Psalm 77:14 in Oriya

Oriya Oriya Bible Psalm Psalm 77 Psalm 77:14

Psalm 77:14
ତୁମ୍ଭେ ହେଉଛ ପରମେଶ୍ବର ୟିଏକି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି। ତୁମ୍ଭେ ଗୋଷ୍ଠୀଯମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।

Psalm 77:13Psalm 77Psalm 77:15

Psalm 77:14 in Other Translations

King James Version (KJV)
Thou art the God that doest wonders: thou hast declared thy strength among the people.

American Standard Version (ASV)
Thou art the God that doest wonders: Thou hast made known thy strength among the peoples.

Bible in Basic English (BBE)
You are the God who does works of power: you have made your strength clear to the nations.

Darby English Bible (DBY)
Thou art the ùGod that doest wonders; thou hast declared thy strength among the peoples.

Webster's Bible (WBT)
Thy way, O God, is in the sanctuary: who is so great a God as our God!

World English Bible (WEB)
You are the God who does wonders. You have made your strength known among the peoples.

Young's Literal Translation (YLT)
Thou `art' the God doing wonders. Thou hast made known among the peoples Thy strength,

Thou
אַתָּ֣הʾattâah-TA
art
the
God
הָ֭אֵלhāʾēlHA-ale
that
doest
עֹ֣שֵׂהʿōśēOH-say
wonders:
פֶ֑לֶאpeleʾFEH-leh
declared
hast
thou
הוֹדַ֖עְתָּhôdaʿtāhoh-DA-ta
thy
strength
בָעַמִּ֣יםbāʿammîmva-ah-MEEM
among
the
people.
עֻזֶּֽךָ׃ʿuzzekāoo-ZEH-ha

Cross Reference

Daniel 6:27
ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ବର୍ଗ ରେ ଓ ପୃଥିବୀ ରେ ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରି ଅଛନ୍ତି।

Isaiah 51:9
ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

Psalm 136:4
ୟେ ଆଶ୍ଚର୍ୟ୍ଯକାର୍ୟ୍ଯମାନ କରନ୍ତି, ତାଙ୍କର ପ୍ରଶଂସା କର। ତାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Joshua 9:9
ଲକମାନେେ ଉତ୍ତର ଦେଲେ, ଆମ୍ଭମାନେେ ତୁମ୍ଭର ସବେକଗଣ। ଆମ୍ଭମାନେେ ବହକ୍ସ୍ଟତ ଦୂରରକ୍ସ୍ଟ ଦେଶରକ୍ସ୍ଟ ଆସିଅଛକ୍ସ୍ଟ। ଆମ୍ଭମାନେେ ଆସିଲକ୍ସ୍ଟ କାରଣ, ଆମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ଆଶ୍ଚର୍ୟ୍ଯ କାର୍ୟ୍ଯମାନ ବିଷଯ ରେ ଶକ୍ସ୍ଟଣିଲକ୍ସ୍ଟ। ସେ କିପରି ମିଶର ରେ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କଲେ ତାହା ଆମ୍ଭେ ୟାଣିବାକକ୍ସ୍ଟ ପାଇଲକ୍ସ୍ଟ।

Exodus 15:11
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!

Exodus 13:14
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।

Revelation 15:3
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :

Psalm 72:18
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ଅନନ୍ତର ପରମେଶ୍ବରଙ୍କର ଗୁଣଗାନ କର। କବଳେ ପରମେଶ୍ବର ମୁଁ ଏହିପରି ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରି ପାରନ୍ତି।

Daniel 3:29
ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବରଙ୍କ ପ୍ରତିକୂଳ ରେ ଭ୍ରାନ୍ତିଜନକ କଥା କହିବେ, ସମାନେେ ଖଣ୍ତ ଖଣ୍ତ ହାଇେ କଟାଯିବେ ଓ ସମାନଙ୍କେର ଗୃହସବୁ ଭଂଗା ହବେ ଓ ଧୂଳିସାତ୍ ହବେ। କାରଣ ଏହିପରି ଭାବରେ କୌଣସି ଦବେତା ତାଙ୍କର ଦାସମାନକୁ ଉଦ୍ଧାର କରିପାରିବେ ନାହିଁ।

Isaiah 52:10
ସଦାପ୍ରଭୁ ସର୍ବଦେଶୀଯଙ୍କ ସମ୍ମୁଖ ରେ ତାଙ୍କର ପବିତ୍ର ବାହୁ ଅନାବୃତ କରିଛନ୍ତି ଓ ପୃଥିବୀର ପ୍ରେତ୍ୟକକ ତାଙ୍କର ପରିତ୍ରାଣ ଦେଖିବେ।

Psalm 106:8
କିନ୍ତୁ ପରମେଶ୍ବର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ। ସେ ତାଙ୍କର ମହାଶକ୍ତିର ପରିଚଯ ଦବୋ ପାଇଁ ସମାନଙ୍କେୁ ରକ୍ଷା କଲେ।

Psalm 86:10
ତୁମ୍ଭେ ମହାନ୍ ଓ ଆଶ୍ଚର୍ୟ୍ଯ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ବର ଅଟ।

Exodus 15:6
ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳ ରେ ଗୌରବାନ୍ବିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତ ରେ ଶତୃକୁ ପରାସ୍ତ କଲେ।

Psalm 105:5
ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ।