Bible

Exodus 21 - WBT (Oriya)

1 Now these are the judgments which thou shalt set before them.ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ଏଗୁଡିକ ହେଉଛି ଅନ୍ଯାନ୍ଯ ବ୍ଯବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।

2 If thou shalt buy a Hebrew servant, six years he shall serve: and in the seventh he shall depart free for nothing.ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।

3 If he came in by himself, he shall depart by himself: if he was married, then his wife shall depart with him.ଯଦି ସହେି ଲୋକ ଜଣଙ୍କ ବିବାହିତ ନ ହାଇେଥାଏ, ତବେେ ସେ ଏକାକୀ ୟିବ ଓ ଯଦି ସେ ବିବାହିତ ହାଇେଥାଏ ତବେେ ସେ ମୁକ୍ତ ହବୋ ସମୟରେ ତା'ର ସ୍ତ୍ରୀକୁ ସାଙ୍ଗ ରେ ନଇୟିବେ।

4 If his master hath given him a wife, and she hath borne him sons or daughters; the wife and her children shall be her master's, and he shall depart by himself.ଯଦି ତା'ର ମୁନିବ ତାକୁ ବିବାହ କରି ଦଇେଥାଏ, ଯଦି ସହେି ସ୍ତ୍ରୀଠାରୁ ପୁତ୍ରକନ୍ଯା ଜନ୍ମ ହାଇେଥାଏ, ତବେେ ତା'ର ସ୍ତ୍ରୀ ଓ ପୁତ୍ର କନ୍ଯା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାୟିବ।

5 And if the servant shall plainly say, I love my master, my wife, and my children; I will not depart free:ମାତ୍ର ଏପରି ହାଇପୋ ରେ ଯେ ସେ ଦାସ କହିପା ରେ ମୁଁ ମାରେ ମୁନିବ ନିକଟରେ ରହିବି। ଯଦି ସେ କ ହେ, 'ମୁଁ ମାରେମୁନିବକୁ ଭଲ ପାଏ, ମୁଁ ମାରେ ସ୍ତ୍ର, ପୁତ୍ରକନ୍ଯାକୁ ପ୍ ରମେ କରେ, ମୁଁ ମୁକ୍ତ ହବୋକୁ ଚାହୁଁ ନାହିଁ, ମୁଁ ଏଠା ରେ ରହିବି।'

6 Then his master shall bring him to the judges; he shall also bring him to the door, or to the door-post: and his master shall bore his ear through with an awl; and he shall serve him for ever.ଯଦି ଏପରି ଘଟେ, ତବେେ ତା'ର ମୁନିବ ତାଙ୍କୁ ପରମେଶ୍ବରଙ୍କ ସମ୍ମୁଖକୁ ଆଣିବ, ତା'ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀ ରେ ତା'ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା'ର ସବୋ କରିବ।

7 And if a man shall sell his daughter to be a maid-servant, she shall not depart as the men-servants do.ଜଣେ ଲୋକ ତା'ର କନ୍ଯାକୁ ଦାସୀଭାବେ ବିକ୍ରଯ କରିପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହାଇେ ପାରିବ ନାହିଁ।

8 If she shall not please her master, who hath betrothed her to himself, then shall he let her be redeemed: to sell her to a strange nation he shall have no power, seeing he hath dealt deceitfully with her.ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।

9 And if he hath betrothed her to his son, he shall deal with her after the manner of daughters.ଯଦି ତା'ର ମୁନିବ ତାକୁ ତା'ର ପୁତ୍ରବଧୁ କରିବାକୁ କହିଥାଏ, ତବେେ ତାକୁ ଦାସୀ ଭାପରେ ବିବଚେନା କରାୟାଇ ପାରିବ ନାହିଁ। ତାକୁ ତାଙ୍କର କନ୍ଯାପରି ବ୍ଯବହାର କରାୟିବ।

10 If he shall take him another wife; her food, her raiment, and her duty of marriage shall he not diminish.ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତବେେ ସେ ପ୍ରଥମ ସ୍ତ୍ରୀକୁ କବେେ ଅସୁବିଧ ରେ ପକାଇବ ନାହିଁ। ତା'ର ବିବାହୋଚିତ କର୍ତ୍ତବ୍ଯ ଯଥା: ଖାଦ୍ୟ, ବସ୍ତ୍ ରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।

11 And if he shall not perform these three to her, then shall she depart free without money.ସହେି ଲୋକ ଏହିସବୁ କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍। ଯଦି ଏଥି ରେ ସେ ତୃଟି କରେ ତବେେ ସହେି ସ୍ତ୍ରୀ ଜଣଙ୍କ ନିଜେ ବିନାମୂଲ୍ଯ ରେ ମୁକ୍ତ ହାଇଯେିବ।

