Mark 10:6
କିନ୍ତୁ ପରମେଶ୍ବର ଯେତବେେଳେ ଜଗତ ସୃଷ୍ଟି କଲେ, ' ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।'
Mark 10:6 in Other Translations
King James Version (KJV)
But from the beginning of the creation God made them male and female.
American Standard Version (ASV)
But from the beginning of the creation, Male and female made he them.
Bible in Basic English (BBE)
But from the first, male and female made he them.
Darby English Bible (DBY)
but from [the] beginning of [the] creation God made them male and female.
World English Bible (WEB)
But from the beginning of the creation, 'God made them male and female.
Young's Literal Translation (YLT)
but from the beginning of the creation, a male and a female God did make them;
| But | ἀπὸ | apo | ah-POH |
| from | δὲ | de | thay |
| the beginning | ἀρχῆς | archēs | ar-HASE |
| of the creation | κτίσεως | ktiseōs | k-TEE-say-ose |
| ἄρσεν | arsen | AR-sane | |
| God | καὶ | kai | kay |
| made | θῆλυ | thēly | THAY-lyoo |
| them | ἐποίησεν | epoiēsen | ay-POO-ay-sane |
| male | αὐτοὺς | autous | af-TOOS |
| and | ὁ | ho | oh |
| female. | θεός | theos | thay-OSE |
Cross Reference
Genesis 1:27
ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।
Genesis 5:2
ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସହେିଦିନ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ ଦେଲେ ଏବଂ ସମାନଙ୍କେର ନାମ ମନୁଷ୍ଯ ଦେଲେ।
2 Peter 3:4
ସମାନେେ କହିବେ, ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି ? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବଳେୁ ସହେିପରି ଭାବରେ ଚାଲିଛି।
Genesis 1:1
ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।
Genesis 2:20
ମନୁଷ୍ଯ ବଡ଼ ପ୍ରାଣୀମାନଙ୍କର ନାମ, ଆକାଶ ରେ ଉଡୁଥିବା ପକ୍ଷୀ ଏବଂ ପ୍ରେତ୍ୟକକ ଜୀବିତ ପ୍ରାଣୀଙ୍କର ନାମ ରଖିଲା। କିନ୍ତୁ ତା' ଭିତରୁ କାହାକୁ ତାଙ୍କର ଅନୁରୂପ ସହକାରିଣୀ ଭାବେ ବାଛି ପାରି ନଥିଲେ।
Malachi 2:14
ତୁମ୍ଭମାନେେ ପଗ୍ଭରିବ, କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।
Mark 13:19
କାରଣ ସହେି ଦିନ ଗୁଡିକ ବିପଦ ରେ ପରିପୂର୍ଣ୍ଣ ରହିବ। ସେତବେେଳେ ଏତେ ବଡ ବିପଦ ମାଡି ଆସିବ ଯେ ସଭେଳି ବଡ ବିପଦ ପରମେଶ୍ବରଙ୍କ ସୃଷ୍ଟି ରଚନା କାଳରୁ ଆଜି ପର୍ୟ୍ଯନ୍ତ କବେେ ଆସି ନାହିଁ କି ଭବିଷ୍ଯତ ରେ କବେେ ଆସିବ ନାହିଁ।