Proverbs 13:1 in Oriya

Oriya Oriya Bible Proverbs Proverbs 13 Proverbs 13:1

Proverbs 13:1
ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକା ରେ ଶୁଣେ। କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।

Proverbs 13Proverbs 13:2

Proverbs 13:1 in Other Translations

King James Version (KJV)
A wise son heareth his father's instruction: but a scorner heareth not rebuke.

American Standard Version (ASV)
A wise son `heareth' his father's instruction; But a scoffer heareth not rebuke.

Bible in Basic English (BBE)
A wise son is a lover of teaching, but the ears of the haters of authority are shut to sharp words.

Darby English Bible (DBY)
A wise son [heareth] his father's instruction; but a scorner heareth not rebuke.

World English Bible (WEB)
A wise son listens to his father's instruction, But a scoffer doesn't listen to rebuke.

Young's Literal Translation (YLT)
A wise son -- the instruction of a father, And a scorner -- he hath not heard rebuke.

A
wise
בֵּ֣ןbēnbane
son
חָ֭כָםḥākomHA-home
heareth
his
father's
מ֣וּסַרmûsarMOO-sahr
instruction:
אָ֑בʾābav
but
a
scorner
וְ֝לֵ֗ץwĕlēṣVEH-LAYTS
heareth
לֹאlōʾloh
not
שָׁמַ֥עšāmaʿsha-MA
rebuke.
גְּעָרָֽה׃gĕʿārâɡeh-ah-RA

Cross Reference

Proverbs 10:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।

Proverbs 15:20
ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।

Proverbs 9:7
ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।

1 Samuel 2:25
ଜଣେ ମନକ୍ସ୍ଟଷ୍ଯ ଯବେେ ଅନ୍ୟ ଜଣେ ମନକ୍ସ୍ଟଷ୍ଯ ବିରକ୍ସ୍ଟଦ୍ଧ ରେ ପାପ କରେ, ତବେେ ପରମେଶ୍ବର ହକ୍ସ୍ଟଏତ୍ ସାହାୟ୍ଯ କରିପାରନ୍ତି। କିନ୍ତ ମନକ୍ସ୍ଟଷ୍ଯ ଯବେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରେ, ତବେେ କିଏ ତାହା ପାଇଁ ପ୍ରାର୍ଥନା କରିବ? ତଥାପି ସମାନେେ ପିତାଙ୍କ ବାକ୍ଯ ଶୁଣିଲେ ନାହିଁ, କାରଣ ସମାନଙ୍କେୁ ହତ୍ଯା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।

Proverbs 4:1
ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର।

Proverbs 4:20
ହେ ମାରେ ପୁତ୍ର, ତୁମ୍ଭେ ମାରେ ବାକ୍ଯ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦଇେ ମାେ କଥା ଶୁଣ।

Proverbs 14:6
ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ। ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ଯା ସହଜ ଅଟେ।

Proverbs 15:5
ଅଜ୍ଞାନ ଆପଣା ପିତାର ଶାସନକୁ ଅବ ହଳୋ କରେ, ମାତ୍ର ବିଜ୍ଞୋଚିତ ବ୍ଯକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।

Isaiah 28:14
ହେ ୟିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦୁକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।