Psalm 77:20 in Oriya

Oriya Oriya Bible Psalm Psalm 77 Psalm 77:20

Psalm 77:20
ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।

Psalm 77:19Psalm 77

Psalm 77:20 in Other Translations

King James Version (KJV)
Thou leddest thy people like a flock by the hand of Moses and Aaron.

American Standard Version (ASV)
Thou leddest thy people like a flock, By the hand of Moses and Aaron. Psalm 78 Maschil of Asaph.

Bible in Basic English (BBE)
You were guiding your people like a flock, by the hand of Moses and Aaron.

Darby English Bible (DBY)
Thou leddest thy people like a flock by the hand of Moses and Aaron.

Webster's Bible (WBT)
Thy way is in the sea, and thy path in the great waters, and thy footsteps are not known.

World English Bible (WEB)
You led your people like a flock, By the hand of Moses and Aaron.

Young's Literal Translation (YLT)
Thou hast led as a flock Thy people, By the hand of Moses and Aaron!

Thou
leddest
נָחִ֣יתָnāḥîtāna-HEE-ta
thy
people
כַצֹּ֣אןkaṣṣōnha-TSONE
like
a
flock
עַמֶּ֑ךָʿammekāah-MEH-ha
hand
the
by
בְּֽיַדbĕyadBEH-yahd
of
Moses
מֹשֶׁ֥הmōšemoh-SHEH
and
Aaron.
וְאַהֲרֹֽן׃wĕʾahărōnveh-ah-huh-RONE

Cross Reference

Exodus 13:21
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।

Psalm 78:52
ସେ ମଷେପାଳକ ପରି ତାଙ୍କର ଲୋକମାନଙ୍କର ନତେୃତ୍ବ ନଲେେ। ସେ ସମାନଙ୍କେୁ ମଷେତୁଲ୍ଯ ମରୁଭୂମି ମଧ୍ୟରେ ପଥ କଢ଼ାଇ ନଲେେ।

Exodus 14:19
ଏହାପରେ ସଦାପ୍ରଭୁଙ୍କର ଦୂତ ୟିଏକି ଇଶ୍ରାୟେଲୀୟ ସୈନ୍ଯମାନଙ୍କ ଆଗ ରେ ଥିଲେ, ସମାନଙ୍କେ ପଛକୁ ଗଲେ। ତେଣୁ ଘନମେଘ ସହେି ଲୋକମାନଙ୍କ ସମ୍ମୁଖ ରେ ଗତିକରି ପଛ ପଟକୁ ଗଲା।

Psalm 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

Isaiah 63:11
ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?

Hosea 12:13
କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।

Acts 7:35
ଯେଉଁ ମାଶାଙ୍କେୁ ସମାନେେ ଅବଜ୍ଞା କରି କହିଥିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସହେି ମାଶାଙ୍କେୁ ହିଁ ବର୍ତ୍ତମାନ ପରମେଶ୍ବର ସମାନଙ୍କେର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ବର୍ଗଦୂତ ମାଶାଙ୍କେୁ ବୁଦା ଭିତ ରେ ଦର୍ଶନ ଦଇେଥିଲେ ସହେି ସ୍ବର୍ଗଦୂତଙ୍କ ସାହାୟ୍ଯ ରେ ପରମେଶ୍ପ ମାଶାଙ୍କେୁ ପଠାଇଲେ।