Psalm 73:4 in Oriya

Oriya Oriya Bible Psalm Psalm 73 Psalm 73:4

Psalm 73:4
ସହେି ଲୋକମାନଙ୍କୁ ସୁସ୍ଥ ହାଇେ ବଞ୍ଚିବାକୁ କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।

Psalm 73:3Psalm 73Psalm 73:5

Psalm 73:4 in Other Translations

King James Version (KJV)
For there are no bands in their death: but their strength is firm.

American Standard Version (ASV)
For there are no pangs in their death; But their strength is firm.

Bible in Basic English (BBE)
For they have no pain; their bodies are fat and strong.

Darby English Bible (DBY)
For they have no pangs in their death, and their body is well nourished;

Webster's Bible (WBT)
For there are no bands in their death: but their strength is firm.

World English Bible (WEB)
For there are no struggles in their death, But their strength is firm.

Young's Literal Translation (YLT)
And their might `is' firm.

For
כִּ֤יkee
there
are
no
אֵ֖יןʾênane
bands
חַרְצֻבּ֥וֹתḥarṣubbôthahr-TSOO-bote
death:
their
in
לְמוֹתָ֗םlĕmôtāmleh-moh-TAHM
but
their
strength
וּבָרִ֥יאûbārîʾoo-va-REE
is
firm.
אוּלָֽם׃ʾûlāmoo-LAHM

Cross Reference

Job 21:23
କହେି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ଯ ଲାଭକରି ମୃତ୍ଯୁବରଣ କରେ। ସେ ଏକ ନିରାପଦ ଓ ଆରାମଦାୟକ ଜୀବନ ୟାପନ କରେ।

Job 24:20
ଏପରିକି ଦୁଷ୍ଟ ବ୍ଯକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା' ତାକୁ ପାଶୋରିବ। ତା'ର ସୁଗଠିତ ହୃଦଯ ସହିତ ଶରୀର କୀଟମାନଙ୍କ ସୁସ୍ବାଦୁ ଖାଦ୍ୟ ହବେ। ଲୋକେ ତାକୁ ମନେ ରଖିବେ ନାହିଁ। ସହେି ଦୁଷ୍ଟ ଲୋକଟି ପଚା ବାଡ଼ିପରି ଭାଙ୍ଗି ପଡ଼ିବ।

Psalm 17:10
ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।

Psalm 17:14
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

Ecclesiastes 2:16
ଯେପରି ମୂର୍ଖର, ସହେିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରର ଭବିଷ୍ଯତ ରେ, ସମସ୍ତେ ବିସ୍ମୃତ ହାଇେ ୟାଇଥିବେ। କଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆୟିବ?

Ecclesiastes 7:15
ମାରେ ଅର୍ଥହୀନ ଜୀବନ କାଳ ମଧିଅରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତବେେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ।

Luke 16:22
ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।