Exodus 24:2
କବଳେ ମାଶାେ ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ଯ ମାଶାଙ୍କେ ସହିତ ପର୍ବତ ଉପରକୁ ଯିବେ ନାହିଁ।
Exodus 24:2 in Other Translations
King James Version (KJV)
And Moses alone shall come near the LORD: but they shall not come nigh; neither shall the people go up with him.
American Standard Version (ASV)
and Moses alone shall come near unto Jehovah; but they shall not come near; neither shall the people go up with him.
Bible in Basic English (BBE)
And Moses only may come near to the Lord; but the others are not to come near, and the people may not come up with them.
Darby English Bible (DBY)
And let Moses alone come near Jehovah; but they shall not come near; neither shall the people go up with him.
Webster's Bible (WBT)
And Moses alone shall come near the LORD: but they shall not come nigh; neither shall the people go up with him.
World English Bible (WEB)
Moses alone shall come near to Yahweh, but they shall not come near, neither shall the people go up with him."
Young's Literal Translation (YLT)
and Moses hath drawn nigh by himself unto Jehovah; and they draw not nigh, and the people go not up with him.
| And Moses | וְנִגַּ֨שׁ | wĕniggaš | veh-nee-ɡAHSH |
| alone | מֹשֶׁ֤ה | mōše | moh-SHEH |
| shall come near | לְבַדּוֹ֙ | lĕbaddô | leh-va-DOH |
| אֶל | ʾel | el | |
| the Lord: | יְהוָ֔ה | yĕhwâ | yeh-VA |
| but they | וְהֵ֖ם | wĕhēm | veh-HAME |
| not shall | לֹ֣א | lōʾ | loh |
| come nigh; | יִגָּ֑שׁוּ | yiggāšû | yee-ɡA-shoo |
| neither | וְהָעָ֕ם | wĕhāʿām | veh-ha-AM |
| people the shall | לֹ֥א | lōʾ | loh |
| go up | יַֽעֲל֖וּ | yaʿălû | ya-uh-LOO |
| with | עִמּֽוֹ׃ | ʿimmô | ee-moh |
Cross Reference
Exodus 24:13
ଏହାପରେ ମାଶାେ ଓ ତାଙ୍କର ପରିଚାଳକ ଯିହାଶୂେୟ ଉଠିଲେ, ମାଶାେ ପରମେଶ୍ବରଙ୍କର ପର୍ବତକୁ ଆରୋହଣ କଲେ।
Exodus 24:15
ଏହାପରେ ମାଶାେ ପର୍ବତ ଉପରକୁ ଚଢି଼ଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା।
Exodus 24:18
ପୁଣି ମାଶାେ ମେଘ ମଧିଅରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଚାଳିଶ ଦିନ ସହେି ପର୍ବତ ଉପରେ ରହିଲେ।
Exodus 20:21
ଲୋକମାନେ ସେତବେେଳେ ସହେି ପବିତ୍ର ପର୍ବତଠାରୁ ଦୂର ରେ ରହିଲେ, ଯେ ତବେଳେ ମାଶାେ ସହେି ପର୍ବତ ଉପରକୁ, ଘନ ମେଘ ମଧ୍ଯକୁ ପରମେଶ୍ବରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।
Numbers 16:5
ତା'ପରେ ମାଶାେ କୋରହକୁ ଓ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ କହିଲେ, ସଦାପ୍ରଭୁ କାଲି ଦଖାଇବେେ, ୟିଏ ପ୍ରକୃତ ରେ ତାଙ୍କ ଲୋକ ଓ ୟିଏ ପ୍ରକୃତ ରେ ପବିତ୍ର। ଆଉ ସେ ତାକୁ ନିଜ ପାଖକୁ ଆଣିବେ, ଯାହାକୁ ସେ ପସନ୍ଦ କରନ୍ତି।
Jeremiah 30:21
ପୁଣି ସମାନଙ୍କେର ଅଧିପତି ସମାନଙ୍କେ ମଧ୍ଯରୁ ହବେେ। ସମାନଙ୍କେର ଶାସନକର୍ତ୍ତା ସମାନଙ୍କେ ମଧ୍ଯରୁ ସୃଷ୍ଟି ହବେେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ ?
Jeremiah 49:19
ଏବଂ ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣ ଭୂମିରେ ଥିବା ସହେିମାନଙ୍କୁ ଦୂରକରି ଦବୋ ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସମାନଙ୍କେ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପ ରେ ଶାସନ କରିବା ପାଇଁ ଆମ୍ଭେ ନିୟୁକ୍ତ କରିବା। କାରଣ ମାେ ପରି କିଏ ଅଛି ? ଏପରି ପାଳକ କହେି ଅଛି, ୟିଏ କି ଆମ୍ଭ ସମ୍ମୁଖ ରେ ଠିଆ ହବେ ?
Hebrews 9:24
ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗଲେ।
Hebrews 10:21
ପରମେଶ୍ବରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ଯ ଜଣେ ମହାୟାଜକ ଅଛନ୍ତି।