Exodus 25
1 ସଦାପ୍ରଭୁ ମାଶାଙ୍କେୁ କହିଲେ,
2 ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ମାେ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରେତ୍ୟକକ ଲୋକ ତା'ର ହୃଦଯ ରେ ନିଷ୍ପତ୍ତି ନବୋ ଉଚିତ୍, ସେ ମାେ ପାଇଁ ଯାହା ଉପହାର ଦବୋ ଉଚିତ୍। ମାେ ପାଇଁ ସହେି ଦ୍ରବ୍ଯ ସଂଗ୍ରହ କର।
3 ଏହି ବସ୍ତୁଗୁଡିକ ତୁମ୍ଭେ ଲୋକମାନଙ୍କଠାରୁ ଗ୍ରହଣ କରିପାରିବ। ଯଥା- ସୁନା, ରୂପା, ପିତ୍ତଳ,
4 ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋକ,
5 ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।
6 ଦୀପ ନିମନ୍ତେ ତୈଳ ପୁଣି ଅଭିଷକୋର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ଯ।
7 ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।
8 ପରମେଶ୍ବର ଏହା ମଧ୍ଯ କହିଲେ, ସମାନେେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ରସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ମୁଁ ସମାନଙ୍କେ ମଧିଅରେ ବାସ କରିବି।
9 ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର। ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦଖାଇବୋ ସହେି ଅନୁସାରେ ତୁମ୍ଭମାନେେ ସବୁ କରିବ।
10 ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।
11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।
12 ଏଥି ନିମନ୍ତେ ଗ୍ଭରି କଣ ରେ ଗ୍ଭରୋଟି ସୁବର୍ଣ୍ଣର କଡା ଲଗାଅ। ପ୍ରେତ୍ୟକକ ପାଖ ରେ ଦୁଇଟି କଡା ଲଗାଅ।
13 ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣ ରେ ମଣ୍ଡିତ କର।
14 ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାଶର୍ବସ୍ଥ କଡା ରେ ସହେି ସାଙ୍ଗୀ ପ୍ରବେଶ କରାଇବ।
15 ସହେି ସାଙ୍ଗୀ ସିନ୍ଦୁକର କଡ଼ା ଭିତ ରେ ଥିବ ଏବଂ ତହିଁରୁ ନିଶ୍ଚିତ ବାହାର କରାୟିବ ନାହିଁ।
16 ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।
17 ଏହାପରେ ତୁମ୍ଭମାନେେ ଶୁଦ୍ଧ ସୁବର୍ଣ୍ଣ ରେ ଅଢଇେ ହାତ ଲମ୍ବା ଦେଢ ହାତ ପ୍ରସ୍ଥ ଓ ଏକ ପାପାଚ୍ଛାଦନ ନିର୍ମାଣ କରିବ।
18 ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।
19 ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।
20 ସହେି ଦୂତମାନେ ନିଯମ-ସିନ୍ଦୁକକୁ ସମାନଙ୍କେର ଡଣୋ ଦ୍ବାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡକୁ ଉେଠ। ଆଚ୍ଛାଦକ ଆଡକୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।
21 ତୁମ୍ଭେ ଏହି ପାପାଚ୍ଛାଦନ ସହେି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକ ମଧ୍ଯର ଥୋଇବ।
22 ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।
23 ଶିଟୀମ୍ କାଠ ରେ ଏକ ମଜେ ପ୍ରସ୍ତୁତ କର। ସହେି ମଜେଟି ଦୁଇ ହାତ ଲମ୍ବ ଏକ ହସ୍ତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।
24 ଏହି ମଜେକୁ ଖାଣ୍ଟି ସୁବର୍ଣ୍ଣ ରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗ ରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।
25 ଏହାପରେ ମଜେର ଚତୁଃପାଶର୍ବ ରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ।
26 ଆଉ ସୁବର୍ଣ୍ଣ ରେ ଚାରୋଟୀ କଡା କରି ଚାରି ଖୁରାର ଚାରି କଣ ରେ ରଖିବ।
27 ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।
28 ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।
29 ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡିକ ପଯେ ନବୈେଦ୍ଯ ପାଇଁ ବ୍ଯବହୃତ ହବେ।
30 ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।
31 ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
32 ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍ବରୁ ତିନି ଦୀପଶାଖା ବାହାରିବ।
33 ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।
34 ଦୀପ ବୃକ୍ଷ ରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ପୁଷ୍ପ ରହିବ।
35 ସହେି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହବେ ସମାନଙ୍କେ ଏକ ଶାଖା ଦ୍ବଯର ଏକ କଳିକା ଓ ଅନ୍ୟ ଶାଖା ଦ୍ବଯର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ବଯର ତଳେ ଏକ କଳିକା ରହିବ।
36 ସେ ଦୀପଶାଖାଟି ସଂପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମିତ ହବେ। ଏହି ସମସ୍ତ ସୁବର୍ଣ୍ଣ କାର୍ୟ୍ଯ ପିଟା ସୁବର୍ଣ୍ଣ ରେ ହବେ। ଏବଂ ଏହା ୟୋଡାୟାଇ ଗୋଟିଏ ଖଣ୍ଡ କରା ହବେ।
