Proverbs 17:26
ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦବୋ କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦବୋ ଯଥାର୍ଥ ନୁହେଁ।
Proverbs 17:26 in Other Translations
King James Version (KJV)
Also to punish the just is not good, nor to strike princes for equity.
American Standard Version (ASV)
Also to punish the righteous is not good, `Nor' to smite the noble for `their' uprightness.
Bible in Basic English (BBE)
To give punishment to the upright is not good, or to give blows to the noble for their righteousness.
Darby English Bible (DBY)
To punish a righteous [man] is not good, nor to strike nobles because of [their] uprightness.
World English Bible (WEB)
Also to punish the righteous is not good, Nor to flog officials for their integrity.
Young's Literal Translation (YLT)
Also, to fine the righteous is not good, To smite nobles for uprightness.
| Also | גַּ֤ם | gam | ɡahm |
| to punish | עֲנ֣וֹשׁ | ʿănôš | uh-NOHSH |
| the just | לַצַּדִּ֣יק | laṣṣaddîq | la-tsa-DEEK |
| is not | לֹא | lōʾ | loh |
| good, | ט֑וֹב | ṭôb | tove |
| nor to strike | לְהַכּ֖וֹת | lĕhakkôt | leh-HA-kote |
| princes | נְדִיבִ֣ים | nĕdîbîm | neh-dee-VEEM |
| for | עַל | ʿal | al |
| equity. | יֹֽשֶׁר׃ | yōšer | YOH-sher |
Cross Reference
Proverbs 17:15
ଯେ ଦୁଷ୍ଟକୁ ନିର୍ ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୃଢ଼ ହିଁ ସଦାପ୍ରଭୁଙ୍କଠା ରେ ସମାନ ଭାବେ ଘୃଣିତ।
Proverbs 18:5
ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଚାର ରେ ଧାର୍ମିକ ପ୍ରତି ଅନ୍ଯାଯ କରିବା ଭଲ ନୁହେଁ।
John 18:22
ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, ତୁମ୍ଭେ ମହାୟାଜକଙ୍କୁ ସପରେି ଉତ୍ତର ଦବୋ ଉଚିତ ନୁହେଁ।
Micah 5:1
ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।
Job 34:18
କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'
2 Samuel 19:7
ଏଲବ ଉଠନ୍ତକ୍ସ୍ଟ, ଆପଣଙ୍କର ସୈନ୍ଯମାନଙ୍କୁ ଉତ୍ସାହିତ କରନ୍ତକ୍ସ୍ଟ ଏବଂସସମାନଙ୍କୁ ଉତ୍ସାହ ଜନକ କଥା କକ୍ସ୍ଟହନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ନାମସର ଶପଥ କରୁଅଛିସଯଲବ ଆପଣ ବାହାରକକ୍ସ୍ଟ ୟାଆନ୍ତକ୍ସ୍ଟ ନାହିଁ,ସତଲବ ଏହି ରାତ୍ରିସର ଆପଣଙ୍କ ସହିତସକହି ଜଲଣସହଲଲବି ରହିଲବ ନାହିଁ। ଆଉ ଆପଣଙ୍କ ୟୌବନକାଳାବଧି ବର୍ତ୍ତମାନ ପର୍ୟ୍ଯନ୍ତସଯଲତ ଅମଙ୍ଗଳ ଆପଣଙ୍କକ୍ସ୍ଟ ଘଟିଅଛିସସଗକ୍ସ୍ଟଡିକରୁ ହିଁ ଏହି ଦକ୍ସ୍ଟର୍ଘଟଣା ବଡସହବ।
2 Samuel 16:7
ଶିମିଯି ଦାଉଦଙ୍କକ୍ସ୍ଟ ଅଭିଶାପ ଦେଉଥିଲା ଏବଂ କହିଲା, ଆ ରେ ହତ୍ଯାକାରୀ ଏବଂ ମନ୍ଦ ଲୋକ ଏଠାରକ୍ସ୍ଟ ଦୂର ହକ୍ସ୍ଟଅ।
2 Samuel 3:39
ମୁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁ ଆଜି ଦୁର୍ବଳ। ଏହି ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ ମାେତେ ଅତି ଦକ୍ସ୍ଟଃଖର କାରଣ ଦେଲେ। ସଦାପ୍ରଭୁ ଏହି କକ୍ସ୍ଟକାର୍ୟ୍ଯ କରିଥିବା ଲୋକମାନଙ୍କୁ ତାଙ୍କର କକ୍ସ୍ଟକର୍ମ ଅନକ୍ସ୍ଟସା ରେ ଦଣ୍ତ ଦିଅନ୍ତକ୍ସ୍ଟ।
2 Samuel 3:23
ଯୋୟାବ ଓ ତାଙ୍କର ସୈନ୍ଯମାନେ ହିବ୍ରୋଣଠା ରେ ପହଁଞ୍ଚିଲେ। ସୈନ୍ଯମାନେ ଯୋୟାବକକ୍ସ୍ଟ କହିଲେ, ନରର ପକ୍ସ୍ଟତ୍ର ଅବନର ଦାଉଦଙ୍କ ନିକଟକକ୍ସ୍ଟ ଆସିଥିଲା ଓ ଦାଉଦ ଅବନରକକ୍ସ୍ଟ ଶାନ୍ତି ରେ ୟିବାକକ୍ସ୍ଟ ଦେଲେ। ସେଥିପାଇଁ ସେ ନିରାପଦ ରେ ଫରେିଗଲା।
Genesis 18:25
ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।