12 He that smiteth a man, so that he dieth, shall be surely put to death.ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଆଘାତ କରେ ଓ ହତ୍ଯାକରେ, ତବେେ ଆଘାତ କରିଥିବା ବ୍ଯକ୍ତିକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

13 And if a man shall not lie in wait, but God shall deliver him into his hand; then I will appoint thee a place whither he shall flee.ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।

14 But if a man shall come presumptuously upon his neighbor, to slay him with guile; thou shalt take him from my altar, that he may die.କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।

15 And he that smiteth his father, or his mother, shall be surely put to death.ଯଦି କୌଣସି ଲୋକ ତା'ର ପିତା କିମ୍ବା ମାତାକୁ ଆଘାତ କରେ ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।

16 And he that stealeth a man, and selleth him, or if he shall be found in his hand, he shall surely be put to death.ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଅପହରଣ କରି ବିକ୍ରଯ କରେ କିମ୍ବା ଦାସ ଭାବରେ ରେଖ, ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

17 And he that curseth his father, or his mother, shall surely be put to death.ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।

18 And if men contend together, and one shall smite another with a stone, or with his fist, and he shall not die, but keep his bed:ଯଦି ଦୁଇ ଲୋକ ମଧିଅରେ ବିବାଦ ଉପୁଜିବାରୁ କହେି ଅନ୍ୟକୁ ପଥର ରେ ଆଘାତ କରେ ବା ହସ୍ତ ରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମ ରେ ତବେେ ମାରିଥିବା ଲୋକକୁ ମୃତ୍ଯୁଦଣ୍ଡ ଦିଆୟିବ ନାହିଁ।

19 If he shall rise again, and walk abroad upon his staff, then shall he that smote him be quit: only he shall pay for the loss of his time, and shall cause him to be thoroughly healed.ଆଘାତପ୍ରାପ୍ତ ଲୋକ ଯଦି ଶୟ୍ଯାଶାଯୀ ହୁଏ ଏବଂ ବିଛଣାରୁ ଉଠିପା ରେ ଏବଂ ସେ ଆଶାବାଡି ଧରି ଚାଲିପା ରେ। ତବେେ ଆଘାତ ଦଇେଥିବା ଲୋକ ତା'ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହବୋ ପର୍ୟ୍ଯନ୍ତ ତା'ର ସହାୟତା କରିବ।

20 And if a man shall smite his servant, or his maid, with a rod, and he shall die under his hand; he shall be surely punished. ବେଳେ ବେଳେ ମୁନିବ ତା'ର ଦାସୀକୁ କିମ୍ବା ଦାସକୁ ମାଡ ମା ରେ, ଯଦି ଆଘାତପ୍ରାପ୍ତ ହାଇେ ଦାସଟି ମରିୟାଏ, ତବେେ ତା'ର ମୁନିବକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

21 Notwithstanding, if he shall continue a day or two, he shall not be punished; for he is his money.ଯଦି ସହେି ଦାସ ମାଡ ହବୋ ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତବେେ ତାକୁ ଆଉ ଦଣ୍ଡ ଦିଆୟିବ ନାହିଁ। କାହିଁକି? କାରଣ, ମୁନିବ ତାକୁ ପଇସା ବିନିମଯ ରେ କ୍ରଯ କରିଥାଏ ଏବଂ ଦାସଟି ତା'ର ସମ୍ପୁର୍ଣ୍ଣ ନିଜର ହାଇେଥାଏ।

22 If men shall contend, and hurt a woman with child, so that her fruit shall depart from her, and yet no mischief follow: he shall be surely punished, according as the woman's husband will lay upon him; and he shall pay as the judges determine.ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।

23 And if any mischief shall follow, then thou shalt give life for life,ଯଦି ଜଣେ ବ୍ଯକ୍ତି ଜାରେ ରେ ଆଘାତ ପ୍ରାପ୍ତ ହୁଏ, ତବେେ ଆଘାତକାରୀ ଜୀବନ ବଦଳ ରେ ଜୀବନ ଦବେ।

24 Eye for eye, tooth for tooth, hand for hand, foot for foot,ଚକ୍ଷୁ ପରିଶାଧେ ରେ ଚକ୍ଷୁ, ହାତ ପରିଶାଧେ ରେ ହାତ, ପାଦ ପରିଶାଧେ ରେ ପାଦ,

25 Burning for burning, wound for wound, stripe for stripe.ବାହୁ ପରିଶାଧେ ରେ ବାହୁ, କ୍ଷତ ପରିଶାଧେ ରେ କ୍ଷତ, ଦାଗ ପରିଶାଧେ ରେ ଦାଗ ଦଣ୍ଡ ଦିଆୟିବ।

