Matthew 1:24 in Oriya

Oriya Oriya Bible Matthew Matthew 1 Matthew 1:24

Matthew 1:24
ଯୋଷଫେ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେଉଁଭଳି ଆଦସେ ଦେଲେ, ସପରେି କଲେ। ସେ ମରିୟମଙ୍କୁ ବିବାହ କଲେ।

Matthew 1:23Matthew 1Matthew 1:25

Matthew 1:24 in Other Translations

King James Version (KJV)
Then Joseph being raised from sleep did as the angel of the Lord had bidden him, and took unto him his wife:

American Standard Version (ASV)
And Joseph arose from his sleep, and did as the angel of the Lord commanded him, and took unto him his wife;

Bible in Basic English (BBE)
And Joseph did as the angel of the Lord had said to him, and took her as his wife;

Darby English Bible (DBY)
But Joseph, having awoke up from his sleep, did as the angel of [the] Lord had enjoined him, and took to [him] his wife,

World English Bible (WEB)
Joseph arose from his sleep, and did as the angel of the Lord commanded him, and took his wife to himself;

Young's Literal Translation (YLT)
And Joseph, having risen from the sleep, did as the messenger of the Lord directed him, and received his wife,

Then
Διεγερθεὶςdiegertheisthee-ay-gare-THEES

δὲdethay
Joseph
hooh
being
raised
Ἰωσὴφiōsēphee-oh-SAFE
from
ἀπὸapoah-POH

τοῦtoutoo
sleep
ὕπνουhypnouYOO-pnoo
did
ἐποίησενepoiēsenay-POO-ay-sane
as
ὡςhōsose
the
προσέταξενprosetaxenprose-A-ta-ksane
angel
αὐτῷautōaf-TOH
Lord
the
of
hooh
had
bidden
ἄγγελοςangelosANG-gay-lose
him,
Κυρίου,kyrioukyoo-REE-oo
and
καὶkaikay
took
παρέλαβενparelabenpa-RAY-la-vane
unto
him
his
τὴνtēntane

γυναῖκαgynaikagyoo-NAY-ka
wife:
αὐτοῦautouaf-TOO

Cross Reference

Genesis 6:22
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ।

Hebrews 11:24
ମାଶାେ ବଡ଼ ହାଇେ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହବୋ ପାଇଁ ମନା କଲେ।

Hebrews 11:7
କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।

John 15:14
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।

John 2:5
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।

2 Kings 5:11
ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।

Exodus 40:32
ଯେ କୌଣସି ସମୟରେ ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲେ ବା ୟଜ୍ଞବଦେୀର ନିକଟକୁ ଆସିଲେ, ସେ ସମୟରେ ସମାନେେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାନୁସା ରେ ା

Exodus 40:27
ଏହାପରେ ମାଶାେ ସୁବାସିତ ଧୂପ ଏହା ଉପରେ ଜଳାଇଲେ, ସଦାପ୍ରଭୁଙ୍କ ଆଜ୍ଞାନୁସା ରେ।

Exodus 40:25
ଏହାପରେ ମାଶାେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୀପରୂଖା ରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

Exodus 40:19
ଏହାପରେ ସେ ବାହ୍ଯ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡାଇ ଦେଲେ।

Exodus 40:16
ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।

Genesis 22:2
ଏହାପରେ ପରମେଶ୍ବର କହିଲେ, ତୁମ୍ଭର ପୁତ୍ରକୁ ମାରେିଯାକୁ ନିଅ। ମାରେିଯା ରେ ତୁମ୍ଭର ଏକ ମାତ୍ର ସ୍ନହରେ ପୁତ୍ର ଇସ୍ହାକକୁ ମାେ ନିମନ୍ତେ ହାମେର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସହେି ପର୍ବତକୁ ନଇେ ସଠାେରେ ହାମବେଳି କର।

Genesis 7:5
ନୋହ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସମସ୍ତ କାର୍ୟ୍ଯ କଲେ।

James 2:21
ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ବାରା ପରମେଶ୍ବରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବଦେୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ବରଙ୍କଠା ରେ ଉତ୍ସର୍ଗ କଲେ।