Proverbs 23:10 in Oriya

Oriya Oriya Bible Proverbs Proverbs 23 Proverbs 23:10

Proverbs 23:10
ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ।

Proverbs 23:9Proverbs 23Proverbs 23:11

Proverbs 23:10 in Other Translations

King James Version (KJV)
Remove not the old landmark; and enter not into the fields of the fatherless:

American Standard Version (ASV)
Remove not the ancient landmark; And enter not into the fields of the fatherless:

Bible in Basic English (BBE)
Do not let the landmark of the widow be moved, and do not go into the fields of those who have no father;

Darby English Bible (DBY)
Remove not the ancient landmark; and enter not into the fields of the fatherless:

World English Bible (WEB)
Don't move the ancient boundary stone. Don't encroach on the fields of the fatherless:

Young's Literal Translation (YLT)
Remove not a border of olden times, And into fields of the fatherless enter not,

Remove
אַלʾalal
not
תַּ֭סֵּגtassēgTA-saɡe
the
old
גְּב֣וּלgĕbûlɡeh-VOOL
landmark;
עוֹלָ֑םʿôlāmoh-LAHM
and
enter
וּבִשְׂדֵ֥יûbiśdêoo-vees-DAY
not
יְ֝תוֹמִ֗יםyĕtômîmYEH-toh-MEEM
into
the
fields
אַלʾalal
of
the
fatherless:
תָּבֹֽא׃tābōʾta-VOH

Cross Reference

Proverbs 22:28
ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।

Zechariah 7:10
ବିଧବା, ଅନାଥ, ବିଦେଶୀ ଓ ଦରିଦ୍ରମାନଙ୍କୁ ପ୍ରତାରିତ କରନାହିଁ। ତୁମ୍ଭ ଭାଇ ବିରୁଦ୍ଧ ରେ ନିଜ ହୃଦଯ ରେ ଷଡୟନ୍ତ୍ର କରନାହିଁ।

Jeremiah 22:3
ସଦାପ୍ରଭୁ କହନ୍ତି, ନ୍ଯାଯ ବିବଚେନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ଯାଯ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନ ରେ ନିର୍ଦ୍ ଦୋଷର ରକ୍ତପାତ କର ନାହିଁ।

Deuteronomy 19:14
ତୁମ୍ଭମାନେେ ଭୂମିରେ ଥିବା ପଥର ଚିହ୍ନକକ୍ସ୍ଟ ଘକ୍ସ୍ଟଞ୍ଚାଇବ ନାହିଁ। ଏହି ପଥରଚିହ୍ନ ଅତୀତ ରେ ଦିଆୟାଇଥିବା ଭୂମିକକ୍ସ୍ଟ ଚିହ୍ନଟ କରିବା ପାଇଁ ସହେି ପଥର ଚିହ୍ନକକ୍ସ୍ଟ ପରିବର୍ତ୍ତନ କରିବ ନାହିଁ। ସହେି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦବେେ।

James 1:27
ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।

Malachi 3:5
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।

Jeremiah 7:5
ତୁମ୍ଭମାନେେ ଯଦି ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ୟ୍ଯ କର ତାହା ହେଲେ ମୁଁ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ବାସ କରାଇବି। ଯଦି ତୁମ୍ଭମାନେେ ଆପଣା ପଡ଼ୋଶୀମାନଙ୍କ ପ୍ରତି ଉତ୍ତମ ହାଇପୋରିବ।

Psalm 94:6
ସହେି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ଯ କରନ୍ତି। ସମାନେେ ଅନାଥ ପିଲାମାନଙ୍କୁ ମଧ୍ଯ ହତ୍ଯା କରନ୍ତି।

Job 31:21
ଅନାଥ ବାଳକକୁ ମୁଁ କବେେ ହାତ ଉଠାଏ ନାହିଁ ବରଂ ମାରଫୋଟକ ପାଖ ରେ ସାହାୟ୍ଯ କାମନା କରି ଛିଡ଼ା ହାଇେ ଥିବାର ମୁଁ ତାକୁ ଦେଖେ।

Job 24:9
ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ଯପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସମାନେେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ବରୂପ ରଖନ୍ତି।

Job 24:2
କହେି କହେି ବ୍ଯକ୍ତି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦବୋକୁ ଚେଷ୍ଟା କରନ୍ତି। କହେି ଅନ୍ୟର ମଷେପଲ ହରଣ କରି ଅନ୍ୟ ଚରାଭୂମିକୁ ନଇେ ୟାଆନ୍ତି।

Job 22:9
ଏହାବି ହାଇପୋ ରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦଇେ ପଠାଇ ଦଇେଛ। ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ।

Job 6:27
ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ଯ ଗୁଳାବାଣ୍ଟ କରିବ, ତୁମ୍ଭେ ନିଜର ବନ୍ଧୁକୁ ମଧ୍ଯ ବିକ୍ରି କରିଦବେ।

Deuteronomy 27:17
ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପ୍ରତିବେଶୀର ଭୂମିର ଚିହ୍ନ ଘକ୍ସ୍ଟଞ୍ଚାଏ, ସେ ଅଭିଶଲ୍ଗ ହେଉ।'