26 And if a man shall smite the eye of his servant, or the eye of his maid, that it shall perish; he shall let him go free for his eye's sake.ଯଦି କହେି ତା'ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା'ର ଚକ୍ଷୁ ନଷ୍ଟ ହାଇୟୋଏ ତବେେ ତାକୁ ମୁକ୍ତ କରି ଦିଆୟିବ।

27 And if he shall smite out his man-servant's tooth, or his maid-servant's tooth; he shall let him go free for his tooth's sake.ଯଦି କହେି ମୁନିବ ତା'ର ଦାସର ମୁହଁ ରେ ଆଘାତ କରେ ଓ ସେ ଯଦି ତା'ର ଦାନ୍ତ ହରାଏ ତବେେ ତା'ର ଦାନ୍ତ ପାଇଁ ତାକୁ ମୁକ୍ତି କରି ଦିଆୟିବ।

28 If an ox shall gore a man or a woman, that they die: then the ox shall be surely stoned, and his flesh shall not be eaten; but the owner of the ox shall be quit.ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।

29 But if the ox was accustomed to push with his horn in time past, and it hath been testified to his owner, and he hath not restrained him, but that he hath killed a man or a woman; the ox shall be stoned, and his owner also shall be put to death.ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।

30 If there shall be laid on him a sum of money, then he shall give for the ransom of his life whatever is laid upon him.ଯଦି ବିଚାରକର୍ତ୍ତଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କହେି ଆତ୍ମୀଯ ସହେି ଅର୍ଥକୁ ଗ୍ରହଣ କରେ ତବେେ ଆଉ ତାକୁ ମୃତ୍ଯୁ ଦଣ୍ଡ ଦିଆୟିବ ନାହିଁ।

31 Whether he hath gored a son, or hath gored a daughter, according to this judgment shall it be done to him.ଏହି ନିଯମ ମଧ୍ଯ ବଳଦ ମାରି ଦଇେଥିବା ପୁତ୍ର, କନ୍ଯା ଏବଂ ଲୋକଙ୍କ କ୍ଷେତ୍ର ରେ ପ୍ରପୁଜ୍ଯ ହବେ।

32 If the ox shall push a man-servant, or maid-servant; he shall give to their master thirty shekels of silver, and the ox shall be stoned.କିନ୍ତୁ ଯଦି ବଳଦ ଯବେେ କାହାର ଦାସ କି ଦାସୀକୁ ଆଘାତ କରେ, ତବେେ ସେ ତା'ର ପ୍ରଭୁକୁ ତିରିଶ ସକେଲେ ରୂପା ଦବେ। ଆଉ ବଳଦକୁ ପ୍ରସ୍ତର ଦ୍ବାରା ହତ୍ଯା କରାୟିବ।

33 And if a man shall open a pit, or if a man shall dig a pit, and not cover it, and an ox or an ass shall fall into it;ଯଦି ଜଣେ ବ୍ଯକ୍ତି ଖାେଳିଥିବା କୂଅ ବା ଗାତ ଖାେଲା ରଖିଥାଏ ଏବଂ ଯଦି ତା ଭିତ ରେ ଏକ ବଳଦ କିମ୍ବା ଏକ ଗଧ ପଡିୟାଏ ତବେେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାୟିବ।

34 The owner of the pit shall make compensation, and give money to the owner of them; and the dead beast shall be his.ସହେି ଲୋକ ଜଣକ ସହେି ପଶୁ ପାଇଁ ଅର୍ଥ ଦବୋକୁ ପଡିବ। ଯଦି ସେ ଅର୍ଥ ପୈଠ କରେ, ସହେି ପଶୁ ପାଇଁ, ତବେେ ସେ ତା'ର ମୃତ ଦହକେୁ ରଖିବା ପାଇଁ ଅନୁମତି ଦବେ।

35 And if one man's ox shall hurt another's that he shall die, then they shall sell the live ox, and divide the money of it, and the dead ox also they shall divide.ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ଯା କରେ, ତବେେ ସମାନେେ ସହେି ଜୀବିତ ଗୋରୁକୁ ବିକ୍ରଯ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ଯ ଦୁଇଭାଗ କରି ନବେେ।

36 Or if it shall be known that the ox hath used to push in time past, and his owner hath not restrained him; he shall surely pay ox for ox, and the dead shall be his own.ମାତ୍ର ତା'ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା'ର ମୁନିବ ତାକୁ ବନ୍ଧି ନରେଖ, ତବେେ ସେ ଗୋରୁ ପରିଶାଧେ ରେ ଗୋରୁ ନବେ ମାତ୍ର ମୃତ ଗୋରୁ ତା'ର ନିଜର ହବେ।

Oriya Bible