Nehemiah 10:3
ପଶ୍ହୂର, ଅମରିଯ ମଲକିଯ,
Nehemiah 10:3 in Other Translations
King James Version (KJV)
Pashur, Amariah, Malchijah,
American Standard Version (ASV)
Pashhur, Amariah, Malchijah,
Bible in Basic English (BBE)
Pashhur, Amariah, Malchijah,
Darby English Bible (DBY)
Pashhur, Amariah, Malchijah,
Webster's Bible (WBT)
Pashur, Amariah, Malchijah,
World English Bible (WEB)
Pashhur, Amariah, Malchijah,
Young's Literal Translation (YLT)
Pashhur, Amariah, Malchijah,
| Pashur, | פַּשְׁח֥וּר | pašḥûr | pahsh-HOOR |
| Amariah, | אֲמַרְיָ֖ה | ʾămaryâ | uh-mahr-YA |
| Malchijah, | מַלְכִּיָּֽה׃ | malkiyyâ | mahl-kee-YA |
Cross Reference
Nehemiah 3:11
ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
Nehemiah 8:4
ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।
Nehemiah 11:12
ସମାନଙ୍କେର ଆତ୍ମୀଯମାନଙ୍କ ସହିତ ଏକାଠି ହାଇେ ଯେଉଁମାନେ ପରମେଶ୍ବରଙ୍କ ମନ୍ଦିର ରେ କାମ କରୁଥିଲେ ସମାନେେ 822 ଜଣ ଥିଲେ। ୟିରୋହମର ପୁତ୍ର ଅଦାଯା, ପଲଲିଯର ୟିରୋହମ ପୁତ୍ର, ଅମ୍ସିର ପୁତ୍ର ପଲଲିଯ, ଜିଖରିଯର ପୁତ୍ର ଅମସି, ପଶ୍ହୂରର ପୁତ୍ର ଜିଖରିଯ, ମଲ୍ଲିଯଲରେ ପୁତ୍ର ପଶ୍ହୂର।
Nehemiah 12:2
ଅମରିଯ, ମଲ୍ଲୂକ, ହଟୂଶ,
Nehemiah 12:13
ଏଜ୍ରା ପରିବାରର ମୁଖ୍ଯ ଥିଲେ ମଶୁଲ୍ଲମ୍। ଅମରିଯ ପରିବାରର ଯିହାହୋନନ୍ ମୁଖ୍ଯ ଥିଲେ।