37 ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।
38 ନିର୍ମଳ ସୁବର୍ଣ୍ଣ ରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ।
39 ଏହି ଦୀପରୂଖା ଓ ତହିଁର ସାମଗ୍ରୀ ଏକ ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ରେ ତିଆରି ହବୋ ଉଚିତ୍।
40 ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବ ପତ୍ରଗୁଡିକ ତିଆରି କରୁଛ। ଯାହା କି ମୁଁ ତୁମ୍ଭକୁ ପର୍ବତ ଉପରେ ଦଇେଛି।
1 And the Lord spake unto Moses, saying,
2 Speak unto the children of Israel, that they bring me an offering: of every man that giveth it willingly with his heart ye shall take my offering.
3 And this is the offering which ye shall take of them; gold, and silver, and brass,
4 And blue, and purple, and scarlet, and fine linen, and goats’ hair,
5 And rams’ skins dyed red, and badgers’ skins, and shittim wood,
6 Oil for the light, spices for anointing oil, and for sweet incense,
7 Onyx stones, and stones to be set in the ephod, and in the breastplate.
8 And let them make me a sanctuary; that I may dwell among them.
9 According to all that I shew thee, after the pattern of the tabernacle, and the pattern of all the instruments thereof, even so shall ye make it.
10 And they shall make an ark of shittim wood: two cubits and a half shall be the length thereof, and a cubit and a half the breadth thereof, and a cubit and a half the height thereof.
11 And thou shalt overlay it with pure gold, within and without shalt thou overlay it, and shalt make upon it a crown of gold round about.
12 And thou shalt cast four rings of gold for it, and put them in the four corners thereof; and two rings shall be in the one side of it, and two rings in the other side of it.
13 And thou shalt make staves of shittim wood, and overlay them with gold.
14 And thou shalt put the staves into the rings by the sides of the ark, that the ark may be borne with them.
15 The staves shall be in the rings of the ark: they shall not be taken from it.
16 And thou shalt put into the ark the testimony which I shall give thee.
17 And thou shalt make a mercy seat of pure gold: two cubits and a half shall be the length thereof, and a cubit and a half the breadth thereof.
18 And thou shalt make two cherubims of gold, of beaten work shalt thou make them, in the two ends of the mercy seat.
19 And make one cherub on the one end, and the other cherub on the other end: even of the mercy seat shall ye make the cherubims on the two ends thereof.
20 And the cherubims shall stretch forth their wings on high, covering the mercy seat with their wings, and their faces shall look one to another; toward the mercy seat shall the faces of the cherubims be.
21 And thou shalt put the mercy seat above upon the ark; and in the ark thou shalt put the testimony that I shall give thee.
22 And there I will meet with thee, and I will commune with thee from above the mercy seat, from between the two cherubims which are upon the ark of the testimony, of all things which I will give thee in commandment unto the children of Israel.
23 Thou shalt also make a table of shittim wood: two cubits shall be the length thereof, and a cubit the breadth thereof, and a cubit and a half the height thereof.
