Exodus 27

fullscreen1 ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

fullscreen2 ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।

fullscreen3 ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।

fullscreen4 ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।

fullscreen5 ୟଜ୍ଞବଦେୀର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ୟଜ୍ଞବଦେୀର ମଧ୍ଯଭାଗ ପର୍ୟ୍ଯନ୍ତ ପାଇବା ଉଚିତ୍।

fullscreen6 ୟଜ୍ଞବଦେୀର ଖମ୍ବ ଶିଟୀମ୍ କାଠ ରେ ନିର୍ମାଣ କରି ସେଥି ରେ ପିତ୍ତଳ ଆଚ୍ଛାଦନ କର।

fullscreen7 ପୁଣି ସହେି ବଦେୀକୁ ବହିବା ବେଳେ ବଦେୀର ଉଭୟ ପାଶର୍‌ବ ଉପରେ କଡା ମଧିଅରେ ସହେି ସାଙ୍ଗୀ ରଖ।

fullscreen8 ତୁମ୍ଭେ ୟଜ୍ଞବଦେୀକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତ ରେ ତୁମ୍ଭକୁ ଯେଉଁ ରୂପେ ଦଖାଇେଥିଲ ସହେିପରି ଭାବରେ ବଦେୀ ନିର୍ମାଣ କରାୟିବା ଉଚିତ୍।

1 And thou shalt make an altar of shittim wood, five cubits long, and five cubits broad; the altar shall be foursquare: and the height thereof shall be three cubits.

2 And thou shalt make the horns of it upon the four corners thereof: his horns shall be of the same: and thou shalt overlay it with brass.

3 And thou shalt make his pans to receive his ashes, and his shovels, and his basons, and his fleshhooks, and his firepans: all the vessels thereof thou shalt make of brass.

4 And thou shalt make for it a grate of network of brass; and upon the net shalt thou make four brasen rings in the four corners thereof.

5 And thou shalt put it under the compass of the altar beneath, that the net may be even to the midst of the altar.

6 And thou shalt make staves for the altar, staves of shittim wood, and overlay them with brass.

7 And the staves shall be put into the rings, and the staves shall be upon the two sides of the altar, to bear it.

8 Hollow with boards shalt thou make it: as it was shewed thee in the mount, so shall they make it.

Exodus 27 in Tamil and English

1 ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।
And thou shalt make an altar of shittim wood, five cubits long, and five cubits broad; the altar shall be foursquare: and the height thereof shall be three cubits.

2 ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।
And thou shalt make the horns of it upon the four corners thereof: his horns shall be of the same: and thou shalt overlay it with brass.

3 ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।
And thou shalt make his pans to receive his ashes, and his shovels, and his basons, and his fleshhooks, and his firepans: all the vessels thereof thou shalt make of brass.

4 ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।
And thou shalt make for it a grate of network of brass; and upon the net shalt thou make four brasen rings in the four corners thereof.

5 ୟଜ୍ଞବଦେୀର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ୟଜ୍ଞବଦେୀର ମଧ୍ଯଭାଗ ପର୍ୟ୍ଯନ୍ତ ପାଇବା ଉଚିତ୍।
And thou shalt put it under the compass of the altar beneath, that the net may be even to the midst of the altar.

6 ୟଜ୍ଞବଦେୀର ଖମ୍ବ ଶିଟୀମ୍ କାଠ ରେ ନିର୍ମାଣ କରି ସେଥି ରେ ପିତ୍ତଳ ଆଚ୍ଛାଦନ କର।
And thou shalt make staves for the altar, staves of shittim wood, and overlay them with brass.

7 ପୁଣି ସହେି ବଦେୀକୁ ବହିବା ବେଳେ ବଦେୀର ଉଭୟ ପାଶର୍‌ବ ଉପରେ କଡା ମଧିଅରେ ସହେି ସାଙ୍ଗୀ ରଖ।
And the staves shall be put into the rings, and the staves shall be upon the two sides of the altar, to bear it.

8 ତୁମ୍ଭେ ୟଜ୍ଞବଦେୀକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତ ରେ ତୁମ୍ଭକୁ ଯେଉଁ ରୂପେ ଦଖାଇେଥିଲ ସହେିପରି ଭାବରେ ବଦେୀ ନିର୍ମାଣ କରାୟିବା ଉଚିତ୍।
Hollow with boards shalt thou make it: as it was shewed thee in the mount, so shall they make it.