Proverbs 7:16 in Oriya

Oriya Oriya Bible Proverbs Proverbs 7 Proverbs 7:16

Proverbs 7:16
ମୁଁ ସୃଜନୀ ଓ ମିସ୍ରୀଯ ସୂକ୍ଷ୍ମ ସୂତ୍ରର ଡ଼ୋରିଆ ବସ୍ତ୍ର ଆପଣା ପଲଙ୍କ ରେ ବିଛାଇ ଅଛି।

Proverbs 7:15Proverbs 7Proverbs 7:17

Proverbs 7:16 in Other Translations

King James Version (KJV)
I have decked my bed with coverings of tapestry, with carved works, with fine linen of Egypt.

American Standard Version (ASV)
I have spread my couch with carpets of tapestry, With striped cloths of the yarn of Egypt.

Bible in Basic English (BBE)
My bed is covered with cushions of needlework, with coloured cloths of the cotton thread of Egypt;

Darby English Bible (DBY)
I have decked my bed with tapestry coverlets of variegated linen from Egypt;

World English Bible (WEB)
I have spread my couch with carpets of tapestry, With striped cloths of the yarn of Egypt.

Young's Literal Translation (YLT)
`With' ornamental coverings I decked my couch, Carved works -- cotton of Egypt.

I
have
decked
מַ֭רְבַדִּיםmarbaddîmMAHR-va-deem
my
bed
רָבַ֣דְתִּיrābadtîra-VAHD-tee
with
coverings
עַרְשִׂ֑יʿarśîar-SEE
carved
with
tapestry,
of
חֲ֝טֻב֗וֹתḥăṭubôtHUH-too-VOTE
works,
with
fine
linen
אֵט֥וּןʾēṭûnay-TOON
of
Egypt.
מִצְרָֽיִם׃miṣrāyimmeets-RA-yeem

Cross Reference

Isaiah 19:9
ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସମାନେେ ଅତ୍ଯନ୍ତ ଦୁଃଖିତ ହବେ। କାରଣ ସମାନେେ ଯେଉଁ ଛଣପଟ ଶୁକ୍ଲବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ୟିବାରୁ ତାହା ଆଉ ଜନ୍ମିବ ନାହିଁ।

Ezekiel 27:7
ତୁମ୍ଭର ଧ୍ବଜା ହବୋପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମ ରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ର ରେ ତୁମ୍ଭର ପାଲ ପ୍ରସ୍ତୁତ ହାଇେଥିଲା। ପୁଣି ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ବୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ର ରେ ପ୍ରସ୍ତୁତ ହାଇେଥିଲା।

1 Kings 10:28
ଶଲୋମନଙ୍କର ଅଶ୍ବଗୁଡିକ ବଣିକମାନଙ୍କ ଦ୍ବାରା ମିଶରରୁ ଓ କ୍ଯୁଏରୁ ଅଣାଗଲା, ଯେଉଁମାନେ କି ସଗେୁଡିକ ସଠାରୁେ କିଣିଥିଲେ।

Proverbs 31:22
ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ।

Song of Solomon 1:16
ଦେଖ, ହେ ମାରେ ପ୍ରିଯତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶୟ୍ଯା ତାଜା ସବୁଜ ଘାସ ଅଟେ।

Song of Solomon 3:7
ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।

Revelation 2:22
ତେଣୁ ମୁଁ ତାକୁ ୟନ୍ତ୍ରଣାପୂର୍ଣ୍ଣ ଶୟ୍ଯା ରେ ପକାଇ ଦବେି। ତା'ସହିତ ଯେଉଁମାନେ ବ୍ଯଭିଚାର ପାପକର୍ମ କରିବେ, ସମାନେେ ମଧ୍ଯ କଷ୍ଟ ଭୋଗିବେ। ସମାନେେ ଯଦି ତା'ର ମନ୍ଦକାର୍ୟ୍ଯରୁ ନିଜକୁ ଫରୋଇ ନ ଆଣିବେ, ତବେେ ମୁଁ ସମାନଙ୍କେୁ ଦଣ୍ଡ ଦବେି।