Psalm 19:13
ମୁଁ ଯେଉଁ ପାପସବୁ କରିବାକୁ ଚାହୁଁଛି ମାେତେ ସେଥିରୁ ନିବୃତ୍ତ କର। ସହେି ପାପସବୁ ୟପରେି ମାେ ଉପରେ ଶାସନ ନ କରୁ। ତୁମ୍ଭେ ୟଦି ମାେତେ ସାହାୟ୍ଯ କରିବ ତା' ହେଲେ ମୁଁ ଶୁଦ୍ଧ ଜୀବନୟାପନ ସହିତ ସମସ୍ତ ପାପରୁ ମୁକ୍ତ ହାଇେ ପାରିବି।
Psalm 19:13 in Other Translations
King James Version (KJV)
Keep back thy servant also from presumptuous sins; let them not have dominion over me: then shall I be upright, and I shall be innocent from the great transgression.
American Standard Version (ASV)
Keep back thy servant also from presumptuous `sins'; Let them not have dominion over me: Then shall I be upright, And I shall be clear from great transgression.
Bible in Basic English (BBE)
Keep your servant back from sins of pride; let them not have rule over me: then will I be upright and free from great sin.
Darby English Bible (DBY)
Keep back thy servant also from presumptuous [sins]; let them not have dominion over me: then shall I be perfect, and I shall be innocent from great transgression.
Webster's Bible (WBT)
Who can understand his errors? cleanse thou me from secret faults.
World English Bible (WEB)
Keep back your servant also from presumptuous sins. Let them not have dominion over me. Then I will be upright, I will be blameless and innocent of great transgression.
Young's Literal Translation (YLT)
Also -- from presumptuous ones keep back Thy servant, Let them not rule over me, Then am I perfect, And declared innocent of much transgression,
| Keep back | גַּ֤ם | gam | ɡahm |
| thy servant | מִזֵּדִ֨ים׀ | mizzēdîm | mee-zay-DEEM |
| also | חֲשֹׂ֬ךְ | ḥăśōk | huh-SOKE |
| from presumptuous | עַבְדֶּ֗ךָ | ʿabdekā | av-DEH-ha |
| not them let sins; | אַֽל | ʾal | al |
| have dominion | יִמְשְׁלוּ | yimšĕlû | yeem-sheh-LOO |
| then me: over | בִ֣י | bî | vee |
| shall I be upright, | אָ֣ז | ʾāz | az |
| innocent be shall I and | אֵיתָ֑ם | ʾêtām | ay-TAHM |
| from the great | וְ֝נִקֵּ֗יתִי | wĕniqqêtî | VEH-nee-KAY-tee |
| transgression. | מִפֶּ֥שַֽׁע | mippešaʿ | mee-PEH-sha |
| רָֽב׃ | rāb | rahv |
Cross Reference
Psalm 119:133
ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ପରିଚାଳିତ କର। ମାେ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
Romans 6:12
କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।
Psalm 7:10
ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।
Acts 24:16
ସେଥିପାଇଁ ମୁଁ ପରମେଶ୍ବର ଓ ଲୋକମାନଙ୍କ ପାଖ ରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ସର୍ବଦା ଚେ଼ଷ୍ଟା କରେ।
Psalm 84:11
ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
1 Samuel 25:39
ଦାଉଦ ଶୁଣିଲେ ଯେ ନାବଲ ମୃତକ୍ସ୍ଟ୍ଯବରଣ କରିଛି। ଦାଉଦ କହିଲେ, ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମାେ ବିଷଯ ରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ। ସଦାପ୍ରଭୁ ମାେତେ ମନ୍ଦକାର୍ୟ୍ଯ କରିବାରକ୍ସ୍ଟ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତକ୍ସ୍ଟ୍ଯର କାରଣ ହେଲ, କାରଣ ସେ କକ୍ସ୍ଟକର୍ମ କରିଥିଲା। ତା'ପରେ ଦାଉଦ ଅବୀଗଲକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହବୋପାଇଁ ତାଙ୍କୁ ପଚାରିଲେ।
Deuteronomy 17:12
ଯେଉଁ ବ୍ଯକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ୟିଏ କି ଛିଡା ହକ୍ସ୍ଟଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସବୋ କରେ, ତାକକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବା ଉଚିତ୍ା ତେଣୁ ତୁମ୍ଭେ ଇଶ୍ରାୟେଲରକ୍ସ୍ଟ କକ୍ସ୍ଟକର୍ମ ବାହାର କରିଦବୋ ଉଚିତ୍।
Genesis 20:6
ଏହାପରେ ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ହଁ ମୁଁ ଜାଣେ ତୁମ୍ଭେ ନିର୍ ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମାେ ବିରୁଦ୍ଧ ରେ ପାପ କରିବାକୁ ଦବେି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦଇେ ନଥିଲି।
2 Peter 2:10
ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।
Romans 6:16
ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।
Psalm 18:23
ମୁଁ ତାଙ୍କ ଉଦ୍ଦେଶ୍ଯରେ ପବିତ୍ର କଥା ସତ୍ ଚରିତ୍ର ଥିଲି। ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
Psalm 11:7
କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଚାଲନ୍ତି ଓ ପ୍ରମେ କରନ୍ତି। ସହେିମାନେ ହିଁ ତାଙ୍କର ମୁଖ ଦର୍ଶନ କରିପାରିବେ।
1 Chronicles 10:13
ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।
1 Samuel 25:32
ଦାଉଦ ଅବୀଗଲକକ୍ସ୍ଟ କହିଲେ, ଆଜି ଯେ ମାେ ସଙ୍ଗ ରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସହେି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଧନ୍ଯ।
Numbers 15:30
ଯଦି ଯେଉଁ ବ୍ଯକ୍ତି ଉବ୍ଦେଶ୍ଯମୂଳକ ଭାବରେ ପାପକର୍ମ କରେ ସେ ଇଶ୍ରାୟେଲୀୟ କି ବିଦେଶୀ ମୂଳ ସ୍ଥାଯୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତବେେ ସେ ବ୍ଯକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହବେ।
Exodus 21:14
କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।