24 And thou shalt overlay it with pure gold, and make thereto a crown of gold round about.
25 And thou shalt make unto it a border of an hand breadth round about, and thou shalt make a golden crown to the border thereof round about.
26 And thou shalt make for it four rings of gold, and put the rings in the four corners that are on the four feet thereof.
27 Over against the border shall the rings be for places of the staves to bear the table.
28 And thou shalt make the staves of shittim wood, and overlay them with gold, that the table may be borne with them.
29 And thou shalt make the dishes thereof, and spoons thereof, and covers thereof, and bowls thereof, to cover withal: of pure gold shalt thou make them.
30 And thou shalt set upon the table shewbread before me alway.
31 And thou shalt make a candlestick of pure gold: of beaten work shall the candlestick be made: his shaft, and his branches, his bowls, his knops, and his flowers, shall be of the same.
32 And six branches shall come out of the sides of it; three branches of the candlestick out of the one side, and three branches of the candlestick out of the other side:
33 Three bowls made like unto almonds, with a knop and a flower in one branch; and three bowls made like almonds in the other branch, with a knop and a flower: so in the six branches that come out of the candlestick.
34 And in the candlestick shall be four bowls made like unto almonds, with their knops and their flowers.
35 And there shall be a knop under two branches of the same, and a knop under two branches of the same, and a knop under two branches of the same, according to the six branches that proceed out of the candlestick.
36 Their knops and their branches shall be of the same: all it shall be one beaten work of pure gold.
37 And thou shalt make the seven lamps thereof: and they shall light the lamps thereof, that they may give light over against it.
38 And the tongs thereof, and the snuffdishes thereof, shall be of pure gold.
39 Of a talent of pure gold shall he make it, with all these vessels.
40 And look that thou make them after their pattern, which was shewed thee in the mount.
1 O give thanks unto the Lord; for he is good: because his mercy endureth for ever.
2 Let Israel now say, that his mercy endureth for ever.
3 Let the house of Aaron now say, that his mercy endureth for ever.
4 Let them now that fear the Lord say, that his mercy endureth for ever.
5 I called upon the Lord in distress: the Lord answered me, and set me in a large place.
6 The Lord is on my side; I will not fear: what can man do unto me?
7 The Lord taketh my part with them that help me: therefore shall I see my desire upon them that hate me.
8 It is better to trust in the Lord than to put confidence in man.
9 It is better to trust in the Lord than to put confidence in princes.
10 All nations compassed me about: but in the name of the Lord will I destroy them.
11 They compassed me about; yea, they compassed me about: but in the name of the Lord I will destroy them.
12 They compassed me about like bees; they are quenched as the fire of thorns: for in the name of the Lord I will destroy them.
13 Thou hast thrust sore at me that I might fall: but the Lord helped me.
14 The Lord is my strength and song, and is become my salvation.
15 The voice of rejoicing and salvation is in the tabernacles of the righteous: the right hand of the Lord doeth valiantly.
16 The right hand of the Lord is exalted: the right hand of the Lord doeth valiantly.
17 I shall not die, but live, and declare the works of the Lord.
18 The Lord hath chastened me sore: but he hath not given me over unto death.
19 Open to me the gates of righteousness: I will go into them, and I will praise the Lord:
20 This gate of the Lord, into which the righteous shall enter.
21 I will praise thee: for thou hast heard me, and art become my salvation.
22 The stone which the builders refused is become the head stone of the corner.
23 This is the Lord’s doing; it is marvellous in our eyes.
24 This is the day which the Lord hath made; we will rejoice and be glad in it.
25 Save now, I beseech thee, O Lord: O Lord, I beseech thee, send now prosperity.
26 Blessed be he that cometh in the name of the Lord: we have blessed you out of the house of the Lord.
27 God is the Lord, which hath shewed us light: bind the sacrifice with cords, even unto the horns of the altar.
28 Thou art my God, and I will praise thee: thou art my God, I will exalt thee.
29 O give thanks unto the Lord; for he is good: for his mercy endureth for ever.