Psalm 34:3 in Oriya

Oriya Oriya Bible Psalm Psalm 34 Psalm 34:3

Psalm 34:3
ମାେ ସହିତ ପରମେଶ୍ବରଙ୍କ ମାହାତ୍ମ୍ଯ ପ୍ରକାଶ କର। ତାଙ୍କ ନାମର ମହିମା କୀର୍ତ୍ତନ କର।

Psalm 34:2Psalm 34Psalm 34:4

Psalm 34:3 in Other Translations

King James Version (KJV)
O magnify the LORD with me, and let us exalt his name together.

American Standard Version (ASV)
Oh magnify Jehovah with me, And let us exalt his name together.

Bible in Basic English (BBE)
O give praise to the Lord with me; let us be witnesses together of his great name.

Darby English Bible (DBY)
Magnify Jehovah with me, and let us exalt his name together.

Webster's Bible (WBT)
My soul shall make her boast in the LORD: the humble shall hear of it and be glad.

World English Bible (WEB)
Oh magnify Yahweh with me. Let us exalt his name together.

Young's Literal Translation (YLT)
Ascribe ye greatness to Jehovah with me, And we exalt His name together.

O
magnify
גַּדְּל֣וּgaddĕlûɡa-deh-LOO
the
Lord
לַיהוָ֣הlayhwâlai-VA
with
אִתִּ֑יʾittîee-TEE
exalt
us
let
and
me,
וּנְרוֹמְמָ֖הûnĕrômĕmâoo-neh-roh-meh-MA
his
name
שְׁמ֣וֹšĕmôsheh-MOH
together.
יַחְדָּֽו׃yaḥdāwyahk-DAHV

Cross Reference

Psalm 69:30
ମୁଁ ଗୀତରେ ପରମେଶ୍ବରଙ୍କ ନାମର ପ୍ରଶଂସା ଗାନ କରିବି ଓ ଧନ୍ଯବାଦ ସହ ତାଙ୍କର ଗୌରବ ଗାନ କରିବି।

Luke 1:46
ତା'ପରେ ମରିୟମ କହିଲେ,

Revelation 19:5
ତା'ପରେ ସିଂହାସନ ମଧ୍ଯରୁ ଗୋଟିଏ ଉଚ୍ଚ ଧ୍ବନି ଆସିଲା। ସହେି ଧ୍ବନି କହିଲା :

Psalm 66:8
ହେ ମାନବ ସମାଜ, ଆମ୍ଭ ପରମେଶ୍ବରଙ୍କର ପ୍ରଶଂସାଗାନ କର। ଉଚ୍ଚ ସ୍ବରରେ ତାଙ୍କର ମହିମା ଗାନ କର।

Psalm 103:20
ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।

Psalm 40:16
କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସମାନେେ ଖୁସି ଓ ଆନନ୍ଦିତ ହୁଅନ୍ତି। ସମାନଙ୍କେର ତୁମ୍ଭରି ସବୋରେ ହିଁ ଆନନ୍ଦ। ତଣେୁ ସମାନେେ ସର୍ବଦା ତୁମ୍ଭକୁ କୁହନ୍ତି, ସଦାପ୍ରଭୁ ମହାନ୍।

Psalm 33:1
ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ପରମେଶ୍ବରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶାେଭନୀଯ।

Psalm 35:27
କିଛି ଲୋକ ଚାହାଁନ୍ତି ଭଲ ଘଟଣା ମାେ ଜୀବନରେ ଘଟୁ। ମୁଁ ଆଶା କରେ, ସହେି ଲୋକମାନେ ଅତି ଆନନ୍ଦିତ ଅଟନ୍ତି। କାରଣ ସହେି ଲୋକମାନେ ସର୍ବଦା କୁହନ୍ତି, ସଦାପ୍ରଭୁ ହେଉଛନ୍ତି ମହାନ୍। ସେ ଚାହାଁନ୍ତି ତାଙ୍କର ଭୃତ୍ଯମାନଙ୍କର ସର୍ବଦା ମଙ୍ଗଳ ହେଉ।

1 Chronicles 29:20
ଏହାପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରୀତ କରି କହିଲେ, ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ କର। ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସାଗାନ କଲେ, ଯେଉଁ ପରମେଶ୍ବରଙ୍କ ଉପାସନା ସମାନଙ୍କେର ପୂର୍ବପୁରୁଷମାନେ ମଧ୍ଯ କରୁଥିଲେ। ସମାନେେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।

Psalm 148:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର !ସ୍ବର୍ଗରୁ ତାଙ୍କର ପ୍ରଶଂସା କର !

Philippians 1:20
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।

2 Chronicles 29:30
ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

Acts 19:17
ଏକଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହାଦ୍ବାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ବିତ ହେଲା।

Revelation 14:7
ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।