Proverbs 2:10
ଜ୍ଞାନ ତୁମ୍ଭ ହୃଦଯ ରେ ପ୍ରବେଶ କରିବ, ବିଦ୍ଯା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହବେ।
Proverbs 2:10 in Other Translations
King James Version (KJV)
When wisdom entereth into thine heart, and knowledge is pleasant unto thy soul;
American Standard Version (ASV)
For wisdom shall enter into thy heart, And knowledge shall be pleasant unto thy soul;
Bible in Basic English (BBE)
For wisdom will come into your heart, and knowledge will be pleasing to your soul;
Darby English Bible (DBY)
When wisdom entereth into thy heart and knowledge is pleasant unto thy soul,
World English Bible (WEB)
For wisdom will enter into your heart. Knowledge will be pleasant to your soul.
Young's Literal Translation (YLT)
For wisdom cometh into thy heart, And knowledge to thy soul is pleasant,
| When | כִּֽי | kî | kee |
| wisdom | תָב֣וֹא | tābôʾ | ta-VOH |
| entereth | חָכְמָ֣ה | ḥokmâ | hoke-MA |
| into thine heart, | בְלִבֶּ֑ךָ | bĕlibbekā | veh-lee-BEH-ha |
| knowledge and | וְ֝דַ֗עַת | wĕdaʿat | VEH-DA-at |
| is pleasant | לְֽנַפְשְׁךָ֥ | lĕnapšĕkā | leh-nahf-sheh-HA |
| unto thy soul; | יִנְעָֽם׃ | yinʿām | yeen-AM |
Cross Reference
Psalm 119:111
ସଦାପ୍ରଭୁ ମୁଁ ତୁମ୍ଭର ନିଯମକୁ ସବୁଦିନ ଦଖାଇବୋକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମାେତେ ବହୁ ଆନନ୍ଦ ଦିଏ।
Job 23:12
ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
Colossians 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।
Jeremiah 15:16
ତୁମ୍ଭର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ଯ ଦ୍ବାରା ମାରେ ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର, ମୁଁ ତୁମ୍ଭ ନାମ ରେ ଖ୍ଯାତ ଅଟେ।
Proverbs 24:13
ହେ ମାରେ ପୁତ୍ର, ତୁମ୍ଭେ ମହୁ ଖାଅ। ଯେ ହତେୁ ତାହା ଭଲ। ତୁମ୍ଭେ ମଧୁ ଚାଖି ଖାଅ, ଯେ ହତେୁ ତାହା ତୁମ୍ଭକୁ ସୁସ୍ବାଦୁ ଲାଗିବ।
Proverbs 18:1
ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।
Proverbs 14:33
ଜ୍ଞାନ ବୁଦ୍ଧମାନର ହୃଦଯ ରେ ଥାଏ। ମାତ୍ର ମୂର୍ଖମାନଙ୍କ ମଧିଅରେ ଏହା ନ ଥାଏ।
Psalm 119:162
ତୁମ୍ଭର ପ୍ରତିଜ୍ଞା ମାେତେ ଆନନ୍ଦ ଦିଏ, ୟପରେି ଜଣେ ବ୍ଯକ୍ତି ବହୁତ ଲୁଟ୍ଧନ ପାଇବା ପରେ ଖୁସି ହୁଏ।
Psalm 119:103
ତୁମ୍ଭର ପ୍ରତିଜ୍ଞା ସର୍ବଦା ମାେ ପାଟିକୁ ମହୁଠାରୁ ଅଧିକ ମଧୁର ଲାଗେ।
Psalm 119:97
ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।
Psalm 104:34
ମୁଁ ଆଶାକରେ ମୁଁ ୟାହାସବୁ କହିଲି ତାହା ଆନନ୍ଦ ଦବେ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହବେି।
Psalm 19:10
ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ଯବାନ। ସଗେୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫଣୋରୁ ଆସିଥାଏ।