଚ଼ାଳିଶବର୍ଷ ଅତିବାହିତ ହବୋ ପରେ ଜଣେ ସ୍ବର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ବଳନ୍ତା ବୁଦାର ଅଗ୍ନିଶିଖା ରେ ମାଶାଙ୍କେୁ ଦର୍ଶନ ଦେଲେ।
ଦିତୀୟ ବିବରଣ 33:16
ପୃଥିବୀ ତା'ର ଉତ୍ତମତା ଯୋଷଫଙ୍କେକ୍ସ୍ଟ ଦେଉ। ୟିଏ ଜଳନ୍ତା ବକ୍ସ୍ଟଦା ରେ ବାସକରନ୍ତି ତାହାଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ଯୋଷଫଙ୍କେ ମସ୍ତକରେ ଆଶୀର୍ବାଦ ପଡକ୍ସ୍ଟ। ୟିଏ କି ଭାଇମାନଙ୍କ ସବୋ ରେ ନିଜକକ୍ସ୍ଟ ଉତ୍ସର୍ଗ କଲେ।
ମାର୍କଲିଖିତ ସୁସମାଚାର 12:26
ପୁନରୁତ୍ଥିତ ଲୋକଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମାଶାଙ୍କେ ପୁସ୍ତକରେ ଲିଖିତ ବୃଥାବୃତ୍ତାନ୍ତଟି ପଢିନାହଁ? ସେଥି ରେ ପରମେଶ୍ବର ମାଶାଙ୍କେୁ କହିଛନ୍ତି, 'ମୁଁ ଅବ୍ରାହାମଙ୍କ ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର'।
ଲୂକଲିଖିତ ସୁସମାଚାର 20:37
ମାଶାେ ସ୍ପଷ୍ଟ ଭାବରେ ଦେଖଇେ ଦଇେଛନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠନ୍ତି। ମାଶାେ ଯେତବେେଳେ 'ଜ୍ବଳନ୍ତବୁଦା' ବିଷୟ ରେ ଲେଖିଲେ, ସେ କହିଥିଲେ ଯେ, 'ପ୍ରଭୁ(ପରମେଶ୍ବର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ବର, ୟିସ୍ହାକଙ୍କ ପରମେଶ୍ବର, ଓ ଯାକୁବଙ୍କ ପରମେଶ୍ବର'
ଯିଶାଇୟ 43:2
ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:8
ଭାଇ ଓ ଭଉଣୀମାନେ ! ଏସିଆ ଦେଶ ରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଚାହୁଁ ଯେପରି ସହେି ବିଷୟ ରେ ତୁମ୍ଭମାନେେ ମଧ୍ଯ ଜାଣ। ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭମାନେେ ଜୀବନର ସମସ୍ତ ଆଶା ହରାଇଥିଲୁ। ସହେି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।
ଯୋହନଲିଖିତ ସୁସମାଚାର 1:14
ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।
ଯିଶାଇୟ 63:9
ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।
ଯିଶାଇୟ 53:10
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।
ଦାନିଏଲ 3:27
ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦଶାେଧ୍ଯକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରୀତ ହାଇେ ସହେି ତିନିଜଣଙ୍କୁ ଦେଖିଲେ ଯେ ଅଗ୍ନି ସମାନଙ୍କେର ଶରୀର ରେ କୌଣସି ଅଂଶ ଦଗ୍ଧ କରିନାହିଁ। ସମାନଙ୍କେ ମସ୍ତକର କେଶ କି ସମାନଙ୍କେର ପାଇଜାମା ଦଗ୍ଧ ହାଇନୋହିଁ କି ସମାନଙ୍କେର ଶରୀର ରେ ଅଗ୍ନିର ଗନ୍ଧ ନାହିଁ।
ହୋଶେୟ 12:4
ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।
ଆଦି ପୁସ୍ତକ 15:13
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।
ମଲାଖୀ 3:1
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ ରରଣେ କରିବା। ଆଉ ଦେଖ ତୁମ୍ଭମାନେେ ଯେଉଁ ପ୍ରଭୁଙ୍କୁ ଅନ୍ବଷେଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚଯ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷଯ ରେ ସନ୍ତୁଷ୍ଟ ସେ ଆସୁଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:3
ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
ଯିଖରିୟ 13:7
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ହେ ଖଡ୍ଗ, ୟାଅ! ଏବଂ ମଷେପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। ମଷେପାଳକଙ୍କୁ ଆଘାତ କର, ଯେପରି ମଷେପଲ ପଳାଯନ କରିବେ। ଆମ୍ଭେ ଆପଣା ହସ୍ତ ସହେି କ୍ଷୁଦ୍ରମାନଙ୍କ ବିରୁଦ୍ଧ ରେ ଉଠାଇବା।
ଆଦି ପୁସ୍ତକ 16:7
ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।
ଆଦି ପୁସ୍ତକ 22:15
ସଦାପ୍ରଭୁଙ୍କର ଦୂତ ଦ୍ବିତୀୟଥର ଅବ୍ରହାମଙ୍କୁ ସ୍ବର୍ଗରୁ ଡାକିଲେ।
ଆଦି ପୁସ୍ତକ 48:16
ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।
ଯାତ୍ରା ପୁସ୍ତକ 3:4
ସଦାପ୍ରଭୁ ଦେଖିଲେ, ମାଶାେ ବୁଦା ଆଡକୁ ଆସୁଛନ୍ତି। ତେଣୁ ପରମେଶ୍ବର ବୁଦା ମଧ୍ଯରୁ ମାଶାଙ୍କେୁ ଡାକିଲେ, ପରମେଶ୍ବର କହିଲେ, ମାଶାେ, ମାଶାେ!
ଯାତ୍ରା ପୁସ୍ତକ 3:16
ସଦାପ୍ରଭୁ ଆହୁରି କହିଲେ, ୟାଅ ଏବଂ ଇଶ୍ରାୟେଲୀୟ ପ୍ରାଚୀନଗଣଙ୍କୁ କୁହ, 'ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର, ମାେତେ କହି ଅଛନ୍ତି, ମିଶରୀଯମାନଙ୍କ ଦ୍ବାରା ତୁମ୍ଭଙ୍କୁ ଦିଆୟାଇଥିବା ୟନ୍ତ୍ରଣାସବୁ, ଆମ୍ଭେ ଟିପି ନଇେଅଛୁ।
ଦିତୀୟ ବିବରଣ 4:20
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଏକ ଲକ୍ସ୍ଟହା ତରଳା ଯାଉଥିବା ଚକ୍ସ୍ଟଲ୍ଲାରକ୍ସ୍ଟ କାଢି ଆଣିବା ତକ୍ସ୍ଟଲ୍ଯ, ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି। ଏବଂ ସେ ତୁମ୍ଭମାନଙ୍କୁ ତାଙ୍କର ମୂଲ୍ଯବାନ ଲୋକ ହବୋ ପାଇଁ ଆଣିଛନ୍ତି, ତୁମ୍ଭମାନେେ ଯେପରି ଆଜି ହାଇେଛ।
ଗୀତସଂହିତା 66:12
ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସମାନଙ୍କେର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ୟିବାକୁ ଦଇେଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ଯ ଦଇେ ଚାଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନଇେ ଆସିଛ।