Matthew 27:16 in Oriya

Oriya Oriya Bible Matthew Matthew 27 Matthew 27:16

Matthew 27:16
ସହେି ସମୟରେ ବାରବ୍ବା ନାମ ରେ ଜଣେ କୁଖ୍ଯାତ ବନ୍ଦୀ ଥିଲା।

Matthew 27:15Matthew 27Matthew 27:17

Matthew 27:16 in Other Translations

King James Version (KJV)
And they had then a notable prisoner, called Barabbas.

American Standard Version (ASV)
And they had then a notable prisoner, called Barabbas.

Bible in Basic English (BBE)
And they had then an important prisoner, whose name was Barabbas.

Darby English Bible (DBY)
And they had then a notable prisoner, named Barabbas.

World English Bible (WEB)
They had then a notable prisoner, called Barabbas.

Young's Literal Translation (YLT)
and they had then a noted prisoner, called Barabbas,

And
εἶχονeichonEE-hone
they
had
δὲdethay
then
τότεtoteTOH-tay
a
notable
δέσμιονdesmionTHAY-smee-one
prisoner,
ἐπίσημονepisēmonay-PEE-say-mone
called
λεγόμενονlegomenonlay-GOH-may-none
Barabbas.
Βαραββᾶνbarabbanva-rahv-VAHN

Cross Reference

Mark 15:7
ସହେି ସମୟରେ ବନ୍ଦୀଶାଳା ରେ ବାରବ୍ବା ନାମ ରେ ଏକ ବ୍ଯକ୍ତି ବିଦ୍ ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ଯା ଅପରାଧ ରେ ଦୋଷୀ ସାବ୍ଯସ୍ତ ହାଇେଥିଲେ।

Luke 23:18
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।

Luke 23:25
ଲୋକମାନେ ବାରବ୍ବାକୁ ମୁକ୍ତ ହାଇେ ଚାଲିୟିବାକୁ ଚାହୁଁଥିଲେ। ବାରବ୍ବା ନରହତ୍ଯା ଓ ବିଦ୍ରୋହ ଅପରାଧ ରେ କାରାଗାର ରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ। ପୀଲାତ ଯୀଶୁଙ୍କୁ ମାରିଦବୋ ପାଇଁ ଲୋକମାନଙ୍କ ହାତ ରେ ସମର୍ପି ଦେଲେ। ଲୋକମାନେ ତାହା ଚାହୁଁଥିଲେ।

John 18:40
ମାତ୍ର ଯିହୂଦୀମାନେ ଚିତ୍କାର କଲେ, ନା, ଏ ଲୋକକୁ ନୁହେଁ। ବାରବ୍ବାକୁ ମୁକ୍ତି ଦିଅ। ଏହି ବାରବ୍ବା ଜଣେ ଡକାୟତ ଥିଲା।

Acts 3:14
ତୁମ୍ଭମାନେେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ବୀକାର କଲ ଓ ଜଣେ ହତ୍ଯାକାରୀକୁ ତାହାଙ୍କ ବଦଳ ରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦବୋ ପାଇଁ ଚାହିଁଲ।

Romans 1:32
ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି। ସମାନେେ ଜାଣନ୍ତି ଯେ ପରମେଶ୍ବରଙ୍କ ବ୍ଯବସ୍ଥା କୁ ହେ, ଯେଉଁ ଲୋକ ଏହି ଭଳି ଜୀବନ ଯାପନ କରୁଛି, ସେ ମରିବା ଉଚ଼ିତ। କିନ୍ତୁ ସମାନେେ ଏହି ମନ୍ଦକାର୍ୟ୍ଯ ଗୁଡ଼ିକ କରି ଚ଼ାଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସମାନଙ୍କେୁ ମଧ୍ଯ ସମାନେେ ସମର୍ଥନ କରନ୍ତି।