Matthew 14:8
େ ହରୋଦିଆଙ୍କ ପ୍ରରୋଚନା ରେ ଝିଅ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ଆଣି ଏହିଠା ରେ ଦିଅନ୍ତୁ।
Matthew 14:8 in Other Translations
King James Version (KJV)
And she, being before instructed of her mother, said, Give me here John Baptist's head in a charger.
American Standard Version (ASV)
And she, being put forward by her mother, saith, Give me here on a platter the head of John the Baptist.
Bible in Basic English (BBE)
And she, at her mother's suggestion, said, Give me here on a plate the head of John the Baptist.
Darby English Bible (DBY)
But she, being set on by her mother, says, Give me here upon a dish the head of John the baptist.
World English Bible (WEB)
She, being prompted by her mother, said, "Give me here on a platter the head of John the Baptizer."
Young's Literal Translation (YLT)
And she having been instigated by her mother -- `Give me (says she) here upon a plate the head of John the Baptist;
| And | ἡ | hē | ay |
| she, | δὲ | de | thay |
| being before instructed | προβιβασθεῖσα | probibastheisa | proh-vee-va-STHEE-sa |
| of | ὑπὸ | hypo | yoo-POH |
| her | τῆς | tēs | tase |
| μητρὸς | mētros | may-TROSE | |
| mother, | αὐτῆς, | autēs | af-TASE |
| said, | Δός | dos | those |
| Give | μοι, | moi | moo |
| me | φησίν, | phēsin | fay-SEEN |
| here | ὧδε | hōde | OH-thay |
| John | ἐπὶ | epi | ay-PEE |
| πίνακι | pinaki | PEE-na-kee | |
| Baptist's | τὴν | tēn | tane |
| κεφαλὴν | kephalēn | kay-fa-LANE | |
| head | Ἰωάννου | iōannou | ee-oh-AN-noo |
| in | τοῦ | tou | too |
| a charger. | βαπτιστοῦ | baptistou | va-ptee-STOO |
Cross Reference
Proverbs 29:10
ରକ୍ତପାତ ପ୍ରିଯ ଲୋକମାନେ, ସିଦ୍ଧ ବ୍ଯକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ଯାଯବାନ ଲୋକ ତା'ର ଜୀବନକୁ ରକ୍ଷା କରେ।
Mark 6:24
ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?
Proverbs 1:16
ସହେି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥାନ୍ତି। ସମାନେେ ସର୍ବଦା ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି।
Ezra 1:9
ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁ ସବୁ ବସ୍ତୁ ଆଣିଥିଲା, ସହେି ଦ୍ରବ୍ଯଗୁଡିକ ସଂଖ୍ଯା ଏହିପରି ଥିଲା: ସୁନାଥାଳୀ 30 ରୂପାଥାଳୀ 1,000 ଛୁରୀ29
2 Chronicles 22:2
ଅହସିଯ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବଯସ୍କ ହାଇେଥିଲେ। ଅହସିଯ ୟିରୁଶାଲମ ରେ ଗୋଟିଏ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିଯା। ଅଥଲିଯାଙ୍କ ପିତାଙ୍କର ନାମ ଥିଲା ଅମ୍ରି।
2 Kings 11:1
ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।
1 Kings 19:2
ତେଣୁ ଈଷବଲେ ଏଲିଯଙ୍କ ନିକଟକୁ ଦୁତ ପଠାଇଲେ, ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ଯା କରିବି, ଠିକ୍ ତୁମ୍ଭେ ସହେି ଭବିଷ୍ଯଦ୍ବକ୍ତାଙ୍କୁ ହତ୍ଯା କଲାପରି। ଯଦି ମୁଁ ତୁମ୍ଭକୁ ହତ୍ଯା ନ କରେ, ତବେେ ଦବେତାଗଣ ମାେତେ ଅଧିକ ଦଣ୍ତ ଦଇପୋରନ୍ତି।
1 Kings 18:13
ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷବଲେ ଯେତବେେଳେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସମାନଙ୍କେ ମଧ୍ଯରୁ ଏକଶତ ଭବିଷ୍ଯଦ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଦୁଇଟି ଗହ୍ବର ରେ ଲୁଗ୍ଭଇ ରଖିଥିଲି ଓ ସମାନଙ୍କେୁ ଅନ୍ନ ଜଳ ଦଇେ ଭରଣ ପୋଷଣ କରିଥିଲି।
1 Kings 18:4
ପୁଣି ଯେଉଁ ସମୟରେ ଈଷବଲେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିଯ ଏକଶତ ଭବିଷ୍ଯତ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଗୋଟିଏ ଗହ୍ବର ମଧିଅରେ ଲୁଗ୍ଭଇ ରଖି ସମାନଙ୍କେୁ ଅନ୍ନ ଜଳ ଦଇେ ପ୍ରତିପାଳନ କରିଥିଲେ।
Numbers 7:84
ତହୁଁ ଏହିସବୁ ଦ୍ରବ୍ଯ ବଦେିର ଅଭିଷକେ ଦିନ, ଇଶ୍ରାୟେଲ ଅଧିପତିଗଣ ଦ୍ବାରା ଦତ୍ତ ହାଇେଥିଲା। ଯଥା:
Numbers 7:19
ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।
Numbers 7:13
ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।